Posted inଜାତୀୟ

ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ୧୫ ଜଣ ହରାଇଲେ ଦୃଷ୍ଟିଶକ୍ତି

ମୁଜାଫାରପୁର,୨।୧୨: ଉତ୍ତର ବିହାର ଏହି ଜିଲାରେ ଏକ ହସ୍ପିଟାଲ ଦ୍ୱାରା ଆୟୋଜିତ ମାଗଣା କ୍ୟାମ୍ପରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଇଥିବା ଅତିକମ୍‌ରେ ୧୫ ଜଣ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇଛନ୍ତି।

ମୁଜାଫାରପୁର ସିଭିଲ ସର୍ଜନ ବିନୟ କୁମାର ଶର୍ମା କହିଛନ୍ତି, ମୁଜାଫାରପୁର ଆଇ ହସ୍ପିଟାଲ ଜଡ଼ିତ ଥିବା ମାମଲାର ତଦନ୍ତ କରିବା ପାଇଁ ଏକ ୩ ଜଣିଆ କମିଟି ଗଠନ କରାଯାଇଛି। ଉକ୍ତ କ୍ୟାମ୍ପରେ ଅସ୍ତ୍ରୋପଚାର କରାଯାଇଥିବା ପ୍ରତ୍ୟେକ ରୋଗୀଙ୍କ ତଥ୍ୟ ଦେବା ପାଇଁ ହସ୍ପିଟାଲ ମ୍ୟାନେଜମେଣ୍ଟକୁ ମୁଁ ନିର୍ଦ୍ଦେଶ ଦେଇଛି। ଅସ୍ତ୍ରୋପଚାର ପରେ ଅତିକମ୍‌ରେ ୧୫ ଜଣ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇଥିବା ନେଇ ଅଭିଯୋଗ ଆସିଥିବା ସେ କହିଛନ୍ତି।

ମୁଜାଫାରପୁର ଆଇ ହସ୍ପିଟାଲର ମ୍ୟାନେଜିଂ କମିଟିର ଜଣେ ସଦସ୍ୟ ନାମ ନ କହିବା ସର୍ତ୍ତରେ କହିଛନ୍ତି, ନଭେମ୍ବର ୨୨ ତାରିଖରେ କରାଯାଇଥିବା କ୍ୟାମ୍ପରେ ୬୫ ଜଣଙ୍କ ଅପରେଶନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣ ଇନଫେକଶନ କାରଣରୁ ଦୃଷ୍ଟିଶକ୍ତି ହରାଇଛନ୍ତି। ଜଣେ ଦକ୍ଷ ସର୍ଜନ ଅସ୍ତ୍ରୋପଚାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ଲାମେଣ୍ଟରେ ପିଟିଶନ ପାଇଁ ନାଗରିକଙ୍କୁ କ୍ଷମତା ମିଳିବା ନେଇ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ,୨୮।୧: ପାର୍ଲାମେଣ୍ଟରେ ପିଟିଶନ ଦାୟର ଲାଗି ନାଗରିକମାନଙ୍କୁ କ୍ଷମତା ମିଳିବା ନେଇ  କେନ୍ଦ୍ର ସରକାର ଓ ଅନ୍ୟ ପକ୍ଷମାନଙ୍କୁ ନିର୍ଦ୍ଦେଶ ଦେବା ଲାଗି ସୁପ୍ରିମକୋର୍ଟରେ ଆବେଦନ...

କୁମ୍ଭମେଳାରେ କରୋନା ବିସ୍ଫୋରଣ

ହରିଦ୍ୱାର,୧୫।୪: ହରିଦ୍ୱାର କୁମ୍ଭମେଳାରେ ୫ ଦିନରେ ୧୭୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବିଶ୍ୱର ସର୍ବବୃହତ୍‌ ଧର୍ମୀୟ ସମାବେଶ ସଂକ୍ରମଣକୁ ଆହୁରି ବଢ଼ାଇପାରେ ବୋଲି...

ଏଲଟିଟିଇ ପ୍ରମୁଖ ପ୍ରଭାକରନ ବଞ୍ଚିଛନ୍ତି: ତାମିଲ ନେତାଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ,୧୩।୨ : ତାମିଲ ନେତା ଲିବରେଶନ ଟାଇଗର୍ସ ଅଫ ତାମିଲ ଏଲାମ (ଏଲଟିଟିଇ) ମୁଖ୍ୟ ଭେଲୁପିଲାଇ ପ୍ରଭାକରନଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ବିଶ୍ୱ...

କ୍ୟାପଟେନଙ୍କୁ ଟାର୍ଗେଟ କଲେ ରାୱତ

ଚଣ୍ଡିଗଡ଼,୧ ।୧୦: ତୁଟୁନି ପଞ୍ଜାବ କଂଗ୍ରେସର କଳହ । ପଞ୍ଜାବର କଂଗ୍ରେସ ପ୍ରଭାରି ହରିଶ ରାୱତ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଟାର୍ଗେଟ...

କରୋନା ମାତା ମନ୍ଦିର ଉପରେ ପୋଲିସ ଚଳାଇଲା ବୁଲ୍‌ଡୋଜର…

ପ୍ରତାପଗଡ଼,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନାରୁ ଦୂରେଇ ରହିବା ପାଇଁ ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଲୋକେ କରୋନା...

‘ବନ୍ଦ ଘରେ ହେଉଥିଲା ମହିଳା ରେସଲରଙ୍କ ଶୋଷଣ’

ନୂଆଦିଲ୍ଲୀ,୨୦।୧:ଭାରତୀୟ ରେସଲିଂ ଫେଡେରେଶନର ସଭାପତି ତଥା ଭାଜପା ବ୍ରିଜ ଭୂଷଣ ଶରଣ ସିଂ ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଅଲିମ୍ପିଆନ ଭିନେଶ...

ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷ

ନୂଆଦିଲ୍ଲୀ,୧୪।୯-ପୁଣି ଥରେ ଜେଡିୟୁର ହରିବଂଶ ନାରାୟଣ ସିଂ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ସୋମବାର ନିର୍ବାଚିତ ହୋଇଛନ୍ତି। ମୌଖିକ ଭୋଟରେ ହରିବଂଶ ନାରାୟଣଙ୍କୁ ନିର୍ବାଚିତ କରାଯାଇଛି। ହରିବଂଶ...

କଶ୍ମୀରର ୫୨ ଅଧିକାରୀ ବଦଳିଲେ

ନୂଆଦିଲ୍ଲୀ, ୧୯ା୯: ଜମ୍ମୁ-କଶ୍ମୀରରେ ବୁଧବାର ଏକ ବଡ଼ ଧରଣର ଅମଲାତାନ୍ତ୍ରିକ ଅଦଳବଦଳ କରାଯାଇଛି। ଦୁଇ ଆଇଏଏସ୍‌ ଅଧିକାରୀଙ୍କ ସହ ୫୨ ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଛି।...

Advertisement
Archives

Model This Week