Home Left

ଅପାରଗତା ଅଟକାଇଛି ପ୍ରକଳ୍ପ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ପର୍ଯ୍ୟଟନ ବିଭାଗର ଆନ୍ତରିକତା ଅଭାବରୁ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ସେତେଟା ଆଖିଦୃଶିଆ ବିକାଶ ହୋଇପାରୁ ନାହିଁ। ସରକାର ପ୍ରତ୍ୟେକ ବର୍ଷ ବଜେଟରେ ପର୍ଯ୍ୟଟନ ବିଭାଗ ପାଇଁ ବ୍ୟୟ ବୃଦ୍ଧି କରି ଚାଲିଥିଲେ ମଧ୍ୟ ଅପାରଗ ଅଧିକାରୀମାନଙ୍କ ଯୋଗୁ ତାହା ଠିକଣା…

ଶେଷ ହେଲା ଛଟ ପୂଜା: ଉଦୟ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ କରାଗଲା ସୁଖ ସମୃଦ୍ଧି କାମନା

ନୂଆଦିଲ୍ଲୀ,୧୧ ।୧୧: ଚାରି ଦିନ ଧରି ଚାଲିଥିବା ଛଟ ପୂଜା ୧୧ ନଭେମ୍ବର ଅର୍ଥାତ୍ ଗୁରୁବାର ଶେଷ ହୋଇଛି । ସକାଳର ଉଦୟ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରି ଏହି ପୂଜା ସମାପନ କରାଯାଇଛି । ଏଥର ନଭେମ୍ବର ୮ରେ ଏହା…

ପୋଲିସ ଉପରକୁ ଅଣ୍ଡାମାଡ଼

ବାରିପଦା ଅଫିସ,୧୧।୧୧: ମୟୂରଭଞ୍ଜ ଜିଲା ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ବୁଧବାର ବାରିପଦା ସ୍ଥିତ ଏସ୍‌ପି ଅଫିସ ଘେରାଉ ସମୟରେ ଅଭାବନୀୟ ଘଟଣା ଘଟିଛି। ଭାଜପା କର୍ମୀମାନେ ପୋଲିସ ଉପରକୁ ଅଣ୍ଡାମାଡ଼ କରିଥିବା ବେଳେ ଠେଲାପେଲାରେ ୨ଜଣ କର୍ମୀ ଆହତ ହୋଇଛନ୍ତି।…

କଂଗ୍ରେସ ଅମଳରେ ତେଲ ଦର ଅଧିକ ବଢ଼ିଥିଲା

ନୂଆଦିଲ୍ଲୀ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୭ ବର୍ଷ ସମୟରେ ତେଲ ଦର ପ୍ରାୟ ୩୦% ବଢ଼ିଛି। ମାତ୍ର ୧୯୭୩ ପରଠାରୁ ଶାସନ କ୍ଷମତାରେ ରହିଥିବା ବିଭିନ୍ନ ସରକାରଙ୍କ ସମୟରେ ତେଲ ଦର ପ୍ରାୟ ୭୦% ବଢ଼ିଥିଲା। ଏଭଳି ଯୁକ୍ତିବାଢ଼ିଛନ୍ତି କେନ୍ଦ୍ର…

ଓଡ଼ିଶା ବନ୍ଦ ସଫଳ କରିବାକୁ ନିବେଦନ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ମମିତା ମେହେର ଅପହରଣ ଓ ହତ୍ୟା ମାମଲାକୁ ନେଇ ଆସନ୍ତା ୧୨ ତାରିଖ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଏହାକୁ ରାଜ୍ୟବ୍ୟାପୀ ସଫଳ କରିବା ତଥା ରାଜଧାନୀର ସବୁ ସ୍ଥାନରେ…

ତାମିଲନାଡୁ ଉପକୂଳ ଛୁଇଁବ ଘୂର୍ଣ୍ଣିଝଡ: ୯ ଜିଲାକୁ ରେଡ ଆଲର୍ଟ

ଚେନ୍ନାଇ,୧୧ ।୧୧: ତାମିଲନାଡୁରେ ଅଦିନିଆ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ସାରିଲାଣି । ଏହା ସୁଧୁରିବା ପରିବର୍ତ୍ତେ ବେଳକୁ ବେଳ ବିଗିଡିବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ଏହି ବର୍ଷାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏପଟେ…

ଦିଲ୍ଲୀରେ ପହଞ୍ଚିଲା ଯୁବ କଂଗ୍ରେସର ଆନ୍ଦୋଳନ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): କଳାହାଣ୍ଡି ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ଗିରଫ କରିବା ସହ ମାମଲାର ନିରପେକ୍ଷ ତଦନ୍ତ ଦାବିରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ତା’ର…

ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା

କଟକ ଅଫିସ, ୧୧।୧୧: କଟକ ଜିଲାର ଅରିଲୋଠାରେ ଓମ୍‌ଫେଡର ଅତ୍ୟାଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଭାଜପା ବିରୋଧ କରିଥିଲା। କଟକ ନଗର ଭାଜପା ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ…

ଆଫଗାନିସ୍ତାନ ଉପରେ ଚର୍ଚ୍ଚା: ପାକିସ୍ତାନର ବୈଠକରେ ଯୋଗ ଦେବ ଚାଇନା

ବେଜିଂ,୧୧ ।୧୧: ଆଫଗାନିସ୍ତାନକୁ ନେଇ ଭାରତର ନେତୃତ୍ୱରେ ବୁଧବାର ସୁରକ୍ଷା ପରାମର୍ଶଦାତାଙ୍କର ଏକ ବୈଠକ ବସିଥିଲା । ଏଥିରେ ପାକିସ୍ତାନ ଓ ଚାଇନା ଯୋଗ ଦେଇ ନ ଥିବା ବେଳେ ବିଶ୍ୱର ଆହୁରି ବହୁ ଦେଇ ଯୋଗ ଦେଇଥିଲେ । ହେଲେ…

ବଢୁଛି ଚିନ୍ତା: ବ୍ରିଟେନରେ କୁକୁରକୁ କରୋନା!

ଲଣ୍ଡନ,୧୧ ।୧୧: ବ୍ରିଟେନରେ ଏକ କୁକୁରକୁ କରୋନା ହୋଇଥିବା କଥା ଜଣାପଡିଛି । ଯାହା ପୁଣି କରୋନାକୁ ନେଇ ଚିନ୍ତା ବଢାଇ ଦେଇଛି । ୟୁକେର ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହାପୂର୍ବରୁ ବିଶ୍ୱର ଅନ୍ୟ…

ପ୍ରିୟଙ୍କାଙ୍କ ନିର୍ବନ୍ଧ ମୁଦିର ଦାମ୍‌ କେତେ ଜାଣନ୍ତି

ବଲିଉଡ ପରେ ହଲିଉଡରେ ନିଜ ଅଭିନୟର ଜଲଓ୍ବା ଦେଖାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏକ ବିଳାଶପୂର୍ଣ୍ଣ ଜୀବନଶୈଳୀ ବିତାନ୍ତି। ପ୍ରିୟଙ୍କାଙ୍କ ଫ୍ୟାଶନ ତାଙ୍କୁ ଅନ୍ୟ ସେଲିବ୍ରିଟିଙ୍କଠାରୁ ଅଲଗା କରିଥାଏ। ସେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ତାଙ୍କ ସ୍ବାମୀ…

ସ୍ବପ୍ନ ପୂରା କରିବା ପାଇଁ ୫୦ ବର୍ଷ ବୟସରେ ଛାଡ଼ିଥିଲେ ଚାକିିରି, ଏବେ …

ନୂଆଦିଲ୍ଲୀ,୧୧।୧୧: ବିୟୁଟି ଏବଂ ପର୍ସନାଲ କେୟାର ପ୍ଲାଟ୍‌ଫର୍ମ ନାଇକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଫାଲ୍‌ଗୁନୀ ନାୟାର(୫୮) ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ସେ ଦେଶର ସବୁଠାରୁ ଧନୀ ସେଲ୍ଫ ମେଡ୍‌ ମହିଳା ବିଲିୟନେୟାର ଭାବେ ବିବେଚିତ ହୋଇଛନ୍ତି। ୫୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?