Home Left

ବିଦେଶୀ ଭ୍ୟାକ୍ସିନକୁ ନେଇ ଟ୍ରୋଲ ହେଲେ ପରିଣିତି

ମୁମ୍ବାଇ: ବଲିଉଡ୍ ନାୟିକା ପରିଣିତି ଚୋପ୍ରା ଆଜିକାଲି ବିଦେଶରେ ରହୁଛନ୍ତି । ସେ ଗତ ମାର୍ଚ୍ଚ ମାସରୁ ଲଣ୍ଡନରେ ରହୁଥିବା ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ । ଏବେ ସାରା ବିଶ୍ୱରେ କରୋନା ମହାମାରୀ ବ୍ୟାପି…

ଆଇସୋଲେଶନରେ ଟିମ୍‌ ଇଣ୍ଡିଆର ୪ ସଦସ୍ୟ

ଲଣ୍ଡନ,୧୫।୭: ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଜଣାପଡ଼ିଛି ଟିମ୍‌ ଇଣ୍ଡିଆର କୋଚିଂ ଷ୍ଟାଫ ଧ୍ୟାନଚାନ୍ଦ ଗରାନି ମଧ୍ୟ କରୋନାରେ ସଂକ୍ରମିତ। ଦୁଇ ଜଣଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଆଇସୋଲେଟ୍‌ ରଖାଯାଇଛି। ସେମାନଙ୍କ ସହ କଣ୍ଟାକ୍ଟରେ ଆସିଥିବା ଆଉ…

ମିଛ କରୋନା ନେଗେଟିଭ ରିପୋର୍ଟ ନେଇ ବୁଲିବାକୁ ଯାଇଥିବା ୧୩ ପର୍ଯ୍ୟଟକ ଗିରଫ

ଡେରାଡୁନ,୧୫ ।୭: ପର୍ଯ୍ୟଟନସ୍ଥଳି ବୁଲିବାକୁ ଗଲେ କରୋନା ନେଗେଟିଭ ରିପୋର୍ଟ ସାଙ୍ଗରେ ଧରିବା ବାଧ୍ୟତାମୂଳକ ହୋଇଯାଇଛି । ଉତ୍ତରାଖଣ୍ଡ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ବାଧ୍ୟତାମୂଳକ । ଏହି ସମୟରେ କେତେକ ଲୋକ କରୋନା ନେଗେଟିଭ ମିଛ ରିପୋର୍ଟ ନେଇ…

କାଶୀକୁ ପ୍ରଧାନମନ୍ତ୍ରୀଙ୍କ ଉପହାର

ବାରାଣସୀ,୧୫ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବାରାଣସୀ ଗସ୍ତ କରିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ସିଧା ସେ ବିଏଚ୍‌ୟୁ ପହଞ୍ଚିଥିଲେ । ବାରାଣସୀକୁ ଏହା ପ୍ରଧାନମନ୍ତ୍ରୀଙ୍କ ୨୭ତମ…

ମୋଦିଙ୍କୁ ଚିଠି ଲେଖିଲେ ଦିଦି

କୋଲକାତା,୧୫।୭: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ତାଙ୍କ ରାଜ୍ୟକୁ ପର୍ଯ୍ୟାପ୍ତ ଟିକା ଦିଆଯାଉ ନାହିଁ ବୋଲି ଚିଠିରେ ଅଭିଯୋଗ କରିଛନ୍ତି। ପକ୍ଷପାତିତା ଅଭିଯୋଗ କରି ମମତା ବାନାର୍ଜୀ କହିଛନ୍ତି ଯେ, ବଙ୍ଗଳାକୁ…

ମୋଦିଙ୍କୁ ଭେଟିବେ ଦିଦି!

କୋଲକାତା,୧୫ ।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜୁଲାଇ ୨୫ରେ ଦିଲ୍ଲୀ ଗସ୍ତ କରିପାରନ୍ତି । ସେ କହିଛନ୍ତି ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ସେ ଦିଲ୍ଲୀ ଗସ୍ତ କରିବେ । ଏହି ସମୟରେ ସେ କେତେଜଣ ନେତାଙ୍କୁ ଭେଟିବାର…

ଦଳ କଥା ନ ଭାବି ଫୁଟ୍‌ବଲ୍‌ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ; ଏବେ କୋଭିଡ୍‌ ସଂକ୍ରମିତ ହେବାକୁ ନେଇ ରାଗିଗଲେ ପ୍ରଶଂସକ; କହିଲେ…

ଲଣ୍ଡନ,୧୫।୭: କରୋନାରେ ସଂକ୍ରମିତ ହୋଇଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ। ବିସିସିଆଇ ପକ୍ଷରୁ ଜଣେ କ୍ରିକେଟର ପଜିଟିଭ୍‌ ହୋଇଥିବା ନେଇ କୁହାଯାଇଥିଲା। ପରେ ଦଳ ସହ ପନ୍ତ ନ ଥିବାରୁ ସେ କରୋନା ସଂକ୍ରମିତ ହୋଇଥିବା ନେଇ ଏକ ପ୍ରକାର…

ସୋନିଆଙ୍କୁ ସାକ୍ଷାତ୍ କଲେ କମଲନାଥ

ନୂଆଦିଲ୍ଲୀ,୧୫ ।୭: ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ସ୍ଥିତିକୁ ମଜଭୁତ କରିବାରେ ଲାଗି ପଡିଛନ୍ତି । ବିଶେଷ କରି ଦେଶରେ ନିଜର ସ୍ଥିତିକୁ ହରାଇବାକୁ ଯାଉଥିବା କଂଗ୍ରେସ ଏବେ ପୁଣିଥରେ…

ପୁତୁରାଙ୍କ କଟୁରି ଚୋଟରେ ବଡ଼ ମା’ ମୃତ

ଛତ୍ରପୁର,୧୫ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସିନ୍ଦୁରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁତୁରା ସୀତାରାମ ମଣ୍ଡଳଙ୍କ କଟୁରି ଚୋଟରେ ବଡ଼ ମା’ ପଦ୍ମାବତୀ ମଣ୍ଡଳଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଛତ୍ରପୁର ଥାନା ପୋଲିସ ପହଞ୍ଚି ଛାନ୍‌ଭିନ୍‌…

ସିଦ୍ଧୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ!

ଚଣ୍ଡିଗଡ଼,୧୫ ।୭: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହ ଧୀରେ ଧୀରେ ସମାଧାନ ହେବାକୁ ଯାଉଛି । ଏଠାରେ କ୍ୟାପଟେନ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ଆସନ ସମ୍ଭାଳିଥିବା ବେଳେ ଅସନ୍ତୁଷ୍ଟ ନେତା ନବଜୋତ ସିଂ ସିଦ୍ଧୁଙ୍କୁ କୁଆଡେ ପଞ୍ଜାବ ପ୍ରଦେଶ କଂଗ୍ରେସର…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୧୫।୭: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦ୍ୱିଗୁଣ ସୁବିଧା ପାଇବାକୁ ଯାଉଛନ୍ତି। ୨୮ ପ୍ରତିଶତ ମହଙ୍ଗା ଭତ୍ତା ପରେ ଏବେ ଘର ଭଡା ଅର୍ଥାତ୍‌ ସରକାରୀ କର୍ମଚାରୀଙ୍କ ‘ଏଚ୍‌ଆର୍‌ଏ’ ମଧ୍ୟ ବୃଦ୍ଧି ପାଇପାରେ। ମହଙ୍ଗା ଭତ୍ତା ବୃଦ୍ଧି ସହିତ, ‘ଏଚ୍‌ଆର୍‌ଏ’ ବୃଦ୍ଧି କରିବାର…

ସାରା ରାଜ୍ୟରେ ଗଡ଼ିବ ବସ୍‌; ହେଲେ ୨୫ ଯାଏ ପୁରୀକୁ ମନା

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟ ପାଇଁ ନୂଆ କରୋନା ଗାଇଡଲାଇନ୍‌ ଘେଷଣା କରାଯାଇଛି। ଏଣିକି ସମଗ୍ର ରାଜ୍ୟରେ ବସ୍‌ ସେବା ଚାଲୁ କରାଯିବ। ବସ୍‌ରେ ଯେତିକି ସିଟ୍‌ ସେତିକି ଲୋକ ଯିବାକୁ ଅନୁମତି ମିଳିବ। ବସ୍‌ ଚଳାଚଳ ନେଇ ସମୟ କଟକଣା କିଛି ରହିବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri