Posted inଖେଳ

ଭାରତକୁ ପଛରେ ପକାଇଲା ପାକିସ୍ତାନ

ନୂଆଦିଲ୍ଲୀ,୩୦।୧୧: ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ପାକିସ୍ତାନ ଭାରତକୁ ପଛରେ ପକାଇ ଦେଇଛି। ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ଶ୍ରୀଲଙ୍କା ଦଳ ଶୀର୍ଷ ସ୍ଥାନ ବଜାୟ ରଖିଛି। ପାକିସ୍ତାନ ପ୍ରଥମ ଟେଷ୍ଟ ମ୍ୟାଚରେ ବାଂଲାଦେଶ ଉପରେ ୮ ଉଇକେଟରେ ଜିତିଥିଲା। ବିଶ୍ୱ ଟେଷ୍ଟ ଚାମ୍ପିୟନଶପ୍‌ରେ ପଏଣ୍ଟ ଟେବୁଲରେ ଦଳକୁ ଏହି ବିଜୟର ଫାଇଦା ମିଳିଥିଲା। ପାକିସ୍ତାନ ୨ଟି ମ୍ୟାଚ ଜିତିଛି, ଗୋଟିଏ ମ୍ୟାଚ ହାରିଛି। ଏହା ସହିତ ପାକିସ୍ତାନର ମୋଟ ୨୪ ପଏଣ୍ଟ ହୋଇଛି। ସେପଟେ ଭାରତ ୨ ଟି ଜିତିଛି, ଗୋଟିଏ ହାରିଛି ଏବଂ ୨ ଡ୍ର ରଖିଛି।
ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପକୁ ତୃତୀୟ ସ୍ଥାନରେ ଅଛି। ଶ୍ରୀଲଙ୍କା ପଏଣ୍ଟରେ ପ୍ରଥମ ଏବଂ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୯ ବର୍ଷ ପୁରୁଣା ବ୍ଲେଜର୍‌ ପିନ୍ଧି ବିସିସିଆଇ ପଦ ସମ୍ଭାଳିଲେ ଗାଙ୍ଗୁଲି, ଜାଣନ୍ତୁ କାହିଁକି

ମୁମ୍ବାଇ,୨୪।୧୦: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ଏତେ ବଡ ପଦ ସମ୍ଭାଳିବା ପୂର୍ବରୁ ଗାଙ୍ଗୁଲିଙ୍କ ମଧ୍ୟରେ ସେହି...

ଧାର୍ମିକ ବିଶ୍ୱାସ ଲାଗି ଏହି କ୍ରିକେଟର୍‌ମାନେ ଜର୍ସିରେ ଲଗାଇ ନ ଥାନ୍ତି ମଦ କମ୍ପାନୀର ଲୋଗୋ

ନୂଆଦିଲ୍ଲୀ, ୯।୭- କ୍ରିକେଟର୍‌ମାନେ ସାଧାରଣତଃ ଜନପ୍ରତିନିଧିଙ୍କ ପରି। ଏପରିକି ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସେମାନେ ରୋଲ୍‌ ମଡେଲ ପାଲଟିଥାନ୍ତି। ଏହି କ୍ରିକେଟର୍‌ମାନେ ବିଭିନ୍ନ...

ଲୋକଙ୍କୁ ଏମିତି ନିବେଦନ କଲେ କୋହଲି

ମୁମ୍ବାଇ,୨୧।୪: ଦେଶରେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଗତ ତିନି ଦିନ ଧରି ଦେଶରେ ପ୍ରତିଦିନ ଅଢେଇ ଲକ୍ଷରୁ ଅଧିକ ରୋଗୀ...

ବିଦ୍ୟୁତ୍‌ କାଟ୍‌କୁ ନେଇ ପ୍ରଶ୍ନ ଉଠାଇଲେ ଧୋନୀଙ୍କ ସ୍ତ୍ରୀ

ରାଞ୍ଚି,୨୬।୨: ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାବେଳେ ବିଦ୍ୟୁତ୍‌ କାଟ୍‌ ଲୋକଙ୍କ ସମସ୍ୟାକୁ ଆହୁରି ବଢାଇ ଦେଇଛି। ନିକଟରେ ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ଏମଏସ...

ସଚିନ ତେନ୍ଦୁଲକରଙ୍କୁ ସ୍ବପ୍ନରେ ଦେଖୁଥିଲେ ଏହି ମହାନ ଖେଳାଳି

ଅଷ୍ଟ୍ରେଲିଆର ମହାନ୍‌ ବୋଲର୍‌ ସେନ୍‌ ଓ୍ବାର୍ଣ୍ଣ ୫୧ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୯ ସେପ୍ଟେମ୍ବର ୧୩ ତାରିଖରେ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ସେ ଜନ୍ମଗ୍ରହଣ କରିଥିଲେ। ବିଶ୍ୱର ସର୍ବଶ୍ରେଷ୍ଠ...

ଡେବ୍ୟୁ ଟେଷ୍ଟରେ ୫ ଉଇକେଟ ନେଇ ଚମକିଲେ ଏହି ସ୍ପିନର, ସ୍ପେଶାଲ କ୍ଲବରେ…

ଚେନ୍ନାଇ,୧୬।୨: ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଗୋଟିଏ ପାଳିରେ ୫ ଉଇକେଟ ନେଇ ସ୍ପେଶାଲ କ୍ଲବରେ ସ୍ଥାନ ହାସଲ କରିଛନ୍ତି ଭାରତୀୟ ସ୍ପିନର ଅକ୍ଷର...

ଘରୋଇ କ୍ରିକେଟ ସେସନକୁ ଛୋଟ କଲା ବିସିସିଆଇ: କେବଳ ରଣଜୀ, ବିନୁ ମଙ୍କଡ ଟ୍ରଫି ଖେଳାଯିବ

ମୁମ୍ବାଇ,୧୯।୭(ପି.ଟି.): କୋଭିଡ୍‌-୧୯ ମହାମାରୀର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଆଗାମୀ ଘରୋଇ...

୫୦ ନିୟୁତ ଛୁଇଁଲା କୋହଲିଙ୍କ ଇନ୍‌ଷ୍ଟା ଫଲୋଅର୍ସ ସଂଖ୍ୟା

ନୂଆଦିଲ୍ଲୀ,୧୮।୨- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ସଂଖ୍ୟା ଖୁବ୍‌ ଅଧିକ। ଏକତା କାହାକୁ ଅଜଣା ନାହିଁ। ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଫଲୋଅର୍ସଙ୍କ...

Advertisement
Archives

Model This Week