ଶୁଣାଣି ଉପରେ ହାଇକୋର୍ଟଙ୍କ ରହିତାଦେଶ
କଟକ ଅଫିସ,୧୬।୧୧: କଟକ ସ୍ବତନ୍ତ୍ର ବିଚାରପତିଙ୍କ ଅଦାଲତରେ ଚାଲିଥିବା ନକଲି ଔଷଧ କାରବାର ମାମଲାର ଶୁଣାଣି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ରହିତାଦେଶ ବଳବତ୍ତର ରହିବ। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ…
ମହାତ୍ମାଙ୍କ ପ୍ରତିମା ଭାଙ୍ଗିଲେ…
ସିଡ୍ନୀ,୧୬।୧୧: ଅଷ୍ଟ୍ରେଲିଆର ମେଲବୋର୍ନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମାକୁ ଭଙ୍ଗା ଯାଇଛି। ଲୋକାର୍ପିତ ହେବାର ଗୋଟିଏ ଦିନ ପରେ କେତେକ ଅଜଣା ଲୋକ ଏଭଳି କରିଥିବା କୁହାଯାଉଛି। ଏହାକୁ ନେଇ ଅଷ୍ଟ୍ରେଲିଆରେ ବାସ କରୁଥିବା ଭାରତୀୟ ସମୁଦାୟଙ୍କ ମଧ୍ୟରେ ନୈରାଶ ଖେଳି ଯାଇଛି।…
୧୩୦ଟି ସ୍ମାର୍ଟ ସ୍କୁଲକୁ ଲୋକାର୍ପିିତ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୧୬।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୫ ଜିଲାରେ ୧୩୦ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିବେ। ୫ଟି ସ୍କୁଲ ଟ୍ରାନ୍ସଫରମେଶନ କାର୍ଯ୍ୟକ୍ରମରେ ୩୦ ଜିଲାରେ ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଚାଲିଛି। ଆଜି ଲୋକାର୍ପିତ ହେବାକୁ ଥିବା ସ୍କୁଲଗୁଡିକ ମଧ୍ୟରେ ନୂଆପଡାର…
ଗୃହିଣୀରୁ ଉଦ୍ୟୋଗୀ
ଓଡ଼ିଆ ପରମ୍ପରାରେ ସାଧବମାନେ ବାଣିଜ୍ୟ କରିବାର ପରମ୍ପରା ଥିଲା। ଏବେ ପୂର୍ବ ଭଳି ସେହି ପରମ୍ପରା ନାହିଁ ସତ କିନ୍ତୁ ବାଣିଜ୍ୟ କ୍ଷେତ୍ର ବେଶ୍ ଅଗ୍ରଗତି କରିଛି। ଆଉ ପୁରୁଷମାନଙ୍କ ଭଳି ମହିଳାମାନେ ବି ବ୍ୟବସାୟ କ୍ଷେତ୍ରରେ ସଫଳ ଉଦାହରଣ ସୃଷ୍ଟି…
ଅଜଣା ଲିଙ୍କ୍ କ୍ଲିକ୍ କରନାହିଁ, ଓଟିପି ଦିଅନାହିଁ
କଟକ ଅଫିସ,୧୬।୧୧:ଦିନକୁ ଦିନ ସାଇବର ଠକେଇ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହ୍ବାଟ୍ସ ଆପ୍ ଠକେଇରୁ ବର୍ତ୍ତିବା ପାଇଁ ସୋମବାର କ୍ରାଇମବ୍ରାଞ୍ଚ ସାଇବର ସେଲ୍ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ନିଜ ମୋବାଇଲ ଫୋନରେ…
ପୁରୀ ସମୁଦ୍ରରେ ମାଛ ମଡ଼କ
ପୁରୀ ଅଫିସ,୧୬।୧୧: ପୁରୀ ବେଳାଭୂମିରେ ଶହ ଶହ ମାଛ ମରି ପଡ଼ିଥିବା ସୋମବାର ଦେଖିବାକୁ ମିଳିଛି। ସ୍ବର୍ଗଦ୍ୱାରଠାରୁ କ୍ୟାମେଲିଆ ପର୍ଯ୍ୟନ୍ତ ବେଳାଭୂମିରେ ମାଛ ମରିପଡ଼ିଛନ୍ତି। ମାଛଗୁଡ଼ିକ ଡିସ୍କୋ କୋକଲି ପ୍ରଜାତିର ବୋଲି କୁହାଯାଉଛି। ତେବେ ଏହି ମାଛ ମଡ଼କର ପ୍ରକୃତ କାରଣ…
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ
ପୁରୀ ଅଫିସ, ୧୬।୧୧: କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ସୋମବାରଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଞ୍ଚକ ନୀତି ଆରମ୍ଭ ହୋଇଛି। ଏକାଦଶୀରେ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଛି। ତେବେ ଚଳିତବର୍ଷ ପ୍ରଶାସନର କଟକଣା ଯୋଗୁ ଏହି ଅନନ୍ୟ ବେଶ…
ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଘରଡିହ
ଭୁବନେଶ୍ୱର,୧୬।୧୧(ବ୍ୟୁରୋ)/ଝାରସୁଗୁଡ଼ା (ଅଫିସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ସୋମବାର ଝାରସୁଗୁଡ଼ା ଜିଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କଓ୍ବୋଇ) ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲାର ପ୍ରାୟ ୧.୧୫ ଲକ୍ଷ ଲୋକ ଏହି ସୁବିଧା ପାଇବେ।…
ଘରେ କରନ୍ତୁ ଫେସିଆଲ
ବେସନ ପ୍ୟାକ୍ – ଏକ ବଡ଼ ଚାମଚ ବେସନ, ଏକ ଛୋଟ ଚାମଚ ଅର୍ଗାନିକ୍ ହଳଦୀ ଗୁଣ୍ଡ, ୧ ଚାମଚ ମହୁ ଓ ୨ ବଡ଼ ଚାମଚ କ୍ରିମ୍କୁ ନେଇ ଭଲଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ଶୁଖିବା ପାଇଁ…
ରାଜଧାନୀରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା
ନୂଆଦିଲ୍ଲୀ,୧୬ ।୧୧: ରାଜଧାନୀ ଦିଲ୍ଲୀରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବର୍ଯ୍ୟନ୍ତ ଏଠାରେ ୫୨୭୭ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇ ସାରିଲାଣି । ଗତ ସପ୍ତାହରେ ୨୫୬୯ଜଣ ଡେଙ୍ଗୁ ରୋଗୀ ଏକାଥରେ ଚିହ୍ନଟ ହେବା ଚିନ୍ତା ବଢାଇ ଦେଇଛି…
ଆଠଗଡ଼ ବନାଞ୍ଚଳ ଅଧିକାରୀ ନିଲମ୍ବିତ
ଭୁବନେଶ୍ୱର, ୧୬।୧୧(ବ୍ୟୁରୋ)/ ଆଠଗଡ଼(ସ୍ବ.ପ୍ର): ଆଠଗଡ଼ ବନଖଣ୍ଡ ଅଧୀନ ସୁବାସୀ ସଂରକ୍ଷିତ ଜଙ୍ଗଲରେ ଶିକାରୀ ଗୁଳିରେ ମୃତ ଦନ୍ତା ହାତୀକୁ ତରବରିଆ ଭାବେ ପୋତିଦିଆଯିବା ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି। ଆଠଗଡ଼ ବନାଞ୍ଚଳ ଅଧିକାରୀ (ରେଞ୍ଜର) ଆୟେଶା ଅକ୍ତରୀ ନିଶାଙ୍କୁ ସୋମବାର କାର୍ଯ୍ୟରୁ…
୫ କୋଟି ଟଙ୍କାର ଘଣ୍ଟା ଜବତ ନେଇ ସଫେଇ ଦେଲେ ପାଣ୍ଡ୍ୟା: କହିଲେ…
ମୁମ୍ବାଇ,୧୬।୧୧: ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ବିବାଦରେ ଫସି ଯାଇଛନ୍ତି। ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗ ତାଙ୍କ ଠାରୁ ୫ କୋଟି ଟଙ୍କାର ଘଣ୍ଟା ଜବତ କରିଛି। ଏନେଇ ହାର୍ଦ୍ଦିକ ପାଣ୍ଡ୍ୟା ସଫେଇ ଦେଇଛନ୍ତି। ସେ ଏହା ପଛରେ ଥିବା…

