ବ୍ରିଟେନରେ ମାତିଲାଣି ଓମିକ୍ରନ

ଲଣ୍ଡନ,୭।୧୨: ବ୍ରିଟେନରେ ଓମିକ୍ରନ ସଂକ୍ରମଣ ମାମଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଇଂଲଣ୍ଡର କେତେକ ଅଞ୍ଚଳରେ ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଇସାରିଥିବା ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ୍‌ ଜାଭିଦ୍‌ ପାର୍ଲାମେଣ୍ଟରେ ଜଣାଇଛନ୍ତି।

ସୋମବାର ୯୦ ମାମଲା ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୩୩୬ରେ ପହଞ୍ଚିଛି। କେବଳ ଇଂଲଣ୍ଡରେ ୨୬୧ କେସ୍‌ ରହିଛି। ଏହା ତଳକୁ ସ୍କଟଲାଣ୍ଡରେ ୭୧ ଏବଂ ଓ୍ବେଲ୍ସରେ ୪ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି। ଅଧିକାଂଶ ସଂକ୍ରମିତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ତେଣୁ ଇଂଲଣ୍ଡର ଏକାଧିକ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଥିବା ସେ ସ୍ପଷ୍ଟ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଯାତ୍ରା କଟକଣାକୁ ବ୍ରିଟେନ ସରକାର ଆହୁରି କଡ଼ାକଡ଼ି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନ୍‌ ପାର୍ଲାମେଣ୍ଟରେ ପ୍ରସ୍ତାବ

ଲଣ୍ଡନ, ୨୫।୯: ବ୍ରିଟେନର ହାଉସ୍‌ ଅଫ୍‌ କମନ୍ସରେ କଶ୍ମୀରରେ ମାନବାଧିକାରକୁ ନେଇ ଆଲୋଚନା ପାଇଁ ପ୍ରସ୍ତାବ ଅଣାଯାଇଛି। କଶ୍ମୀର ଉପରେ ସେଠାର ଅଲ୍‌ ପାର୍ଟି ପାର୍ଲାମେଣ୍ଟାରି...

ଆଇଆର୍‌ଆଇଏସ୍‌ ଶୁଭାରମ୍ଭ କଲେ ମୋଦି

ଗ୍ଲାସ୍‌ଗୋ, ୩ା୧୧: ଗ୍ଲାସ୍‌ଗୋ ଜଳବାୟୁ ସମ୍ମିଳନୀର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଛୋଟ ଦ୍ୱୀପପୁଞ୍ଜଗୁଡ଼ିକରେ ଭିତ୍ତିଭୂମି ବିକାଶ ନିମନ୍ତେ ମଙ୍ଗଳବାର ଏକ ଉଚ୍ଚାଭିଳାଷୀ...

‘ଟାୱାର ଅଫ ଲଣ୍ଡନ’ରେ ପ୍ରଦର୍ଶନ ପାଇଁ ରଖାଯିବ ଭାରତର କୋହିନୂର ହୀରା

ନୂଆଦିଲ୍ଲୀ,୧୭ ।୩: ବ୍ରିଟେନ ମହାରାଣୀଙ୍କ ମୁକୁଟରେ ଲାଗିଥିବା କୋହିନୂର ହୀରା ପୁଣିଥରେ ଆସିଛି ଚର୍ଚ୍ଚାକୁ । ଗତବର୍ଷ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ପରେ କୋହିନୂର...

ଆମେରିକାରେ ବମ୍ବ ସାଇକ୍ଲୋନ୍‌: ରେକର୍ଡ ଭାଙ୍ଗିଲା ତାପମାତ୍ରା

ଓ୍ବାଶିଂଟନ,୨୬ା୧୨: ଆମେରିକାରେ ବମ୍ବ ସାଇକ୍ଲୋନ୍‌ ଯୋଗୁ ଦେଶରେ ଶୀତ ରେକର୍ଡ ଭାଙ୍ଗିଛି। ତାପମାତ୍ରା ବିଯୁକ୍ତ ୪୫ ଡିଗ୍ରୀକୁ ଖସିବା ଫଳରେ ଲକ୍ଷାଧିକ ଆମେରିକୀୟଙ୍କ ଖ୍ରୀଷ୍ଟମାସ ପାଳନକୁ...

ରୁଷିଆ ଓ ପାଶ୍ଚାତ୍ୟ ମଧ୍ୟରେ ହୋଇପାରେ ଭୟଙ୍କର ଯୁଦ୍ଧ: ନାଟୋ

କିଭ୍‌/ମସ୍କୋ,୧୧ା୧୨: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ଶନିବାର ୨୯୦ ଦିନ ପୂରିଛି। ଏହି ଅବସରରେ ରୁଷୀୟ ସୈନ୍ୟମାନେ ୟୁକ୍ରେନୀୟ ସହର ବାଖମୁଟ୍‌ ଉପରେ ତୁହାକୁ ତୁହା...

‘ଯୁଦ୍ଧ ଯନ୍ତ୍ରଣା ଆମଠାରୁ ଆପଣ ଅଧିକ ଜାଣିଥିବେ’

ନୂଆଦିଲ୍ଲୀ/ଟୋକିଓ,୨୦ା୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ଶିଖର ସମ୍ମିଳନୀ ପାଇଁ ଜାପାନର ହିରୋସିମା ଗସ୍ତରେ ଅଛନ୍ତି। ଏହି ସମୟରେ ସେ ବିଶ୍ୱର ଅନେକ ବଡ଼...

କରୋନା ଆଣିବ ଭୟଙ୍କର ଖାଦ୍ୟ ସଙ୍କଟ

ପ୍ୟାରିସ୍‌,୨ା୪ : କରୋନା ଭାଇରସ୍‌ ସ୍ଥିତି ବିଗାଡ଼ିବାରେ ଲାଗିଛି। ବିଶ୍ୱର ପ୍ରାୟ ସବୁଲୋକ ଏବେ ଲକ୍‌ଡାଉନ୍‌ରେ ରହିଥିବା ବେଳେ ଖାଦ୍ୟଶସ୍ୟ ଉତ୍ପାଦନଠାରୁ ଆରମ୍ଭ କରି ଖାଦ୍ୟ...

ଛାତ୍ରୀଙ୍କୁ ପାଠ ପଢାଇପାରିବେନି ପୁରୁଷ ଶିକ୍ଷକ

କାବୁଲ,୩୦।୮: ଆଫଗାନିସ୍ତାନକୁ ନିଜ ହାତକୁ ନେବା ପରେ ତାଲିବାନମାନେ ବର୍ବର କାଣ୍ଡ ଘଟାଇବା ସହ ନିଜର ଅସଲ ରୂପ ଦେଖାଉଛନ୍ତି। ସୋମବାର ତାଲିବାନ ମହିଳା ଶିକ୍ଷା...

Advertisement
Archives

Model This Week