ଝିଅଙ୍କ ବିବାହ ସମ୍ବନ୍ଧୀୟ ସମସ୍ୟା ହେଉଥିଲେ…..

ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଯେକୌଣସି ଘରେ ଧନ ସେତେବେଳେ ବଢ଼ିଥାଏ, ଯେତେବେଳେ ଘରେ ରହୁଥିବା ସଦସ୍ୟଙ୍କ ମଧ୍ୟରେ ହସ ଏବଂ ଖୁସିର ବାତାବରଣଥାଏ। ଯେତେବେଳେ ଘରର ସଦସ୍ୟମାନଙ୍କ ସମ୍ପର୍କ ଭଲ ରହେ ସେତେବେଳେ ବ୍ୟବସାୟ କିମ୍ବା ଚାକିରିକୁ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଥାଏ।
ଘରେ ଅସନ୍ତୋଷର ଅନେକ କାରଣ ଥାଇପାରେ। ଯେଉଁଥିରେ ବାସ୍ତୁ ଦୋଷ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଅନେକ ଥର, ଅଜାଣତରେ, ଏପରି ଭୁଲ ହୋଇଯାଏ ଯେଉଁଥିପାଇଁ ପାରିବାରିକ ଜୀବନ ଖରାପ ହେବାକୁ ଲାଗେ। ଘରେ ଥିବା ମତଭେଦ ଏବଂ ବିବାଦ ଦୂର କରିବା ପାଇଁ ଜାଣନ୍ତୁ କିଛି ବାସ୍ତୁ ଟିପ୍ସ।

ମତଭେଦ କିମ୍ବା ଝଗଡାକୁ ଏଡାଇବା ପାଇଁ ଘରେ ଯେକୌଣସି ଦେବତାଙ୍କର ଏକରୁ ଅଧିକ ଫଟୋ ରଖନ୍ତୁ ନାହିଁ । ଏହା ବ୍ୟତୀତ କୌଣସି ଦେବତାଙ୍କର ଚିତ୍ରକୁ ମୁହାଁମୁହିଁ ରଖାଯିବା ଉଚିତ ନୁହେଁ ।
ଘରେ ରାମାୟଣ, ମହାଭାରତ, ଯୁଦ୍ଧ ଏବଂ ପେଚା ଇତ୍ୟାଦିର ଫଟୋ ଲଗାଯିବା ଉଚିତ ନୁହେଁ । ଘର ସର୍ବଦା ଶାନ୍ତ ଏବଂ ସବୁଜ ଚିତ୍ର ସହିତ ସଜାଯିବା ଉଚିତ, ଯାହାଫଳରେ ଘରେ ଶାନ୍ତି ରହିଥାଏ ।
ଉତ୍ତର-ପଶ୍ଚିମ ଦିଗରେ ଝିଅଙ୍କ ରୁମ୍‌ ତିଆରି କରାଯିବା ଉଚିତ୍‌। ଏହା ସେମାନଙ୍କର ପ୍ରକୃତି ଶାନ୍ତ ରଖେ। ଆହୁରି ମଧ୍ୟ, ବିବାହ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଇଡାଲ୍‌ ଆଉଟଫିଟ୍‌

ବାହାଘର ସିଜନ୍‌ରେ ୟୁନିକ ଦେଖାଯିବାକୁ କିଏ ନ ଚାହେଁ। ହଳଦୀ ବିଧି, ସଙ୍ଗୀତ, ମେହେନ୍ଦୀଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମରେ ଟ୍ରେଣ୍ଡି ଆଉ...

ଶରୀର ସହିତ ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ ହୋଇଥାଏ ଗ୍ରୀନ ଟି

ଗ୍ରୀନ ଟି ସ୍ବାସ୍ଥ୍ୟପକ୍ଷେ ଅଧିକ ଲାଭଦାୟକ । ଏହା ଶରୀର ସହିତ ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ ହୋଇଥାଏ। ତ୍ୱଚା ସମସ୍ୟ ଯାଥା କଳା...

ଚାଇନାର ଏହି ଫଳ ରାମବାଣ ଭଳି କାମକରେ

କିଓ୍ବି ଚାଇନାର ଏକ ଫଳ। ଏହାକୁ ଚାଇନାର ଜାତୀୟ ଫଳ ଭାବେ ମାନ୍ୟତା ଦିଆଯାଇଛି। ଏହା ଖାଇବାକୁ ସ୍ବାଦିଷ୍ଠ ଲାଗିଥାଏ। ଚାଇନାରେ ଏହି ଫଳକୁ ୟଙ୍ଗ...

ଘରେ ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତି ରଖିବାର ଉପକାରିତା…

ବାସ୍ତୁଶାସ୍ତ୍ର ଅନୁସାରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ତାଙ୍କର ହସୁଥିବା ଭଙ୍ଗୀକୁ ଦେଖିଲେ ମନରେ ସକାରାତ୍ମକ ଭାବନା ଜାଗ୍ରତ...

ଜୀବନରେ କିଛି ନୂଆ କାମ ଆରମ୍ଭ କରିବାକୁ ଯାଉଛନ୍ତି କି? ନିଜକୁ ପଚାରିନିଅନ୍ତୁ ଏହି ୩ ପ୍ରଶ୍ନ..

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କୁହନ୍ତି, କୌଣସି କାର୍ଯ୍ୟ...

ଶତ୍ରୁ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଅର୍ଜନ କରିବାକୁ କାହିଁକି କହିଛନ୍ତି ଚାଣକ୍ୟ ଜାଣନ୍ତୁ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା...

ରୋଗ ପ୍ରତିରୋଧକ ଶକ୍ତି ଓ ଡାଇବେଟିସ

ଡାଇବେଟିସ ଏପରି ଏକ ସମସ୍ୟା ଯାହା ଥରେ ଦେଖାଦେଲେ ତାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ଯଦି ଦୀର୍ଘ ମାସ ଧରି ଆପଣଙ୍କର ସୁଗାର...

ଏହି ସମୟରେ ଏସବୁ ଫଳ ଖାଇଲେ ବଢ଼ିବ ଇମ୍ୟୁନିଟ ପାଓ୍ବାର

ଫଳ ସ୍ବାସ୍ଥ୍ୟ ପାଇଁ ଉପକାରୀ। ସେଥିପାଇଁ ଯଦି କାହାର ଦେହ ଖରାପ ହୋଇଯାଏ, ଡାକ୍ତର ତାଙ୍କୁ ଫଳ ଖାଇବାକୁ ପରାମର୍ଶ ଦେଇଥା’ନ୍ତି। କାରଣ ଫଳରେ ଅନେକ...

Advertisement
Archives

Model This Week