ଏବେ ବିବାହ କରିବେ ନାହିଁ ଆଲିଆ!

ମୁମ୍ବାଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ବିବାହକୁ ନେଇ ବେଶ କିଛିଦିନ ହେବ ଚର୍ଚ୍ଚା ଚାଲିଛି । ହେଲେ ବିବାହ ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ । ଶୁଣିବାକୁ ମିଳିଥିଲା କି ଚଳିତ ବର୍ଷ ଡିସେମ୍ବରରେ ଆଲିଆ–ରଣବୀର ବିବାହ ବନ୍ଧନରେ ବାନ୍ଧି ହେବେ । ପୁଣି କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲଙ୍କ ବିବାହ ଯୋଗୁ ଏମାନେ ତାଙ୍କ ବିବାହ ତାରିଖ ଘୁଞ୍ଚାଇ ଦେଉଛନ୍ତି । ହେଲେ ଏବେ ମିଳିଥିବା ଏକ ରିପୋର୍ଟରୁ ଜଣାପଡିଛି କି ଉଭୟ ଆଲିଆ ଓ ରଣବୀର ନିଜ ନିଜ ପ୍ରୋଜେକ୍ଟରେ ବିଜି ଅଛନ୍ତି । ଆଉ ଉଭୟ ଡେଷ୍ଟିନେଶନ ୱେଡିଂ କରିବାକୁ ଚାହୁଁଛନ୍ତି । ଆଉ ଏଥିପାଇଁ ବହୁତ ସମୟ ଲାଗିବ । ଏସବୁକୁ ଦୃଷ୍ଟିରେ ରଖି ଉଭୟ ସେମାନଙ୍କ ବିବାହକୁ ପୋଷ୍ଟପନ କରି ଦେଇଥିବା ଜଣାପଡିଛି । ବେଶ୍ କିଛିଦିନ ହେବ ରିଲେସନଶିପରେ ଥିବା ଆଲିଆ-ରଣବୀର ଆସନ୍ତା ବର୍ଷ ଡିସେମ୍ବରରେ ବିବାହ କରିବେ ବୋଲି ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ସ୍ବାମୀଙ୍କ ବିରୋଧରେ ଖୁଲାସା କଲେ ପୁନମ୍‌

ମୁମ୍ବାଇ: କଙ୍ଗନା ରଣାୱାତ୍‌ ରିଆଲିଟି ଶୋ ‘ଲକଅପ’ରେ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏହି ଶୋ’ରେ ଏଭଳି ଲୋକଙ୍କୁ ନିଆଯାଇଛି, ଯାହାର ନାମ କିଛି ବିବାଦ ସହ...

ମୋ ବିରୋଧରେ କୋର୍ଟ ଗଲେ, ମୁଁ ସୁପ୍ରିମକୋର୍ଟ ଯାଇ ହାହାକାର କରିବି: ଜାଣନ୍ତୁ ଏପରି କାହିଁକି କହିଲେ ଅର୍ନବ

ବମ୍ବେ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ ଦାୟିତ୍ୱ ଏବେ ସିବିଆଇ ହାତରେ। ଦିନକୁ ଦିନ ଘଟଣା ନୂଆ ମୋଡ ନେଉଥିବାରୁ ମିଡିଆଠାରୁ...

୫୦ ଲକ୍ଷ ନକଲି ଟଙ୍କା ସହ ଧରାପଡ଼ିଲେ ଏହି ଅଭିନେତା, କରୁଥିଲେ ବାଇକ୍‌ ଚୋରି କାମ

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ଅନେକ ଲୋକ ବେରୋଜଗାର ହୋଇଥିଲେ। ଏହି କାରଣରୁ ଅନେକ ଚୋରି କାମ ମଧ୍ୟ ଆରମ୍ଭ କରିଥିଲେ। ଏହି...

‘କୁଛ୍‌ କୁଛ୍‌ ହୋତା ହୈ’ ରିମେକ୍‌ ହେଲେ ନଜର ଆସିବେ ଏହି ଅଭିନେତ୍ରୀ, ଅଭିନେତା

ବଲିଉଡ୍‌ରେ ଏମିତି କିଛି ଫିଲ୍ମ ଅଛି, ଯାହା ସବୁ ସମୟରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛି। ଏମିତି ଏକ ଲୋକପ୍ରିୟ ଫିଲ୍ମ ହେଉଛି ‘କୁଛ୍‌ କୁଛ୍‌...

ଓଟିଟିରେ ରିଲିଜ ହେବ ‘ମିଶନ ସିଣ୍ଡ୍ରେଲା’

ବଲିଉଡ୍‌ର ଆକ୍ସନ ହିରୋ ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ପ୍ରମୋଶନ ପାଇଁ ବ୍ୟସ୍ତ ଅଛନ୍ତି। ତେବେ ତାଙ୍କର ନୂଆ ଫିଲ୍ମ...

ଉଠିବା ଆମେ

କରୋନା ମହାମାରୀରେ କବଳିତ ଆମ ଦେଶ। ଏହି ସମୟର ସାମ୍ପ୍ରତିକ ଘଟଣାବଳୀକୁ ନେଇ ପ୍ରସ୍ତୁତ ହୋଇଛି ଏକ ଚାରି ମିନିଟ୍‌ ଅବଧିବିଶିଷ୍ଟ ଏକ କ୍ଷୁଦ୍ର ଚଳଚ୍ଚିତ୍ର।...

ସ୍ତ୍ରୀଙ୍କ ପାଇଁ କରଓ୍ବାଚୌଥ ଉପବାସ କରନ୍ତି ଏହିସବୁ ସେଲିବ୍ରିଟି

୨୪ ଅକ୍ଟୋବର ଅର୍ଥାତ୍‌ ଆଜି କରଓ୍ବାଚୌଥ ବ୍ରତ ପାଳନ କରାଯାଉଛି। ଆଜି ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ ଏକ ନିର୍ଜଳା ଉପବାସ ପାଳନ...

ଅଭିନେତା ବଦ୍ରି ନାରାୟଣ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ବରିଷ୍ଠ ଚଳଚ୍ଚିତ୍ର, ଟିଭି, ବେତାର ଓ ମଞ୍ଚ ଅଭିନେତା, ନିର୍ଦ୍ଦେଶକ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ବିଜେତା ଅଭିନେତା ବଦ୍ରି ନାରାୟଣ...

Advertisement
Archives

Model This Week