Home Left

ଉପକାରୀ ଆଳୁ

ଆଳୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ପରିବା। ଯେ କୌଣସି ତରକାରି ପ୍ରସ୍ତୁତିରେ ଏହାର ଆବଶ୍ୟକତା ପଡିଥାଏ। ଆଳୁରେ ଆଇରନ୍‌, ଫସଫେଟ୍‌, କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ଜିଙ୍କ୍‌ ଭରି ରହିଛି। ଏହାକୁ ଖାଇଲେ ଶରୀର ପାଇଁ ବେଶ୍‌ ଉପକାରୀ। ଯେହେତୁ ଆଳୁରେ ଫାଇବର…

ସଲମାନଙ୍କ ଭଳି ଆଜି ବି ଅବିବାହିତା ତାଙ୍କର ଏହି ପ୍ରେମିକା: ସମ୍ପର୍କକୁ ନେଇ କହିଲେ ‘ ପାଞ୍ଚ ବର୍ଷ ହେଲାଣି…’

ବମ୍ବେ: ନବେ ଦଶକର ଅଭିନେତ୍ରୀ ସୋମି ଅଲି ଏବେ ଲାଇମ୍‌ଲାଇଟ୍‌ରୁ ଦୂରରେ। ଏକଦା ସେ ଦବଙ୍ଗ ଖାନ୍‌ ସଲମାନଙ୍କ ପ୍ରେମିକା ଥିବାବେଳେ ଆଜିଯାଏ ବିବାହ କରିନାହାନ୍ତି। ଏହା ପଛରେ କି କାରଣ ରହିଛି ସେ ନେଇ ସୋମିଙ୍କୁ ପଚରାଯାଇଥିଲା। ନିକଟରେ ସେ…

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା: ଚାଲିଗଲା ୩ ଜୀବନ, ୪ ନିଖୋଜ

ଡେରାଡୁନ୍‌,୧୯।୭: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଛି। ରବିବାର ବିଳମ୍ବିତ ରାତିରେ ବାଦଳଫଟା ବର୍ଷାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମାଣ୍ଡୋରେ ୨ ଜଣ ମହିଳା ଏବଂ ଜଣେ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହକୁ ଜିଲା ଡାକ୍ତରଖାନାକୁ ଅଣାଯାଇଛି। ମାଣ୍ଡୋ ଗ୍ରାମରେ…

ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଥିବା ଇମ୍ରାନ ହାସ୍‌ମୀ ଆଲିଆଙ୍କ ସହ କରନ୍ତି ନାହିଁ ଏପରି କିଛି, କାରଣ ଜାଣିଲେ…

ଫିଲ୍ମକୁ ସୁପରହିଟ କରିବା ପାଇଁ, ହିରୋ ହିରୋଇନ୍‌ ମଧ୍ୟରେ ରୋମାନ୍ସ ସିନ୍‌ ରହିବା ଜରୁରୀ। ଏପରି ସିନ୍‌ ନ ଥିଲେ ଦର୍ଶକ ଫିଲ୍ମକୁ ପସନ୍ଦ କରୁ ନ ଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଯେତେବେଳେ ଷ୍ଟାରମାନେ ପରଦାରେ ରୋମାନ୍ସ କରନ୍ତି,…

ଫିଲ୍ମ ଆଉ ପ୍ରେମିକଙ୍କୁ ନେଇ ଏମିତି ଦୁଃଖ କରନ୍ତି ତାପସୀ, କହିଲେ ସେ କିଛି ବୁଝନ୍ତି ନାହିଁ

ଫିଲ୍ମ ‘ହସିନ ଦିଲ୍‌ରୁବା’ରେ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।ସେବେଠାରୁ, ତାପସୀ କ୍ରମାଗତ ଚର୍ଚ୍ଚାରେ ରହିଆସୁଛନ୍ତି। ତାପସୀ ତାଙ୍କ ବୃତ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହୁଥିଲେ। ହେଲେ ଏବେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ନେଇ ଆଲୋଚନାକୁ…

ତୃତୀୟ ଲହର ପୂର୍ବରୁ ଔଷଧ ମହଜୁଦ୍‌ ରଖୁଛନ୍ତି ସରକାର

ନୂଆଦିଲ୍ଲୀ,୧୯।୭: ଦେଶରେ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଅଗଷ୍ଟ ଶେଷ ସୁଦ୍ଧା ତୃତୀୟ ଲହର ଆସିବାର ସମ୍ଭାବନା ଥିବାବେଳେ କରୋନା ଚିକିତ୍ସା ପାଇଁ ଆବଶ୍ୟକ ଔଷଧର ୩୦ ଦିନିଆ ବଫର ଷ୍ଟକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜୀବନ ରକ୍ଷାକାରୀ…

ଆଜିଠାରୁ କାର୍ଯ୍ୟାଳୟ ବୁଲିବ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମ୍‌

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଏଣିକି ରାଜଧାନୀରେ ଥିବା ସମସ୍ତ କାର୍ଯ୍ୟାଳୟ, ପ୍ରତିଷ୍ଠାନ ଓ ଅନୁଷ୍ଠାନରେ କୋଭିଡ୍‌ ନିୟମ କଡ଼ାକଡ଼ି ଅନୁପାଳନ ହେବ। ନଚେତ୍‌ ଏନ୍‌ଫୋର୍ସମେଣ୍ଟ ଟିମ୍‌ ବୁଲି ବୁଲି ଧରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ। ରାଜ୍ୟରେ ସଂକ୍ରଣ କମୁଥିବାବେଳେ ରାଜଧାନୀରେ ବୃଦ୍ଧି ପାଉଥିବାରୁ…

ମହାପ୍ରଭୁଙ୍କ ପାଇଁ ଗଢ଼ା ସରିଛି ଅଧର ହାଣ୍ଡି

ପୁରୀ ଅଫିସ, ୧୮ା୭: ନବଦିନାତ୍ମକ ଘୋଷଯାତ୍ରାରେ ବାହାରି ଦାରୁଦିଅଁ ଏବେ ଆଡ଼ପମଣ୍ଡପରେ ଲୀଳା କରୁଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ। ଏକାଦଶୀ ତିଥିରେ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ…

ଶାସ୍ତ୍ରୀ-ଦ୍ରାଭିଡଙ୍କ କୋଚିଂରେ କ’ଣ ରହିଛି ପାର୍ଥକ୍ୟ: ଧାଓ୍ବନଙ୍କ କହିଲେ ଏମିତି

କଲମ୍ବୋ,୧୯।୭: ଭାରତ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ବିଭିନ୍ନ ଫର୍ମାଟ୍‌ ପାଇଁ ବିଭିନ୍ନ ଦେଶରେ ଦୁଇଟି ଦଳ ଉପସ୍ଥିତ ଅଛନ୍ତି। ଆଜିକାଲି ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଇଂଲଣ୍ଡରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଜୋରଦାର ପ୍ରସ୍ତୁତି…

ରାତି ଅଧରେ ଜେସିବି ଲଗାଇ ସ୍କୁଲ ଭାଙ୍ଗିଲେ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଲକ୍ଷ୍ମୀସାଗର ଥାନାଞ୍ଚଳରେ ଥିବା ଏକ ଘରୋଇ ସ୍କୁଲକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି। ସ୍କୁଲଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ କମ୍ପ୍ୟୁଟର, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମେତ ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଛି। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ରବିବାର ସ୍କୁଲର…

ଆଷାଢ଼ ସରିଲା, ବର୍ଷା ନାହିଁ: ଚିନ୍ତାରେ ଚାଷୀ

କଣାସ,୧୯ା୭(ସ୍ବ.ପ୍ର.): ଅକ୍ଷୟ ତୃତୀୟାଠାରୁ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି। ଜମି ଚାଷ କରିବା ପରେ ବିହନ ବୁଣି ବର୍ଷାକୁ ଅପେକ୍ଷା କରିଥାଆନ୍ତି। ଆଷାଢ଼ ମାସରେ ବର୍ଷାଋତୁ ଆରମ୍ଭ ହେଉଥିବାରୁ ଚାଷୀମାନେ ବୁଣିଥିବା ଧାନ ଗଛହୋଇ ବଢିବାରେ ଲାଗେ। କିନ୍ତୁ ଚଳିତବର୍ଷ…

ଅବହେଳାର ଚରମ ସୀମାରେ ବିଜୁ ଷ୍ଟାଡିୟମ: ୧୩ ବର୍ଷରେ ଥରେ ହୋଇନି ଖେଳ

କେନ୍ଦ୍ରାପଡ଼ା ଅଫିସ,୧୯।୭: କେନ୍ଦ୍ରାପଡ଼ାର ଦୌଡ଼ରାଣୀ ଲିଜା ବେହେରା କରୋନା କଟକଣା ପାଇଁ କ୍ରୀଡ଼ା ଛାତ୍ରାବାସରୁ ଆସି ଘରେ ରହୁଛନ୍ତି। ପ୍ରାୟ ବର୍ଷେ ଧରି ଉପଯୁକ୍ତ ତାଲିମ ଅଭାବ ସହ ଦୌଡ଼ ଅଭ୍ୟାସକୁ ରାସ୍ତାରେ ଜାରି ରଖିଛନ୍ତି। ମହାକାଳପଡ଼ା ବ୍ଲକ ତେରଗାଁ ପଞ୍ଚାୟତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri