ପୁଅକୁ ତଣ୍ଟି ଚିପି ହତ୍ୟା: ହସ୍ପିଟାଲରେ ଗଲା ମା’ଙ୍କ ଜୀବନ
ଆନନ୍ଦପୁର,୧୫।୭ : କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଜଗନ୍ନାଥପୁର ଗ୍ରାମର ବିଶ୍ୱଜିତ୍ ପ୍ରଧାନଙ୍କ ସ୍ତ୍ରୀ ମୋନାଲିସା ଗତ ମଙ୍ଗଳବାର ନିଜ ୫ ବର୍ଷର ଶିଶୁ ପୁତ୍ରକୁ ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।…
୧୦୦ ବର୍ଷରେ ସବୁଠୁ ପ୍ରଳୟଙ୍କରୀ ବନ୍ୟା
ବର୍ଲିନ,୧୫।୭: ୧୦୦ ବର୍ଷର ଇତିହାସରେ ୟୁରୋପର ପୂର୍ବାଞ୍ଚଳରେ ଆସିଛି ସବୁଠୁ ପ୍ରଳୟଙ୍କରୀ ବନ୍ୟା। ଏପର୍ଯ୍ୟନ୍ତ ବନ୍ୟାରେ ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ଜଣ ନିଖୋଜ ଅଛନ୍ତି। ବନ୍ୟାରେ ଭାସିଯାଇଛି ଶତାଧିକ କାର୍। ଭୁଶୁଡ଼ି ପଡ଼ିଛି ଅନେକ ବିଲ୍ଡିଂ । ଫୋନ୍…
ପ୍ରଶ୍ନ ପଚାରିବାରରୁ ଆର୍ଟିଆଇ କର୍ମୀଙ୍କ ହାତଗୋଡ଼ ହାଣିଦେଲେ
ରାମନଗର(କର୍ନାଟକ), ୧୫।୭: ତଥ୍ୟ ଜାଣିବା ଅଧିକାର (ଆର୍ଟିଆଇ) ଦ୍ୱାରା କର୍ନାଟକ ସରକାରଙ୍କ ବିଭିନ୍ନ ବିଭାଗର ତଥ୍ୟ ମାଗିଥିଲେ ଜଣେ ବ୍ୟକ୍ତି। ଏଥି ଯୋଗୁ କିଛି ଦୁର୍ବୃତ୍ତ ଗୁରୁବାର ସ୍ପଷ୍ଟ ଦିବାଲୋକରେ ଆର୍ଟିଆଇ କର୍ମୀଙ୍କ ହାତ ଗୋଡ଼ ହାଣିଦେଇଛନ୍ତି। ଏଭଳି ଘଟଣା ଘଟିଛି…
ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନ କାହିଁକି ହଟାଯାଉ ନାହିଁ
ନୂଆଦିଲ୍ଲୀ,୧୫ା୭: ୭୫ ବର୍ଷ ହେଲା ଦେଶକୁ ସ୍ବାଧୀନତା ମିଳିଲାଣି। କିନ୍ତୁ ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନ ଆଜି ବି ଚାଲୁଛି। ସେତେବେଳେ ସ୍ବାଧୀନତା ସଂଗ୍ରାମୀଙ୍କୁ ଏହି ଆଇନରେ ଗିରଫ କରାଯାଉଥିଲା। ଏହି ଆଇନକୁ କାହିଁକି ହଟାଯାଉ ନାହିଁ। ଗୁରୁବାର କେନ୍ଦ୍ରକୁ ଏଭଳି…
କ୍ରୀଡ଼ା ମହାକୁମ୍ଭ ଲାଗି ଗାଇଡ୍ଲାଇନ
ଟୋକିଓ,୧୫।୭: ଆଥ୍ଲେଟ, ଉପସ୍ଥାପକ (ପ୍ରେଜେଣ୍ଟର୍ସ) ଓ ଭଲ୍ୟୁଟର୍ସ ଗ୍ରୁପ ଫଟୋ ନେଇ ପାରିବେ ନାହିଁ। ପୋଡିୟମରେ ପଦକଧାରୀ ଆଥ୍ଲେଟଙ୍କୁ ପୂରା ସମୟ ମାସ୍କ ପିନ୍ଧିବାକୁ ପଡ଼ିବ। ଏଭଳି ଗାଇଡ୍ଲାଇନରେ ଖେଳାଯିବ ଟୋକିଓ ଅଲିମ୍ପିକ୍ସ। ଆସନ୍ତା ୨୩ ତାରିଖରୁ ଜାପାନର ରାଜଧାନୀରେ ଆରମ୍ଭ…
ସୋମବାରରୁ ଗଡ଼ିବ ମୋ’ ବସ୍
ଭୁବନେଶ୍ୱର,୧୫।୭: ରାଜଧାନୀ ଭୁବନେଶ୍ୱରରେ କଟକଣା କୋହଳ ହେବା ସହ ବସ୍ ଚଳାଚଳକୁ ମିଳିଛି ଅନୁମତି । ଏହାକୁ ଦେଖି କ୍ୟାପିଟାଲ୍ ରିଜନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ଯାତ୍ରୀମାନଙ୍କୁ ପୂର୍ବପରି ସେବା ଯୋଗାଇ ଦିଆଯିବ ବୋଲି ଗୁରୁବାର ସୂଚନା ଦିଆଯାଇଛି। ଆସନ୍ତା…
ତୃତୀୟ ଲହର ପୂର୍ବରୁ କେତେ ସତର୍କ ଭାଜପା ମନ୍ତ୍ରୀ
ନୂଆଦିଲ୍ଲୀ,୧୫।୭: ବିଶେଷଜ୍ଞଙ୍କ ମତରେ ତୃତୀୟ ଲହର ପାଇଁ ଅଧିକ ସତର୍କ ରହିବା ଦରକାର। ଏଥି ନେଇ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଚେନାବନୀ ମଧ୍ୟ ଦିଆଯାଇଛି। ଏହାକୁ ଖାତିର କରୁନାହାନ୍ତି ବହୁ ଲୋକେ। ସେମାନଙ୍କ ପାଇଁ ଉଦ୍ହାରଣ ସାଜିଛନ୍ତି ଉତ୍ତରାଖଣ୍ଡ…
‘ଯୌତୁକ ପାଇଁ ମାରିଦେଲେ ଝିଅକୁ’
ବନ୍ତ,୧୫।୭(ଡି.ଏନ୍.ଏ.): ଯୌତୁକ ଟଙ୍କା ଦେଇ ନ ପାରିବାରୁ ଶାଶୁଘର ଲୋକେ ମୋ ଝିଅକୁ ମାରିଦେଲେ। ଏଭଳି ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ନିମପଡ଼ା ଗ୍ରାମର ତିଳୋତ୍ତମା ଜେନା। ଅଭିଯୋଗ ପରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଯୌତୁକ ନିର୍ଯାତନା…
ଆଶଙ୍କାରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍
ଲଣ୍ଡନ,୧୫।୭: ରିଷଭ ପନ୍ତଙ୍କ ସମେତ ଭାରତୀୟ ଦଳର ୨ ସଦସ୍ୟ କରୋନା ପଜିଟିଭ। ଏଥି ଯୋଗୁ ଆସନ୍ତା ମାସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଉପରେ ଦେଖାଦେଇଛି କଳା ବାଦଲ। ଏ…
୬୦ରୁ ଅଧିକ ବେଗରେ ବାଇକ୍ ଚଳାଇଲେ ଲାଗିବ ଫାଇନ୍
ବାରିପଦା ଅଫିସ,୧୫ା୭: ଜନସାଧାରଣଙ୍କ ସୁରକ୍ଷା ଲାଗି ମୟୂରଭଞ୍ଜ ଜିଲାରେ ଦ୍ରୁତ ଗାଡ଼ି ଚଳାଚଳ ଉପରେ ଜିଲାପାଳ ବିନୀତ ଭରଦ୍ୱାଜ ପ୍ରତିବନ୍ଧକ ଲଗାଇଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟାା ୨୨୫୫/୧୪ ଜୁଲାଇ ୨୦୨୧ ଅନୁଯାୟୀ ଜାତୀୟ ରାଜପଥ, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଚଳପ୍ରଚଳ…
ପ୍ରଯୋଜିକା ହେଲେ ତାପସୀ
ମୁମ୍ବାଇ: ସାଉଥ୍ ଇଣ୍ଡଷ୍ଟ୍ରିରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିବା ନାୟିକା ତାପସି ପନ୍ନୁ ବଲିଉଡ୍ରେ ବି ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ପ୍ରାୟ ଏକ ଦଶନ୍ଧି ହେବ ସେ ଅଭିନୟ ଦୁନିଆରେ ପାଦ ଦେଇ ସାରିଛନ୍ତି ।…
ସ୍କୁଲରୁ ମିଳିଲା ମୃତଦେହ
ହାଟଡିହୀ,୧୫l୭: କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ସଢା-ନାହା ନିଶାକର ନୋଡାଲ ବିଦ୍ୟାଳୟ ପରିସରରେ ଥିବା ଶୌଚାଳୟ ପାଖରୁ ମିଳିଛି ଏକ ଗଳିତ ମୃତଦେହ। ମୃତକଙ୍କ ପରିଚୟ ଜଣାପଡିନାହିଁ। ଘଟଣା ସମ୍ପର୍କରେ ଖବର ପାଇ ଗୁରୁବାର ସୋସୋ ଥାନା ପୋଲିସ ମୃତଦେହ…
Archives


