Home Left

ମଣ୍ଡିରେ ଅବ୍ୟବସ୍ଥା ନେଇ ଭାଜପାର ଧାରଣା

ବଲାଙ୍ଗୀର ଅଫିସ,୨ା୭: ରବିଋତୁରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ନେଇ ବଲାଙ୍ଗୀର ଭାଜପା ପକ୍ଷରୁ ଶୁକ୍ରବାର ଜିଲା ଯୋଗାଣ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି। ବିଭିନ୍ନ ଦାବି ନେଇ ସେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଣ୍ଡିରେ ଧାନ ପଡି ରହିବା, ମିଲ୍‌ ମାଲିକମାନଙ୍କ…

କୋହଲି ନୁହନ୍ତି, ବରଂ ଛାଇ ଭଳି ଅନୁଷ୍କାଙ୍କ ପାଖେ ପାଖେ ରହିଥାନ୍ତି ଏହି ବ୍ୟକ୍ତି; କୋଟିରେ ନିଅନ୍ତି ଦରମା…

ବମ୍ବେ: ସେଲିବ୍ରିଟି ହେବା ପରେ ସୁରକ୍ଷା ଚିନ୍ତା ସମସ୍ତଙ୍କୁ ଘାରିଥାଏ। ଏଣୁ ସେମାନଙ୍କୁ ସାଙ୍ଗରେ ବଡିଗାର୍ଡ ରଖିବାକୁ ପଡ଼ିଥାଏ। ସେହିଭଳି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲୀଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଘରୁ ବାହାରିବା…

ନୁସରତ ଶେୟାର କଲେ ଫଟୋ, ପ୍ରଶଂସକଙ୍କ ନଜର ହଟୁନି

ମୁମ୍ବାଇ: ଟିଏମ୍‌ସି ଏମ୍‌ପି ତଥା ଅଭିନେତ୍ରୀ ନୁସରତ ଜାହାଁ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହୁଛନ୍ତି। ଗୋଟିଏ ପରେ ଗୋଟିଏ ଫଟୋ ଶେୟାର କରି ଦର୍ଶକଙ୍କ ହୃଦୟରେ ବସା ବାନ୍ଧୁଛନ୍ତି। ଏବେ ଆଉ କିଛି ଫଟୋ ଶେୟାର କରିଛନ୍ତି ନୁସରତ। ଯେଉଁଥିରୁ…

ଏକଦା ରାଗରେ ବ୍ୟାଟ୍‌ ଉଠାଇ ଅଷ୍ଟ୍ରେଲିୟ ବୋଲର୍‌ଙ୍କୁ ଧମକ ଦେଇଥିଲେ ସେହ୍ବାଗ; ମଇଦାନରେ ଦେଖିବାକୁ ମିଳିଥିଲା…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହ୍ବାଗ ନିଜର ଆକ୍ରାମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା। ପ୍ରଥମ ବଲ୍‌ରେ ଚଉକା ମାରି ସେ ବିରୋଧୀ ବୋଲରଙ୍କ ଉପରେ ଚାପ ପକାଉଥିଲେ। ପଡ଼ିଆରେ ବିପକ୍ଷ ଦଳର ଖେଳାଳିଙ୍କ ସହ ତାଙ୍କର…

ଦିଲ୍ଲୀରେ କମୁଛି କରୋନା ଦୈନିକ ସଂକ୍ରମଣ: ହେଲେ ଦେଶର ଏହି ଅଞ୍ଚଳ ବଢ଼ାଉଛି ଚିନ୍ତା

ନୂଆଦିଲ୍ଲୀ,୨।୭: ରାଜଧାନୀ ଦିଲ୍ଲୀରୁ ଏବେ ଆଶ୍ୱସ୍ତିକର ଖବର ମିଳୁଛି। ବର୍ତ୍ତମାନ ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରୁ ବି କମ୍‌ ରହୁଛି। ଫଳରେ ଦିଲ୍ଲୀବାସୀଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ଦିଲ୍ଲୀରେ…

ମମତାଙ୍କୁ ଝଟ୍‌କା

କୋଲକତା,୨।୭: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ଏକ ଝଟ୍‌କା ଲାଗିଛି। କଲିକତା ହାଇକୋର୍ଟ ନିର୍ବାଚନ ପରେ ହିଂସା ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ହିଂସା ପୀଡିତଙ୍କ ସମସ୍ତ ଅଭିଯୋଗକୁ ରାଜ୍ୟ ପୋଲିସ ଗ୍ରହଣ କରିବା ସହ ସେମାନଙ୍କୁ…

ଜେଲ୍‌ରୁ ମୁକୁଳିଲେ ଓମ ପ୍ରକାଶ

ନୂଆଦିଲ୍ଲୀ,୨ ।୭: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆନ ନ୍ୟାଶନାଲ ଲୋକଦଳର ଅଧ୍ୟକ୍ଷ ଓମ ପ୍ରକାଶ ଚୌତାଲା ଏକ ଘୋଟାଲା ମାମଲାରେ ସଜା କାଟୁଥିବା ବେଳେ ଏହା ପୂରଣ ହେବା ପରେ ଶୁକ୍ରବାର ସେ ତିହାର ଜେଲରୁ ମୁକୁଳିଛନ୍ତି । ଦିଲ୍ଲୀ-ହରିୟାଣା…

ସୋସିଆଲ ମିଡିଆରେ ଏବେ ମହିଳା ରହିବେ ସୁରକ୍ଷିତ, ପ୍ରତିଶ୍ରୁତି ଦେଲେ…

ପ୍ୟାରିସ୍‌,୨ା୭: ଟୁଇଟର, ଗୁଗଲ୍‌, ଫେସବୁକ୍‌ ଏବଂ ଟିକ୍‌ଟକ୍‌ ଭଳି ଟେକ୍‌ କମ୍ପାନୀଗୁଡ଼ିକ ଅନ୍‌ଲାଇନ୍‌ ଅପରାଧକୁ ଦୂର କରିବା ସହିତ ଡିଜିଟାଲ ପ୍ଲାଟ୍‌ଫର୍ମରେ ମହିଳାଙ୍କ ସୁରକ୍ଷା ବଢ଼ାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଓ୍ବାଲର୍‌ଡ ଓ୍ବାଇଡ୍‌ ଓ୍ବେବ୍‌ ଫାଉଣ୍ଡେଶନ (WWWF) ସହିତ ଯୋଗାଯୋଗ କରିବା ପରେ…

ରାହୁଲ ଗାନ୍ଧୀ କହିଲେ, ଜୁଲାଇ ମାସ ଆସିଲା..ଟିକା ନାହିଁ: ଜବାବରେ ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ,୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ କରୋନା ଟିକାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି। ଶୁକ୍ରବାର ଟୁଇଟ୍‌ କରି ସେ କହିଛନ୍ତି ଜୁଲାଇ ମାସ ଆସିଯାଇଛି, କିନ୍ତୁ ଟିକା ଆସି ନାହିଁ। ରାହୁଲଙ୍କ ଏହି ଟୁଇଟ…

ସବୁଠାରୁ ଧନୀ ହିମେଶ କେବେ ହେବାକୁ ଚାହୁଁ ନ ଥିଲେ ଗାୟକ, କେବଳ ଏହି କାରଣ ପାଇଁ…

ବଲିଉଡ୍‌ ଗାୟକ ହିମେଶ ରେଶମିଆ ଅନେକ ହିଟ୍‌ ଗୀତ ଗାଇଛନ୍ତି। ହେଲେ ଦିନ ଥିଲା ହିମେଶ କେବେ ବି ଗାୟକ ହେବାକୁ ଚାହୁଁ ନ ଥିଲେ। କିନ୍ତୁ ତାଙ୍କ ପିତା ଭିପିନ ଚାହୁଁଥିଲେ ଯେ ହିମେଶ ଜଣେ ବଡ଼ ଗାୟକ ହୁଅନ୍ତୁ।…

ଓସ୍କାର କମିଟିର ସଦସ୍ୟ ହେଲେ ବିଦ୍ୟା-ଏକତା

ମୁମ୍ବାଇ,୨।୭: ନିକଟରେ ଅମାଜନ ପ୍ରାଇମ୍‌ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଶେରନୀ’କୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଏହି ଫିଲ୍ମରେ ବଲିଉଡ୍‌ ଡାର୍ଟି ଗର୍ଲ ବିଦ୍ୟା ବାଲାନଙ୍କ ଚରିତ୍ର ଓ ତାଙ୍କର ଅଭିନୟ ପ୍ରଶଂସକ ମନକୁ ବେଶ୍‌ ଛୁଇଁପାରିଛି। ଇତିମଧ୍ୟରେ ବିଦ୍ୟା ବାଲାନ,…

ମାତ୍ର ୧୫ ହଜାର ଟଙ୍କା ପାଇଁ ହସ୍ପିଟାଲରେ ଅଢ଼େଇ ମାସ ରହିଲା କରୋନା ରୋଗୀଙ୍କ ମୃତଦେହ, ଆଉ ତା’ ପରେ…

ଲକ୍ଷ୍ନୌ,୨ା୭: ଉତ୍ତରପ୍ରଦେଶର ଜନପଦ ହାପୁରରେ କରୋନା ମହାମାରୀ ଆଜି ପର୍ଯ୍ୟନ୍ତ କାୟା ବିସ୍ତାର କରିଚାଲିଛି। ଏହି ସମୟରେ କୋତବାଲି ସହରରୁ ଏକ ଖବର ସାମ୍ନାକୁ ଆସିଛି। ଯେଉଁଠି ୧୫ ହଜାର ଟଙ୍କା ପାଇଁ କରୋନା ପଜିଟିଭ୍‌ଙ୍କ ମୃତଦେହ ଅଢ଼େଇ ମାସ ପର୍ଯ୍ୟନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri