ସମିତା ମୋ’ ପାଦ ତଳ ଚପଲ

ବମ୍ବେ: ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଆସୁଛି ବିଗ୍‌ବସ୍‌-୧୫। ଶୋ’ରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ଏବେ ନୂଆ ବିବାଦ ଦେଖାଦେଇଛି। ସେଥିରୁ ଗୋଟିଏ ହେଲା ଅଫସାନା ଖାନ ଏବଂ ସମିତା ସେଟ୍ଟୀଙ୍କ ମଧ୍ୟରେ ଝଗଡ଼ା। ବିଗତ ଦିନରେ ଉଭୟଙ୍କ ମଧ୍ୟରେ କଥା କଟାକଟି ବଢ଼ିବା କାରଣରୁ ଅଫସାନାଙ୍କୁ ଶୋ’ରୁ ବାହାର କରିଦିଆଯାଇଥିଲା। ଏବେ ଶୋ’ରୁ ବାହାରିବା ପରେ ଅଫ୍‌ସାନା ନିର୍ମାତା ସହ ସମିତାଙ୍କ ବିରୋଧରେ ଅନେକ କଥା କହିଛନ୍ତି। ଯଦି ଚ୍ୟାନେଲ ସହ ପ୍ରତିଯୋଗୀଙ୍କ ସମ୍ପର୍କ ଥାଏ ତେବେ ତା’ ବିପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏପରିକି ସମିତା ତାଙ୍କ ପାଦ ତଳ ଚପଲକୁ ସରି ନୁହନ୍ତି ବୋଲି ସେ କହିଛନ୍ତି। ଏବେ ଅଫସାନାଙ୍କ ସାକ୍ଷାତକାରର ଭିଡିଓ ବେଶ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଫାରେ କ୍ରିତିଙ୍କୁ ବିଶେଷ ଆୱାର୍ଡ

ମୁମ୍ବାଇ: ବଲିଉଡର ସାନିଂ ଷ୍ଟାର କ୍ରିତି ସାନନ ଏବେ ଖୁବ୍ ଚର୍ଚ୍ଚାରେ । ନିଜର କେହି ଗଡ ଫାଦର ନ ଥାଇ ବି ଆଜି ବଲିଉଡରେ...

ଏହି ଅଭିନେତ୍ରୀଙ୍କଠାରୁ ଚକୋଲେଟ୍‌ ନେବା ପରେ ଫିଲ୍ମରେ କାମ କରିବାକୁ ରାଜି ହୋଇଥିଲେ ରିଷି କପୁର, ପୂରା ଘଟଣା ଜାଣିଲେ…

ଅଭିନେତା, ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ଥିବା ରିଷି କପୁର ଆଜି ନାହାନ୍ତି ସତ କିନ୍ତୁ ତାଙ୍କ ସ୍ମୃତି ଦର୍ଶକଙ୍କ ମନରେ ଆଜିବି ଜୀବନ୍ତ। ସେ...

ଅକ୍ଟୋବରରେ ଭାରତ ଆସିବେ ଜଷ୍ଟିନ ବିବର

ୱାଶିଂଟନ,୨୦ ।୭: କାନାଡିଆନ ପପ ସିଙ୍ଗର ଜଷ୍ଟିନ ବିବରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ସେ ଭାରତରେ ପରଫର୍ମ କରିବେ ବୋଲି ଜଣାପଡିଛି...

ବାଟ ଖୋଜୁଛନ୍ତି ଅଦିତି

ଅଦିତି ରାଓ ହାଇଦରି ଏବେ ବାଟ ଖୋଜୁଛନ୍ତି। କାରଣ ସେ ଏକାଥରେ ଦୁଇଟି ସିନେମାର ଶୁଟିଂ ସମାନ୍ତରାଳ ଭାବରେ ଆରମ୍ଭ କରିଦେଇଛନ୍ତି। ତେଣୁ ତାଙ୍କୁ ଏବେ...

ପିତାଙ୍କୁ ସାଇକେଲରେ ବସାଇ ୧୨୦୦ କିମି ଯାତ୍ରା କରିଥିବା ଝିଅ ଉପରେ ନିର୍ମାଣ ହେବ ଫିଲ୍ମ

ଲକ୍‌ଡାଉନ ସମୟରେ୧୩ ବର୍ଷ ବୟସର ଝିଅ ଜ୍ୟୋତି କୁମାରୀ ତାଙ୍କ ପିତାଙ୍କୁ ହରିୟାଣାର ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ପ୍ରାୟ ୧୨ ଶହ କିଲୋମିଟରରୁ ଅଧିକ ସାଇକେଲରେ...

‘ବିଗ୍‌ବସ୍‌-୧୩’ର ଏହି ତିନିଜଣ ପ୍ରତିଯୋଗୀଙ୍କୁ ପସନ୍ଦ କରୁଛନ୍ତି ଭୁବନେଶ୍ୱରୀ

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ‘ବିଗ୍‌ବସ୍‌-୧୩’। ଶୋ’ ନିର୍ମାତା ମଧ୍ୟ ଦର୍ଶକଙ୍କୁ ମନୋରଞ୍ଜନ ଡୋଜ୍‌ ଦେବାକୁ ଭଳିକିଭଳି ଉପାୟ ଆପଣାଉଛନ୍ତି। ନୂଆ ନୂଆ ଟୁଇଷ୍ଟ ଆଣ୍ଡ ଟର୍ନ...

ସାରାଙ୍କୁ ଡେଟ୍‌ କରୁଛନ୍ତି କି ଶୁବମନ

ଭାରତୀୟ କ୍ରିକେଟର୍‌ ଶୁବମନ ଗିଲ ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଜିମ୍ବାୱେ ବିପକ୍ଷ ସିରିଜ ପରେ ସେ କାଉଣ୍ଟି କ୍ରିକେଟ ଖେଳିବାକୁ ସେଠାକୁ ଯାଇଛନ୍ତି। ଶୁବମନଙ୍କ ବ୍ୟାଟିଂ...

ପୁଣି ଜଣେ ବଲିଉଡ୍‌ର ପ୍ରସିଦ୍ଧ କଳାକାରଙ୍କ ପରଲୋକ

ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଗତ କିଛିଦିନ ହେବ ଅସୁସ୍ଥ ହୋଇ...

Advertisement
Archives

Model This Week