Posted inଖେଳ

ନୀରଜଙ୍କ ହୃଦୟ ଜିତିଲେ ଏହି କୁନି ବାଳିକା; ଏପରି କଥା କହିଲେ ଯେ…

ନୂଆଦିଲ୍ଲୀ,୨୮।୧୦: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପରଠାରୁ ଚର୍ଚ୍ଚାରେ ଆଥ୍‌ଲେଟ ନୀରଜ ଚୋପ୍ରା। ପ୍ରାୟତଃ ତାଙ୍କର ଫଟୋ ଭାଇରାଲ ହେଉଥିବା ବେଳେ ଏବେ ଏକ ଭିଡିଓ ସମସ୍ତଙ୍କ ହୃଦୟ ଜିତୁଛି। ଭିଡିଓରେ ନୀରଜ ଜଣେ ବାଳିକା ସହ କଥା ହେଉଛନ୍ତି।

ଭାଇରାଲ ହେଉଥିବା ୧୭ ସେକେଣ୍ଡର ଭିଡିଓଟି ହରିୟାଣାର ପାନୀପତ ଷ୍ଟାଡିୟମର। ଭିଡିଓରେ ନୀରଜ ଛୋଟ ବାଳିକା ସହ କଥା ହେଉଛନ୍ତି। ସେ ତାଙ୍କୁ କାହାର ନାମ ଖୋଜିବା ପାଇଁ କହୁଛନ୍ତି। ଜବାବରେ କୁନି ବାଳିକାଜଣଙ୍କ ଯାହା କହୁଛନ୍ତି ତାହା ଭାବୁକ କରୁଛି। ସେ କହୁଛନ୍ତି ଆପଣ ହିଁ ମୋର ପ୍ରିୟ। ଏହା ଶୁଣି ନୀରଜ ଖୁସି ହେଉଛନ୍ତି। ପରେ ତାଙ୍କ ସହ ଫଟୋ ଉଠାଉଛନ୍ତି।

ନୀରଜ ଯେଉଁ ସାଧାପଣ ସହ କୁନିବାଳିକା ସହ କଥା ହେଉଛନ୍ତି ତାହାକୁ ଲୋକେ ପ୍ରଶଂସା କରୁଛନ୍ତି। ଆଇପିଏସ ପଙ୍କଜ ଜୈନ ମଧ୍ୟ ଟୁଇଟରରେ ଭିଡିଓକୁ ଶେୟାର କରିଛନ୍ତି। ଭିଡିଓକୁ ଇତି ମଧ୍ୟରେ ୧୯ ହଜାରରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୧୪ଶହରୁ ଅଧିକ ଲୋକ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଇବା ଲାଗି ତୋଟାକୁ ଯାଇଥିଲେ ନାବାଳକ, ହଠାତ୍‌ ହେଲା ବଜ୍ରପାତ, ଆଉ ତା’ ପରେ…

ଲାଞ୍ଜିଗଡ଼,୨୩ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜଙ୍ଗେରଗୁଡା ଗ୍ରାମର ଜଣେ ନାବାଳକର ବଜ୍ରାଘାତରେ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ…

ରାଜ୍ୟରେ ଆଇନ-ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା: ଛୁଟି ଦିନ ସତ୍ତ୍ୱେ…

ଭୁବନେଶ୍ୱର,୨୩।୫: ରାଜ୍ୟର ଆଇନ-ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା କରିଛନ୍ତି। ଛୁଟି ଦିନ ହୋଇଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଅଫିସକୁ ଆସି ଏହି…

ମମତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେଲେ ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୩।୫: ପଶ୍ଚିମବଙ୍ଗର ଶୁଭେନ୍ଦୁଙ୍କ ନେତୃତ୍ୱାଧୀନ ସରକାର ଈଦ-ଉଲ-ଆଧା (ବକ୍ରିଦ ଭାବରେ ମଧ୍ୟ ଜଣାଶୁଣା) ପାଇଁ ଛୁଟି ଅବଧିକୁ ହ୍ରାସ କରିଛନ୍ତି। ଏବେ, ଏହି ପର୍ବ ପାଇଁ କେବଳ…

ଇରାନ-ଆମେରିକା ମଧ୍ୟରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ଯୁଦ୍ଧ? ଟ୍ରମ୍ପ ନେଲେ ବଡ଼ ପଦକ୍ଷେପ

ଓ୍ବାଶିଂଟନ,୨୩।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଏକ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିବା ପରି ମନେ ହେଉଛି। ଏହା ସାଧାରଣତଃ ବିଶ୍ୱାସ କରାଯାଏ…

ଶିଶୁକୁ ଝୁଣି ପକାଇଲେ କୁକୁରପଲ, ମୁଣ୍ଡରେ ଲାଗିଛି ଆଘାତ, ଡାକ୍ତର କହିଲେ…

ଦିଗପହଣ୍ଡି,୨୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମ ସାରଙ୍ଗ ବିହାର ଛକ ନିକଟରେ ଏକ ଭଡ଼ାଘରେ ରହୁଥିବା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା…

ସ୍ୱାମୀଙ୍କୁ ନ ଜଣାଇ ଝିଅର ବାହାଘର କରାଇଲେ ପତ୍ନୀ, କୋର୍ଟ ଦେଲେ ଛାଡପତ୍ର ଅନୁମତି

ଚେନ୍ନାଇ,୨୩।୫: ପତ୍ନୀ ଯଦି ସ୍ୱାମୀଙ୍କୁ ନଜଣାଇ କିମ୍ୱା ତାଙ୍କ ଅଗୋଚରରେ ଝିଅର ବିବାହ କରାଇ ଦିଅନ୍ତି, ତେବେ ତାହାକୁ ସ୍ୱାମୀଙ୍କ ପ୍ରତି ‘ମାନସିକ ନିର୍ଯାତନା’ ବୋଲି ଧରାଯିବ…

ମାଛକୁଣ୍ଡ ଜଳବିଦ୍ୟୁତ୍‌ କେନ୍ଦ୍ରରେ ଲାଗିଲା ନିଆଁ, ଲିଭାଇବାକୁ ଯାଇ ଯନ୍ତ୍ରୀ…

ନନ୍ଦପୁର/ଲମତରପୁଟ,୨୩ା୫(ତୁଷାରକାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକରେ ଥିବା ମାଛକୁଣ୍ଡ ଜଳ ବିଦ୍ୟୁତ୍‌ କେନ୍ଦ୍ରରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri