Home Left

ମୋଦିଙ୍କ ଶିକାର ହେଲେ ୟେଦୁରପ୍ପା: କଂଗ୍ରେସ

ନୂଆଦିଲ୍ଲୀ,୨୬ ।୭: କର୍ନାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଏସ୍ ୟେଦୁରପ୍ପା । ଏବେ ଏହାକୁ ନେଇ ବିରୋଧି କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି । କଂଗ୍ରେସ କହିଛି ୟେଦୁରପ୍ପା ମୋଦିଙ୍କ ଶିକାର ହେଲେ । ତାଙ୍କୁ ଜବରଦସ୍ତ…

ହାତରେ ରହୁନାହିଁ କି ଟଙ୍କା…

ଟଙ୍କା ସଞ୍ଚୟ କରିବା ମଧ୍ୟ ଏକ କଳା, ଏହି ଗୁଣ ପ୍ରାୟ ସମସ୍ତଙ୍କ ପାଖରେ ନ ଥାଏ। ଅଧିକାଂଶ ଲୋକ ଏହା କହିଥାନ୍ତି ଯେ, ଟଙ୍କା ସେମାନଙ୍କ ହାତକୁ ଆସିଲେ ମଧ୍ୟ ସେ ତାକୁ ରଖିପାରୁ ନାହାନ୍ତି। ଯଦି ଆପଣଙ୍କ ପାଖରେ…

ରାହୁଲ ସଂସଦ ନେଇ ଆସିଥିବା ଟ୍ରାକ୍ଟର ଜବତ

ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଟ୍ରାକ୍ଟର ଚଳାଇ ସଂସଦରେ ପହଞ୍ଚିଥିଲେ। ଯାହାକୁ ନେଇ ଦିନତମାମ ରାହୁଲ ଚର୍ଚ୍ଚାରେ ରହିଥିଲେ। ତେବେ ରାହୁଲଙ୍କ ପରେ ଏବେ ଉକ୍ତ ଟ୍ରାକ୍ଟର ଚର୍ଚ୍ଚାର ପରିସରକୁ…

ହାଇଦର ଏନ୍‌କାଉଣ୍ଟର ଘଟଣା: ରିପୋର୍ଟ ତଲବ କଲେ ମାନବ ଅଧିକାର ଆୟୋଗ

ବାଲେଶ୍ୱର ଅଫିସ,୨୬।୭: ହାଇଦର ଏନକାଉଣ୍ଟର ଘଟଣାରେ ରିପୋର୍ଟ ତଲବ କଲେ ଓଡ଼ିଶା ମାନବ ଅଧିକାର ଆୟୋଗ। ୪ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ । ଏହା ସହିତ ପୋଲିସ କମିଶନରଙ୍କୁ ମଧ୍ୟ ରିପୋର୍ଟ ମାଗିଛନ୍ତି ।…

କେନ୍ଦ୍ର ସରକାରଙ୍କୁ କୃଷକ ନେତାଙ୍କ ଧମକ

ନୂଆଦିଲ୍ଲୀ,୨୬ ।୭: ଭାରତୀୟ କୃଷକ ୟୁନିୟନର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଏକାଏତ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ସରକାର ଯଦି ଆମର ଦାବି ମାନି ନ ନିଅନ୍ତି ତେବେ ଆମେ ଲକ୍ଷ୍ନୌକୁ ଦିଲ୍ଲୀ କରିଦେବୁ । ସେ…

ପୁଅର ବିଛଣା ଉଠାଉଥିଲେ ମା’, ତଳେ ଯାହା ଦେଖିଲେ ଆଖିକୁ ବିଶ୍ୱାସ କରିପାରିଲେନି

ଯେଉଁଘରେ ପିଲା ଅଛନ୍ତି, ସେଠାରେ ସଫାସୁତରା ରଖିବା ବହୁତ କଷ୍ଟ। ପ୍ରାୟ ପ୍ରତ୍ୟେକ ଘରେ ପିଲାମାନେ ଏମିତି କରିଥାନ୍ତି। ଯାହାକୁ ସଫା କରିବା ପାଇଁ ମା’ମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼େ। ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାର ଲେକ୍ସିଙ୍ଗ୍‌ଟନ୍‌ରେ।…

ବେବୋଙ୍କୁ ଡରି ଏଭଳି ଉତ୍ତର ଦେଲେ ସୈଫ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାଁ ଓ ଅଭିନେତ୍ରୀ କରୀନା କପୁର ଖାଁ ବି-ଟାଉନର ସୁନ୍ଦର ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ପ୍ରାୟ ସମୟରେ ଦୁହେଁ ବେଶ୍‌ ଚର୍ଚ୍ଚାରେ ରହୁଥିବା ବେଳେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। ପ୍ରାୟ ସମୟରେ କରୀନା…

ହାରି ବି ଇତିହାସ ରଚିଲେ ଭବାନୀ ଦେବୀ

ଟୋକିଓ,୨୬।୭: ଟୋକିଓ ଅଲିମ୍ପିକ୍ସରେ ସୋମବାର ଚତୁର୍ଥ ଦିନ। କିନ୍ତୁ ପ୍ରତିଯୋଗିତା ଆଧାରରେ ଆଜି ତୃତୀୟ ଦିନ। ତେବେ ପ୍ରାରମ୍ଭିକ ମ୍ୟାଚ୍‌ ଗୁଡିକରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଛି। ଭାରତୀୟ ମହିଳା ଫେସିଂ ଖେଳାଳି…

ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ: ୫ ଜଣଙ୍କୁ ଅଟକ ରଖିଲା ପୋଲିସ

କୁତ୍ରା,୨୬।୭(ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ କଣ୍ଡେଇମୁଣ୍ଡାଠାରେ ଥିବା ଶିବା ସିମେଣ୍ଟ କାରଖାନାକୁ ଜେଏସ୍‌ଡବ୍ଲ୍ୟୁ ଅଧିଗ୍ରହଣ କରିଛି। ସୋମବାର ପ୍ରଶାସନର ସାହାଯ୍ୟରେ କୁତ୍ରା ଥାନାରୁ କାରଖାନାକୁ ଯିବା ପାଇଁ ଥିବା ଦୀର୍ଘ ୧.୫ କିଲୋମିଟର ରାସ୍ତାକୁ କମ୍ପାନୀ ତରଫରୁ ସମ୍ପ୍ରସାରଣ…

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର,୨୬ା୭(ବ୍ୟୁରୋ): ରାଜଧାନୀର ବ୍ୟସ୍ତବହୁଳ ଛକ ମାଷ୍ଟରକ୍ୟାଣ୍ଟିନ୍‌ଠାରେ ସୋମବାର ଅପରାହ୍ନରେ ନିଶା କାରବାରକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ତେବେ ଗୋଟିଏ ଗୋଷ୍ଠୀର ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀର ଜଣେ ଆହତ ହୋଇଛନ୍ତି। ଖବର ପାଇ…

ପୁଅର ନାଁ ଘୋଷଣା କଲେ ଗୀତା

ଅଭିନେତ୍ରୀ ଗୀତା ବାସ୍‌ରା ତାଙ୍କ ନବଜାତ ପୁତ୍ରର ନାମ ପ୍ରକାଶ କରିଛନ୍ତି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଗୀତା ତାଙ୍କ ଝିଅ ହିନାୟା ହୀର୍‌ ପ୍ଲାହାଙ୍କ ସହ ତାଙ୍କ ପୁଅର ଫଟୋ ଶେୟାର କରିଛନ୍ତି। ସେ ଏବଂ ତାଙ୍କ କ୍ରିକେଟର…

ମୁଣ୍ଡରେ ହେଲ୍‌ମେଟ, ହାତରେ ଗିନି: ବିଧାନସଭାରେ ପହଞ୍ଚିଲେ ଆରଜେଡି ବିଧାୟକ

ପଟନା,୨୬।୭: ବିହାର ବିଧାନସଭାର ପାଞ୍ଚ ଦିନିଆ ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଗତ ବିଧାନସଭା ଅଧିବେଶନରେ ବିଧାୟକଙ୍କ ସହ ହୋଇଥିବା ମାରପିଟ ବିରୋଧରେ ବିରୋଧ ପ୍ରଦର୍ଶନ କରି ମଖଦମ୍ପୁରର ଆରଜେଡି ବିଧାୟକ ସତୀଶ ଦାସ ନିଆରା ପଦକ୍ଷେପ ଆପଣାଇଛନ୍ତି। ମୁଣ୍ଡରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri