ଇସ୍ତଫା ଘୋଷଣା ସମୟରେ ଭାବୁକ ହୋଇଗଲେ ୟେଦୁରପ୍ପା
ବେଙ୍ଗାଲୁରୁ,୨୬ ।୭: ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଇସ୍ତଫା ଦେଲେ କର୍ନାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା । ସୋମବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ବିଷୟ ଘୋଷଣା କରିବା ସମୟରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଏହି ବରିଷ୍ଠ ନେତା…
ରୌପ୍ୟ ବଦଳରେ ମୀରାବାଇଙ୍କୁ ମିଳିପାରେ ସ୍ବର୍ଣ୍ଣ ପଦକ!
ଟୋକିଓ,୨୬।୭: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରୋତ୍ତୋଳନରେ ସ୍ବର୍ଣ୍ଣ ପଦକ ଜିତିଥିବା ଚାଇନାର ଜିହୁଇ ହୁଙ୍କଠାରୁ ପଦକ ଫେରାଇ ନିଆଯାଇପାରେ। କାରଣ ଜିହୁଇ ଡୋପ ଟେଷ୍ଟ କରାଯିବ। ହୋଙ୍କୁ ଟୋକିଓରେ ରହିବାକୁ କୁହାଯାଇଛି ଏବଂ ଏହି ସମୟ ମଧ୍ୟରେ ଡୋପିଂ ପରୀକ୍ଷା କରାଯିବ।…
ପେଗାସସ ମାମଲା: ପ୍ରଥମ ରାଜ୍ୟ ଭାବେ ଘଟଣାର ଯାଞ୍ଚ କରିବେ ମମତା ସରକାର
କୋଲକାତା,୨୬ ।୭: ପେଗାସସ ସ୍ପାୟୱେର ମାମଲା ଏବେ ସବୁଠି ଚର୍ଚ୍ଚାରେ । ଏହାକୁ ନେଇ କେନ୍ଦ୍ର ସରକାର ଚୁପ ଥିବା ଦର୍ଶାଇ ଏବେ ପଶ୍ଚିମବଙ୍ଗ ସରକାର ଏହାର ଯାଞ୍ଚ କରିବାକୁ ବାହାରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଏକ…
ଏହି ନବାଗତା ଅଭିନେତ୍ରୀଙ୍କୁ କ୍ଷମା ମାଗିଲେ ସଲମାନ
ବଲିଉଡ ଅଭିନେତା ସଲମାନ ଖାନ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ଅଭିନେତା ସୁନୀଲ ସେଟ୍ଟୀଙ୍କ ପରିବାର ସହିତ ତାଙ୍କର ବହୁତ ଭଲ ସମ୍ପର୍କ ରହିଛି। ସଲ୍ଲୁ ତାଙ୍କର ପ୍ରଥମ ପ୍ରଡକ୍ସନ ଫିଲ୍ମ ‘ହିରୋ’ ନିର୍ମାଣ କରିଥିଲେ। ଏହି ଫିଲ୍ମରେ ସେ ସୁନୀଲ ସେଟ୍ଟୀଙ୍କ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅବହେଳା: ଅଭିନବ ଉପାୟରେ ପ୍ରତିବାଦ
ବଲାଙ୍ଗୀର ଅଫିସ,୨୬।୭: କଳାହାଣ୍ଡି ଜିଲା ଭବାନୀପାଟଣାରୁ ବାହାରି ସୋମବାର କୋଶଳ ସ୍ବାଭିମାନ ପଦଯାତ୍ରା ବଲାଙ୍ଗୀର ସହରରେ ପହଞ୍ଚିଛି । ଏହି ଅବସରରେ କୋଶଳ ରାଜ୍ୟ ସମନ୍ବୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ରଙ୍କ ନେତୃତ୍ୱରେ ଜିଲାପାଳ ପାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗୀରର ବିଭୀନ୍ନ…
ଦେଢ଼ ବର୍ଷ ପରେ ଖୋଲିଲା ସ୍କୁଲ
ଭୋପାଳ/ଅହମଦାବାଦ,୨୬।୭: କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେବା ପରେ ରାଜ୍ୟଗୁଡ଼ିକରେ ପ୍ରାୟ ଦେଢ଼ବର୍ଷ ପରେ ସ୍କୁଲ ଖୋଲିଛି। ହିମାଚଳ ପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ ଆଦି ରାଜ୍ୟଗୁଡ଼ିକରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କ ପାଇଁ ସ୍କୁଲ ଖୋଲାଯାଇଛି। ସୋମବାର କରୋନା…
ଭାରତ ପ୍ରେମରେ ଜାପାନୀ ଯୁବତୀ, ଭାରତର ଏହି ଖାଦ୍ୟ ତାଙ୍କର ବହୁ ପସନ୍ଦ
ଟୋକିଓ,୨୬ା୭: ଜାପାନର ରାଜଧାନୀ ଟୋକିଓ ଆଜିକାଲି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ବର୍ତ୍ତମାନ ଏଠାରେ ଅଲିମ୍ପିକ୍ସ ଗେମ୍ସ ଚାଲିଛି। ଭାରତର ଖେଳାଳିମାନେ ମଧ୍ୟ ଏଥିରେ ଭାଗ ନେଇଛନ୍ତି। ମାତ୍ର ସବୁଠୁ ଚର୍ଚ୍ଚାରେ ଜଣେ ଜାପାନୀ ଯୁବତୀ। ଏହାର କାରଣ ମଧ୍ୟ ଭାରତ।…
୧୩ ବର୍ଷରେ ଅଲମ୍ପିକ୍ ଗୋଲ୍ଡ ମେଡାଲ ବିଜେତା…
ଟୋକିଓ,୨୬।୭: ଜାପାନର ୧୩ ବର୍ଷ ବୟସ୍କା ବାଳିକା ନିଶିୟା ମୋମିଜି ଟୋକିଓ ଅଲମ୍ପିକ୍ରେ ପ୍ରଥମ ମହିଳା ସ୍କେଟ୍ ବୋର୍ଡିଂ ଚମ୍ପିୟନ ହେବା ସହିତ ଦେଶ ପାଇଁ ଗୋଲ୍ଡ ମେଡାଲ ଜିଣିଛନ୍ତି। ପୃଥିବୀର ସମସ୍ତ ଅଞ୍ଚଳରୁ ଏବେ ନିଶିଆଙ୍କ ସଫଳତା ନେଇ ଶୁଭେଚ୍ଛାର…
ବାହା ବେଦୀରେ ଲାପ୍ଟପ୍ରେ ବ୍ୟସ୍ତ ବର, ଏହା ଦେଖି କନ୍ୟା…
କରୋନା ମହାମାରୀ ସମସ୍ତଙ୍କ ଜୀବନ ଶୈଳୀକୁ ଏକପ୍ରକାର ବଦଳାଇ ଦେଇଛି। ଏହି ମହମାରୀ ଯୋଗୁ କିଛି ଅଫିସର କର୍ମଚାରୀମାନେ ଓ୍ବାର୍କ ଫ୍ରମ୍ ହୋମ୍ ଅର୍ଥାତ ଘରୁ କାମ କରୁଛନ୍ତି। ଏବେ ସୋସିଆଲ ମିଡିଆରେ ଏମିତି ଏକ ଓ୍ବାର୍କ ଫ୍ରମ୍ ହୋମ୍ର ଭିଡିଓ…
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର: ଶୈବପୀଠ ଖାଁ ଖାଁ
ଭୁବନେଶ୍ୱର,୨୬ା୭(ବ୍ୟୁରୋ): ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଆଜିର ଦିନରେ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ହୁଏ। ବିଶେଷ କରି ରାସ୍ତାଘାଟରେ ବୋଲ୍ବମ୍ ଭକ୍ତଙ୍କ ଲମ୍ବା ଲାଇନ ସାଙ୍ଗକୁ ହର ହର ମହାଦେବଙ୍କ ଧ୍ୱନୀ ଶୁଣିବାକୁ ମିଳେ। ମାତ୍ର ଗତବର୍ଷ…
ମାଟିତଳୁ ଆତ୍ମୀୟଙ୍କ ମୃତଦେହ ବାହାର କରିବାକୁ ଚାହୁଁ ନାହାନ୍ତି ଗ୍ରାମବାସୀ!
ରାୟଗଡ଼,୨୬ ।୭: ମହାରାଷ୍ଟ୍ର ରାୟଗଡ଼ର ମହାଡ ଅଞ୍ଚଳରେ ପ୍ରାୟ ୩ ଦିନ ତଳେ ପ୍ରବଳ ବର୍ଷ ହେବା ଫଳରେ ଏକ ପାହାଡ଼ର କିଛି ଅଂଶ ଧସି ଯାଇଥିଲା । ଫଳରେ ଅନେକ ଲୋକ ମାଟିତଳେ ଚାପି ହୋଇଯାଇଥିଲେ । ଏହାପରଠାରୁ ଏଠାରେ…
ଇଣ୍ଡୋନେସିଆରେ କରୋନାର ତୃତୀୟ ଲହର
ଜାକର୍ତ୍ତା,୨୬ ।୭: କରୋନା ମହାମାରୀର ତୃତୀୟ ଲହରକୁ ନେଇ ପୁଣିଥରେ ବିଶେଜ୍ଞମାନେ ଚେତାବନୀ ଦେଇଛନ୍ତି । ଏହି ତୃତୀୟ ଲହର ଶିଶୁମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇବା ଅନୁମାନ କରାଯାଇଥିବା ବେଳେ ଏଥିପାଇଁ ବିଶେଷ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।…
Archives


