Home Left

ବଢିପାରେ ରାଜଙ୍କ ଅଡୁଆ

ମୁମ୍ବାଇ,୨୪ ।୭: ଉଦ୍ଦ୍ୟୋଗପତି ରାଜ କୁନ୍ଦ୍ରାଙ୍କ ପର୍ନ ଫିଲ୍ମ ର‌୍ୟାକେଟ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଖୁବ୍‌ଶୀଘ୍ର ଏଣ୍ଟ୍ରି ମାରିପାରେ ବୋଲି ବିଶେଷ ସୂତରୁ ମିଳିଥିବା ସୂଚନାରୁ ଜଣାପଡିଛି । ରାଜ କୁନ୍ଦ୍ରା ଓ ଲଣ୍ଡନର କମ୍ପାନୀ ମଧ୍ୟରେ ବହୁ ଟଙ୍କା ଲେଣଦେଣ…

ସିମୁଳିଆରେ ହାଇଦରଙ୍କୁ ଗୁଳି: ସ୍ଥାନୀୟ ପୋଲିସ ପାଖରେ ସୂଚନା ନାହିଁ

ସିମୁଳିଆ,୨୪ା୭(ଡି.ଏନ୍‌.ଏ.): ଶନିବାର ଅପରାହ୍ନରେ କୁଖ୍ୟାତ ଅପରାଧୀ ହାଇଦରଙ୍କୁ ୧୬ ନଂ. ଜାତୀୟ ରାପଥରେ ବାଲେଶ୍ୱର ଜିଲା ସିମୁଳିଆରେ ଏନ୍‌କାଉଣ୍ଟର କରାଯାଇଛି। ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ନିଆଯାଉଥିବା ବେଳେ ପରିସ୍ରା ବାହାନାରେ ସେ ଖସିଯିବା ପାଇଁ ଚେଷ୍ଟା କରୁଥିବା ବେଳେ ତାଙ୍କୁ…

ଭଡ଼ାଘରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଟିଟିଲାଗଡ଼,୨୪ା୭(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ହାଟପଦା ପଡ଼ାରେ ଭଡ଼ାରେ ରହୁଥିବା ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ମୁନିଗୁଡ଼ାରେ ରହୁଥିବା ମହିଳାଙ୍କ ସ୍ବାମୀଙ୍କୁ ଖବରଦେଇ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ରଞ୍ଜନ ବରିହା କହିଛନ୍ତି। ତେବେ ସାଇଣ୍ଟିଫିକ୍‌ ଟିମ୍‌…

ଏହି ଦେଶରେ ବିବାହ ପୂର୍ବରୁ ବରକନ୍ୟାଙ୍କୁ ଗଛରେ ବାନ୍ଧି ଫିଙ୍ଗା ଯାଏ ପଚା ମାଛ, ପଚା ଅଣ୍ଡା

ବିବାହକୁ ନେଇ ପ୍ରତି ରାଜ୍ୟ ଏବଂ ପ୍ରତି ଦେଶରେ ଭିନ୍ନ ଭିନ୍ନ ପ୍ରଥା ରହିଛି। ସାରା ବିଶ୍ୱ ବିବିଧତାରେ ପରିପୂର୍ଣ୍ଣ। ବିବାହକୁ ନେଇ ପ୍ରତ୍ୟେକ ଦେଶରେ କିଛି ନା କିଛି ପରମ୍ପରା ରହିଛି। ଆମ ଦେଶ ଭାରତରେ ମଧ୍ୟ ଏପରି କିଛି…

ହୋଇଗଲା ଫାଇନାଲ୍‌; ସଲମାନ୍‌ ନୁହନ୍ତି ବରଂ ଏହି ଫିଲ୍ମନିର୍ମାତା କରିବେ ବିଗ୍‌ବସ୍‌ ଆଗାମୀ ସଂସ୍କରଣକୁ ହୋଷ୍ଟ !

ବମ୍ବେ: ବହୁ ବିବାଦୀୟ ତଥା ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ୧୫’କୁ କିଏ ହୋଷ୍ଟ କରିବ ସେ ନେଇ ନାନାଦି କଳ୍ପନାଜଳ୍ପନା ଲାଗି ରହିଥିଲା। ଟେଲିଭିଜନ ବଦଳରେ ଶୋ’ ଏବେ ଓଟିଟି ପ୍ଲାଟଫର୍ମରେ ଆସିବାକୁ ଯାଉଛି। ଦବଙ୍ଗ ଖାନ୍‌ ସଲମାନ ଏହାକୁ…

ଜାତି ଭିତ୍ତିକ ଜନଗଣନା ଥରେ ହେବା ଆବଶ୍ୟକ: ନୀତୀଶ କୁମାର

ପାଟନା,୨୪ ।୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁରୁବାର ପୁଣିଥରେ ଜାତି ଭିତ୍ତିକ ଜନଗଣନାକୁ ନେଇ ବୟାନ ଦେଇଛନ୍ତି । ସେ କହିଛନ୍ତି ଜାତି ଆଧାରିତ ଜନ ଗଣନା ସମ୍ପର୍କରେ ଆମେ ପ୍ରଥମରୁ ଫେବୃୟାରୀ ୨୦୨୦ ଓ ୨୦୨୧ରେ ସଂସଦରେ ଆମର…

ପିଲାଦିନର ପ୍ରେମକୁ ପାଇବା ପାଇଁ ୪ ଥର ଘର ଛାଡ଼ିଥିଲେ ପ୍ରେମିକା, ଶେଷରେ ଥାନାରେ ହେଲା ବିବାହ

ପାଟଣା,୨୪ା୭: ବିହାରର ରୋହତାସ ଜିଲା ଡେହରିସ୍ଥିତ ମହିଳା ଥାନାରେ ଏକ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ ଥାନାଧିକାରୀଙ୍କ ଉପସ୍ଥିତିରେ ହୋଇଛି। ପଣ୍ଡିତ ମନ୍ତ୍ର ଉଚ୍ଚାରଣ କରିଥିଲେ ଏବଂ ଦୁହେଁ ଦୁହିଁଙ୍କୁ ବରଣମାଳା ପିନ୍ଧାଇଥିଲେ। ଶେଷରେ ପ୍ରେମିକ ପ୍ରେମିକାଙ୍କ ମଥାରେ…

ଏରୋଟିକ୍‌, ପର୍ନ ନୁହେଁ; ମୋ ସ୍ବାମୀ ନିର୍ଦ୍ଦୋଷ: ଶିଳ୍ପା ସେଟ୍ଟୀ

ବମ୍ବେ: ସ୍ବାମୀ ରାଜ କୁନ୍ଦ୍ରା ଅଶ୍ଳିଳ ଭିଡିଓ ନିର୍ମାଣ ମାମଲାରେ ଛନ୍ଦି ହେବା ପରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସମ୍ପୃକ୍ତି ଏବେ ସନ୍ଦେହ ଘେରରେ। ଜୁଲାଇ ୧୯ରେ ରାଜ୍‌ଙ୍କୁ ପୋଲିସ ଗିରଫ କରି ଘଟଣାର ତଦନ୍ତ କରୁଛି। ବର୍ତ୍ତମାନ ତାଙ୍କ…

କାହିଁକି ରୋମାନ୍ସ ସିନ୍‌ କରନ୍ତିନି ରଣବୀର, ସୋନମ ଜାଣନ୍ତୁ

ଫିଲ୍ମକୁ ସୁପରହିଟ କରିବା ପାଇଁ, ହିରୋ ହିରୋଇନ ମଧ୍ୟରେ ରୋମାନ୍ସ ସିନ ରହିବା ଜରୁରୀ। ଏପରି ସିନ ନ ଥିଲେ ଦର୍ଶକ ଫିଲ୍ମକୁ ପସନ୍ଦ କରୁ ନ ଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଯେତେବେଳେ ଷ୍ଟାରମାନେ ପରଦାରେ ରୋମାନ୍ସ କରନ୍ତି,…

ପାକିସ୍ତାନ୍‌କୁ ଘାରିଛି ତାଲିବାନ୍‌ ଭୟ…

ଇସଲାମାବାଦ୍‌,୨୪।୭: ତାଲିବାନ୍‌ ଆତଙ୍କବାଦୀ ସଂଗଠନ ପ୍ରତି ପାକିସ୍ତାନରେ ଭୟ ସୃଷ୍ଟି ହୋଇଛି। ସୁରକ୍ଷାଦୃଷ୍ଟିରୁ ଆଫଗାନିସ୍ତାନ ସୀମାରେ ପାକିସ୍ତାନ ସୈନ୍ୟ ବାହିନୀଙ୍କୁ ମୁତୟନ କରାଯାଇଛି। ଧୀରେଧୀରେ ସୈନ୍ୟଙ୍କ ସଂଖ୍ୟାକୁ ବୃଦ୍ଧି କରାଯାଉଛି। ପୂର୍ବରୁ ଆଫଗାନିସ୍ତାନ ସୀମାରେ ନିୟମିତ ଭାବେ ସୈନ୍ୟଙ୍କୁ ମୁତୟନ କରାଯାଉ…

ଜେଲ୍‌ରେ ଭିଣୋଇ, ଶିଳ୍ପାଙ୍କୁ ଏମିତି ଲେଖିଲେ ଭଉଣୀ ସମିତା

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରାଙ୍କ ଗିରଫ ପରେ ପୂରା ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଚହଳ ସୃଷ୍ଟି ହୋଇଛି। ଅଶ୍ଳୀଳ ଭିଡିଓ ପ୍ରସ୍ତୁତି ମାମଲାରେ ରାଜ୍‌ ଗିରଫ ହେବା ପରେ ଏହା ଶିଳ୍ପାଙ୍କ କ୍ୟାରିୟର ପ୍ରତି ପ୍ରଭାବ ପଡ଼ିବ ବୋଲି…

ଯୁବତୀଙ୍କ କୋଳରେ ଶିଶୁ ଥିବା ଦେଖି ମେଟ୍ରୋରେ ସିଟ୍‌ ଛାଡ଼ିଦେଲେ ଯୁବକ; ତା’ ପରେ ଯାହା ହେଲା ଜାଣିଲେ…

ନୂଆଦିଲ୍ଲୀ,୨୪।୭: ମେଟ୍ରୋରେ ଯାତ୍ରା କରିବା ସମୟରେ ଭିଡ ହେବା ସ୍ବାଭାବିକ। ହେଲେ ଅନେକ ସମୟରେ ଭିଡ ଜମିବା ସତ୍ତ୍ୱେ କିଛି ଲୋକ ମାନବିକତା ନାମରେ ଅଭାବୀ ଲୋକମାନଙ୍କ ପାଇଁ ନିଜ ସିଟ୍‌ ଛାଡ଼ି ଦେଇଥାନ୍ତି। ଏହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri