Posted inଜାତୀୟ

ତେଜସ୍ବୀଙ୍କ ବାଜିବ ସାହାନାଇ

ପାଟନା,୮।୧୨: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତଥା ବିହାର ବିଧାନସଭାରେ ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ତାଙ୍କ ନିର୍ବନ୍ଧ ଗୁରୁବାର ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ସେ କାହାକୁ ବିବାହ କରିବେ ଜଣାପଡିନାହିଁ। ତେଜସ୍ବୀ ଯାଦବଙ୍କ ବିବାହରେ ପିତା ଲାଲୁ ପ୍ରସାଦ ଯାଦବ, ମାତା ରାବ୍ରି ଦେବୀ, ମିସା ଭାରତୀଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟ ଯୋଗ ଦେବେ।
ଗତ ବର୍ଷ ଠାରୁ ତେଜସ୍ବୀ ଯାଦବଙ୍କ ବିବାହକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା। ଅନେକ ଥର ସେ ତାଙ୍କ ବିବାହ ବିଷୟରେ ଖବରଦାତାମାନଙ୍କୁ ମଧ୍ୟ କୌତୁହଳପୂର୍ଣ୍ଣ ଉତ୍ତର ଦେଇଛନ୍ତି। ତେବେ ଅନେକ ଥର ସେ କହିଥିଲେ ଯେ ୨୦୨୦ ନିର୍ବାଚନ ପରେ ଏବଂ ପିତା ଜାମିନ ପାଇବା ପରେ ସେ ବିବାହ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ଘଣ୍ଟେ ରହିଲେ ଦେବାକୁ ପଡ଼ିବ ଜରିମାନା ୫୦୦

ନାସିକ୍‌,୧।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଲୋକେ କେତେକ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ ପାଳନ କରୁ ନ ଥିବାରୁ...

ଆଧୁନିକ ଭାରତରେ ରାମରାଜ୍ୟର ପ୍ରତୀକ ହେବ ରାମମନ୍ଦିର: ରାଷ୍ଟ୍ରପତି

ନୂଆଦିଲ୍ଲୀ, ୫।୮: ଆଧୁନିକ ଭାରତରେ ରାମରାଜ୍ୟର ପ୍ରତୀକ ଭାବେ ରାମମନ୍ଦିର ଉଭା ହେବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର କହିଛନ୍ତି। ଅଯୋଧ୍ୟାରେ ରାମମନ୍ଦିରର ଶିଳାନ୍ୟାସ...

ହୋଲି ରଙ୍ଗ ପଡ଼ିଲା ଫିକା: ଯୋଗୀ ସରକାର ଜାରି କଲେ କଟକଣା

ଲକ୍ଷ୍ନୌ,୨୩।୩: ଉତ୍ତରପ୍ରଦେଶରେ ଚଳିତ ବର୍ଷ ହୋଲି ରଙ୍ଗ ଫିକା ପଡ଼ିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ସାର୍ବଜନୀକ ହୋଲି ପାଳନ,...

ଗଣ ବଳତ୍କାର ଅଭିଯୋଗ ପରେ ଚାଲିଗଲା ପୀଡ଼ିତା ବାପାଙ୍କ ଜୀବନ

କାନପୁର,୧୦।୩ : ଗଣ ବଳତ୍କାର ଅଭିଯୋଗ କରିବାର ପର ଦିନ ଦୁର୍ଘଟଣାରେ ଚାଲି ଯାଇଛି ୧୩ ବର୍ଷୀୟା ନାବାଳିକା ପୀଡ଼ିତାର ବାପାଙ୍କ ଜୀବନ। ପୀଡ଼ିତାଙ୍କୁ ଡାକ୍ତରୀ...

ପୋଲିସ-ବିକ୍ଷୋଭକାରୀ ଧସ୍ତାଧସ୍ତି

ନୂଆଦିଲ୍ଲୀ, ୧୧ା୨: ଦିଲ୍ଲୀରେ ପୁଣି ତେଜିଲା ସିଏଏ ବିରୋଧୀ ବିକ୍ଷୋଭ। ଜାମିଆନଗର ଓ ଜାମିଆ ମିଲିଆ ଇସ୍‌ଲାମିଆର ଛାତ୍ରୀଛାତ୍ରମାନେ ମିଶି ଜାମିଆର ୭ ନଂ. ଗେଟ୍‌ରୁ...

ଗାନ୍ଧୀ ପରିବାରକୁ ସମାଲୋଚନା କରିବାରୁ କଂଗ୍ରେସ ନେତାଙ୍କ ଘର ଉପରେ ଟମାଟର ମାଡ଼

ନୂଆଦିଲ୍ଲୀ,୨୯।୯: ଜି-୨୩ ଗ୍ରୁପ୍‌, ଜି ହଜୁର-୨୩ ନୁହେଁ। ଏଭଳି ମନ୍ତବ୍ୟ ଦେଇଥିଲେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ। ଏହାପରେ ଦଳୀୟକର୍ମୀମାନେ ସିବଲଙ୍କ ଘର ଉପରେ...

ପ୍ରଦୂଷିତ ସହର ତାଲିକା ଶୀର୍ଷରେ ଦିଲ୍ଲୀ, ଶ୍ରେଷ୍ଠ ୧୦ରେ ଭାରତର ୩ ସହର…

ନୂଆଦିଲ୍ଲୀ,୧୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ସହିତ ଏବେ ବାୟୁ ପ୍ରଦୂଷଣ ମଧ୍ୟ ବଢିଚାଲିଛି। ରାଜଧାନୀ ଦିଲ୍ଲୀର ସ୍ଥିତି ସଙ୍କଟ ଜନକ ରହିଛି। ନିଶ୍ୱାସ ନେବାକୁ...

ଶପଥ ନେଲେ ଯୋଗୀ-ଅଖିଳେଶ

ଲକ୍ଷ୍ନୌ,୨୮।୩: ସୋମବାର ଉତ୍ତରପ୍ରଦେଶ ବିଧାନସଭାରେ ଗୃହର ନେତା ଭାବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶପଥ ନେଇଛନ୍ତି। ସେହିପରି ବିରୋଧୀ ଦଳର ନେତା ଭାବେ ଅଖିଳେଶ ଯାଦବ...

Advertisement
Archives

Model This Week