Home Left

କୋହଲି କହିଲେ ‘ଶୁଭେଚ୍ଛା ଅଧିନାୟକ’; ପାଣ୍ଡ୍ୟା କହିଲେ ‘ମୋର ସବୁଦିନର ପ୍ରେମ’; ଧୋନୀଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଛୁଟିଛି…

ନୂଆଦିଲ୍ଲୀ,୭।୭: ବୁଧବାର ନିଜର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି କ୍ୟାପ୍‌ଟେନ୍‌ କୁଲ୍‌। ୧୯୮୧ ଜୁଲାଇ ୭ରେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ ସେ। ଜନ୍ମଦିନରେ ପ୍ରଶଂସକଙ୍କ ସହ ସାଥୀ ଖେଳାଳିଙ୍କ ଶୁଭେଚ୍ଛାର ସୁଅ ତାଙ୍କ ନିକଟକୁ ଛୁଟୁଛି। ପ୍ରଶଂସକମାନେ ମାହିଙ୍କ ଫଟୋ, ଭିଡିଓ…

୧୩ ଓକିଲ, ୬ ଡାକ୍ତର, ୫ ଇଞ୍ଜିନିୟର: ଏଭଳି ହେବ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ

ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା କ୍ୟାବିନେଟ ସମ୍ପ୍ରସାରଣ ବୁଧବାର ସନ୍ଧ୍ୟାରେ ହେବ। ଏଥିରେ ଅଧିକ ମହିଳା ଓ ପ୍ରଶାସନିକ ଅନୁଭୂତି ଥିବା ବ୍ୟକ୍ତିଙ୍କୁ ସ୍ଥାନ ମିଳିବ। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଏହା ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ହୋଇଥିବାରୁ ଏଥିରେ…

ଯୁଦ୍ଧ ପାଇଁ ପ୍ରସ୍ତୁତ ଏହି କୁକୁର, ୧୩୦୦୦ ଫୁଟ ଉଚ୍ଚରୁ ଦେଲା ଲମ୍ଫ

ମସ୍କୋ,୭ା୭: ରୁଷିଆ ପ୍ରଶାସନ କେବଳ ସୈନିକ ନୁହନ୍ତି, କୁକୁରମାନଙ୍କୁ ମଧ୍ୟ ଯୁଦ୍ଧ ପାଇଁ ପ୍ରଶିକ୍ଷଣ ଦେଉଛି। ଏବେ କୁକୁରର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଏକ କୁକୁର ୧୩ ହଜାର ଫୁଟ ଉଚ୍ଚରୁ ଲମ୍ଫ ଦେଉଛି। ରୁଷିଆର…

ସୋସିଆଲ ମିଡିଆରେ ଫଟୋ ଏଡିଟ୍‌ କଲେ ଏହି ଦେଶରେ ମିଳିବ ଜେଲ୍‌ଦଣ୍ଡ

୨୦୧୦ରେ ଲଞ୍ଚ୍‌ ହୋଇଥିବା ଇନ୍‌ଷ୍ଟାଗ୍ରାମ ୧୧ ବର୍ଷ ମଧ୍ୟରେ ଅନେକ ଲୋକଙ୍କୁ ପ୍ରଭାବିତ କରିଛି। ଏହି ପ୍ଲାଟ୍‌ଫର୍ମରେ ୟୁଜରମାନେ ଫିଲ୍‌ଟର ଅପ୍‌ଶନରେ ଫଟୋ ଏଡିଟ୍‌ କରି ଫଟୋକୁ ଆହୁରି ସୁନ୍ଦର ରୂପ ଦେଇଥାନ୍ତି। ଏମିତି ଆକର୍ଷକ ଏବଂ ସୁନ୍ଦର କରିଥାନ୍ତି ଯେ,…

କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ବଡ଼ ହଇଚଇ: ନିଶଙ୍କ-ଗଙ୍ଗଓ୍ବାର-ଦେବଶ୍ରୀ ମନ୍ତ୍ରିମଣ୍ଡଳରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ,୭।୭: କେନ୍ଦ୍ର କ୍ୟାବିନେଟରେ ବୁଧବାର ସନ୍ଧ୍ୟାରେ ବଡ଼ ପରିବର୍ତ୍ତନ ହେବ। ହେଲେ ଏହା ପୂର୍ବରୁ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ମନ୍ତ୍ରିମଣ୍ଡଳରେ ନୂଆ ନାମ ଯୋଡ଼ି ହେବା ପୂର୍ବରୁ କେତେକ ପୁରୁଣା ନାମ ବାଦ୍‌ ପଡ଼ିଛନ୍ତି। ଏହି ତାଲିକାରେ ଶିକ୍ଷାମନ୍ତ୍ରୀ ମଧ୍ୟ…

‘ଥାଲା’ ମାନେ କ’ଣ? ଜାଣନ୍ତୁ କାହିଁକି ଧୋନୀଙ୍କୁ ଏହି ନାମରେ ଡାକିଥାନ୍ତି ସାଥୀ ଖେଳାଳି

ନୂଆଦିଲ୍ଲୀ,୭।୭: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ବୁଧବାର ତାଙ୍କର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଆଇସିସିର ସମସ୍ତ ତିନୋଟି ଟ୍ରଫି(ଟି୨୦ ବିଶ୍ୱକପ୍‌, ୫୦ ଓଭର ବିଶ୍ୱକପ୍‌ ଏବଂ ଚାମ୍ପିୟନ୍ସ ଟ୍ରଫି) ଜିତିଥିବା ବିଶ୍ୱର ଏକମାତ୍ର ଅଧିନାୟକ ଧୋନୀଙ୍କ ନିକଟକୁ…

ଅହେତୁକ ଦର ବୃଦ୍ଧି ପ୍ରତିବାଦ: କଂଗ୍ରେସର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ପାଟଣା,୭।୭(ସ୍ବ.ପ୍ର.): ଦେଶରେ ଅତ୍ୟାବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଖାଇବା ତେଲର ଅହେତୁକ ଦର ବୃଦ୍ଧି ହେଉଛି। ଏହାର ପ୍ରତିବାଦରେ କେନ୍ଦୁଝର ଜିଲା ପାଟଣା କଂଗ୍ରେସ କମିଟି ତରଫରୁ ବୁଧବାର ବ୍ଲକ ଜାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…

୭୨ ବର୍ଷରେ ଦେଖାଯାଉଛନ୍ତି ଷୋହଳ ବୟସୀ ପରି, ଚେହେରା ଦେଖି ଲୋକେ କହିଲେ…

ସମସ୍ତେ ଚାହାନ୍ତି ଯୁବାବସ୍ଥାରେ ରହିବାକୁ। ବୟସ ବଢ଼ିବା ସହ ଆକ୍ଟିଭ୍‌ ରହିବାକୁ ସମସ୍ତଙ୍କର ଇଚ୍ଛା। ସେ ପାଇଁ କିଏ କେତେ କ’ଣ ଉପାୟ ଆପଣାଇଥାନ୍ତି। କେହି କେହି ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇଥାନ୍ତି। ମାତ୍ର ଆମେରିକାର ଜଣାଶୁଣା ଫ୍ୟାଶନ ଡିଜାଇନର ବେରା…

ଗଲଓ୍ବାନ ଘାଟି ମାଷ୍ଟରମାଇଣ୍ଡ୍‌ଙ୍କୁ ପଦୋନ୍ନତି ଦେଲା ଡ୍ରାଗନ…

ବେଜିଂ,୭।୭: ଚାଇନା ସୈନ୍ୟ ବାହିନୀ ଉତ୍ତରପୂର୍ବ ଲଦାଖରେ ଭାରତୀୟ ସେନା ସହିତ ଲଗାତାର ଉତ୍ତେଜନା ଜାରି ରଖିଛି। ଏପରେସ୍ଥଳେ ଡ୍ରାଗନ୍‌ ସୈନ୍ୟ ବିଭାଗ ପକ୍ଷରୁ ଗଲଓ୍ବାନ ଘାଟିର ମାଷ୍ଟରମାଇଣ୍ଡ୍‌ ଶୁ କ୍ଲିଙ୍ଗ୍‌ଙ୍କୁ ପଦୋନ୍ନତି ଦେଇଛି। କ୍ଲିଙ୍ଗ୍‌ଙ୍କୁ ଓ୍ବେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ଜେନେରାଲ…

ରାଜ୍ୟରେ ପୁଣି ଟିକା ଅଭାବ

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜ୍ୟରେ ପିଛା ଛାଡ଼ୁନି ଟିକା ସମସ୍ୟା। ଲଗାତର ଭାବେ ଟିକାର ଅଭାବ ଦେଖିବାକୁ ମିଳୁଛି। କେନ୍ଦ୍ର ଯୋଗାଉଥିବା ଟିକା କିଛିଦିନ ଯିବା ପରେ ପୁଣି ଯଥା ପୂର୍ବଂ ତଥା ପରମ୍‌ ସ୍ଥିତି। ଟିକା ଅଭାବ ଯୋଗୁ ସବୁ କେନ୍ଦ୍ରରେ ଟିକାକରଣ…

ସାନ ଭଉଣୀକୁ ଛାଡ଼ି ଚାଲିଗଲେ ୟୁସୁଫ ଭାଇ

ମୁମ୍ବାଇ: ବଲିଉଡ୍‌ରେ ଟ୍ରାଜେଡି କିଙ୍ଗ୍‌ ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ଦିଲ୍ଲୀପ କୁମାରଙ୍କ ୯୮ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ବିୟୋଗ ପରେ ହିନ୍ଦୀ ସିନେମାର ଏକ ଯୁଗର ଅବସାନ ଘଟିଛି। ବୁଧବାର ସକାଳ ସାଢ଼େ ୭ଟାରେ ମୁମ୍ବାଇର ହିନ୍ଦୁଜା…

‘ପ୍ରେମ ମୋତେ ବରବାଦ କଲା’

ଭୁବନେଶ୍ୱର,୭।୭(ବ୍ୟୁରୋ): ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନୀ ଫେଜ୍‌-୧ ପ୍ଲଟ୍‌ ନଂ. ଏ/ଏଲ୍‌-୧ରେ ଭଡ଼ାରେ ରହୁଥିବା ଜଣେ ମହିଳାଙ୍କୁ ସୋମବାର ତଣ୍ଟିକାଟି ହତ୍ୟା କରାଯିବା ଘଟଣା ଉପରେ ପରଦା ଧୀରେ ଧୀରେ ହଟିବାରେ ଲାଗିଛି। ପ୍ରେମରେ ବିଫଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri