ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ଭୁବନେଶ୍ବର,୨।୧୨(ବ୍ୟୁରୋ): ବିଧାନସଭା ଶୀତ ଅଧିବେଶନର ଆଜି ୨ୟ ଦିନ। ଆରମ୍ଭ ହେଉ ହେଉ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଗୃହ ମୁଲତବୀ କରାଯାଇଛି ।…
ତୋ ପ୍ରେମରେ..
ଓଡ଼ିଆ ମ୍ୟୁଜିକ ଆଲବମ୍ ‘ତୋ ପ୍ରେମରେ’କୁ ନେଇ ଚର୍ଚ୍ଚା। ଜିତ୍ ଏଣ୍ଟରଟେନ୍ମେଣ୍ଟ ବ୍ୟାନରରେ ନିର୍ମିତ ଏହି ବ୍ୟୟବହୁଳ ମ୍ୟୁଜିକ୍ ଭିଡିଓ ନଭେମ୍ବର ଶେଷ ସପ୍ତାହରେ ୟୁଟ୍ୟୁବ୍ ମାଧ୍ୟମରେ ରିଲିଜ୍ ହୋଇ ସାଉଁଟିଛି ଅନେକ ପ୍ରଶଂସା। ଏହାର ଭିଜୁଆଲରେ ଅଭିନୟ କରିଛନ୍ତି ଆକ୍ଟର-କମ୍-ଆଙ୍କରର୍…
ପୁଣି ୧୦୩ ଟଙ୍କା ବଢ଼ିଲା ଗ୍ୟାସ୍ ଦର
ନୂଆଦିଲ୍ଲୀ,୨।୧୨: ଡିସେମ୍ବର ପହିଲାରେ ନୂଆ ଗ୍ୟାସ ଦର ପ୍ରକାଶ ପାଇଛି। ଦେଶର ପ୍ରମୁଖ ଗ୍ୟାସ ବିତରଣ କମ୍ପାନୀର ସୂଚନା ଅନୁସାରେ ବୁଧବାର ଭୁବନେଶ୍ୱରରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୩ ଟଙ୍କା ବୃଦ୍ଧି ପାଇଛି। ସେହିଭଳି ଘରୋଇ ଗ୍ୟାସ ସିଲିଣ୍ଡରର ଦର…
ଅଡୁଆ କରିଛି ବୋଲ୍ଡ ଶଟ୍
ମହେଶ ତନୟା ଆଲିୟା ଭଟ୍ଟ ଦୋଛକିରେ ପଡ଼ିଯାଇଛନ୍ତି। କାରଣ କ’ଣ ଜାଣନ୍ତି ? ନିକଟରେ ତାଙ୍କୁ ଏକ ନୂଆ ସିନେମା ଅଫର ମିଳିଛି। ପୁଣି ଏହି ଫିଲ୍ମ ପାଇଁ ତାଙ୍କୁ ଅଧିକ ପାରିଶ୍ରମିକ ମିଳିବ ବୋଲି ଶୁଣାଯାଉଛି। ହେଲେ ଏଥିରେ ଗୋଟିଏ…
ନିର୍ମଳା ସୀତାରମଣ ଦେଶର ସବୁଠାରୁ ଶକ୍ତିଶାଳୀ ମହିଳା
ନୂଆଦିଲ୍ଲୀ,୨।୧୨: ଫର୍ଚୁନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ଭାରତର ୫୦ଟି ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଏହା ପ୍ରକାଶ ପାଇଛି। ଏହି ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସବୁଠାରୁ ଶକ୍ତିଶାଳୀ ମହିଳା ହୋଇଥିବାବେଳେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ…
ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ମୃତ
ଭୁବନେଶ୍ୱର,୨।୧୨(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୪୧୫ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଏବଂ ଯାଜପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।…
ପ୍ରଥମଥର ହାତ ଧରାଧରି ହୋଇ ଆସିଲେ ଆଥିଆ-ରାହୁଲ
ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିଆ ସେଟ୍ଟି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ସେ କ୍ରିକେଟର କେ.ଏଲ ରାହୁଲଙ୍କ ସହ ସୋସିଆଲ ମିଡିଆରେ ଫଟୋ ଶେୟାର କରନ୍ତି। କେବଳ ଏତିକି ନୁହେଁ,…
କଙ୍ଗନାଙ୍କ ମଜା ଉଡ଼ାଇ ଫସିଲେ ୟୁଟ୍ୟୁବର
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ଙ୍କ ମିମିକ୍ରି କରୁଥିବା ୟୁଟ୍ୟୁବର ସଲୋନି ଗୌର ଏଥର ଲୋକଙ୍କୁ ହସାଇବାକୁ ଯାଇ ଅସୁବିଧାରେ ପଡ଼ିଛନ୍ତି। କଙ୍ଗନାଙ୍କୁ ଟାର୍ଗେଟ କରି ୟୁଜରମାନେ ସଲୋନିଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ସଲୋନି ତାଙ୍କର ସଦ୍ୟତମ ମିମିକ୍ରି ଭିଡିଓରେ କଙ୍ଗନାଙ୍କ…
ଅଭିନେତ୍ରୀ ହୋଇ ନ ଥିଲେ..
ଅଭିନୟ କରିବା ପୂର୍ବରୁ ଅନେକ କଳାକାର ଅନ୍ୟ ବିଷୟରେ ନିଜକୁ ପରିଚିତ କରାଇ ସାରିଥାଆନ୍ତି। କ୍ରିତି ସାନନ୍ ବା ସେଥିରୁ ବାଦ୍ ପଡ଼ନ୍ତେ କିପରି ? ପାଠପଢ଼ିବା ସମୟରେ ସେ ବକ୍ସିଂ ସହ ଜଡ଼ିତ ଥିଲେ। ଏପରି କି ରାଜ୍ୟସ୍ତରୀୟ ବକ୍ସିଂ…
୭ ଦିନ ମଧ୍ୟରେ କୋହଲିଙ୍କ ଭାଗ୍ୟ ନିର୍ଦ୍ଧାରଣ
ନୂଆଦିଲ୍ଲୀ,୨।୧୨: ଭାରତର ଟି -୨୦ ଦଳର ଅଧିନାୟକତ୍ୱ ଛାଡିବା ପରେ ବିରାଟ କୋହଲିଙ୍କୁ ମଧ୍ୟ ଦିନିକିଆ ଅଧିନାୟକତ୍ୱରୁ ବଞ୍ଚିତ କରାଯାଇପାରେ। ଦୀର୍ଘ ଦିନ ଧରି ଏହା ବିଷୟରେ କଳ୍ପନାଜଳ୍ପନା ଚାଲିଛି। କୋହଲିଙ୍କ ଭାଗ୍ୟ ଏହି ସପ୍ତାହରେ ସ୍ଥିର ହୋଇପାରେ। ଦକ୍ଷିଣ ଆଫ୍ରିକା…
ଏବେ ପରିଣୀତି କରୁଛନ୍ତି କ’ଣ
ପରିଣୀତି ଚୋପ୍ରାଙ୍କ ମୁଣ୍ଡକୁ ଏକ ନୂଆ ଆଇଡିଆ ଜୁଟିଛି। ଏଣିକି ସେ ଗାର୍ଡେନିଂ ପ୍ରତି କୁଆଡେ ମନୋନିବେଶ କରିବେ। କେବଳ ସେତିକି ନୁହେଁ, ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବେ। ଏ ନେଇ ପରିଣୀତି କହନ୍ତି, ‘ପିଲାଟି ଦିନରୁ ମୋର…
ଡାଲଚିନି
ଏକଦା ଜଣେ ବ୍ୟାଙ୍କର ଭୁବନେଶ୍ୱରରୁ କୋଣାର୍କ ବୁଲିବାକୁ ବାହାରିଛି। ସାଙ୍ଗରେ ଅଛି ଜଣେ ଝିଅ। ବାଟରେ ଦୁହିଁଙ୍କ ଭିତରେ କ’ଣ ଘଟୁଛି, ସେମାନେ କି କି ପରିସ୍ଥିତିର ସାମ୍ନା କରି ସେଠାରୁ ଫେରୁଛନ୍ତି ଆଉ ଏପରି ଯାତ୍ରାର ମଧୁର ପରିସମାପ୍ତି ହେଉଛି…

