ବାପାଙ୍କୁ ଜୀବିତ ପ୍ରମାଣ କଲେ ପୁଅ: ମିଥ୍ୟା ମୃତ୍ୟୁ ପ୍ରମାଣପତ୍ର ହାସଲ ଅଭିଯୋଗରେ ମା’, ସାନଭାଇ ଗିରଫ
ବାଲେଶ୍ୱର ଅଫିସ, ୨୯ା୭: ଜମି ହାତେଇବା ପାଇଁ ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ବାମପଦା ଗାଁର ରଘୁନାଥ ନାୟକଙ୍କୁ ମୃତ ଦର୍ଶାଯାଇଥିଲା। ଏନେଇ ତାଙ୍କ ସ୍ତ୍ରୀ ଓ ସାନପୁଅ ଗିରଫ ହୋଇଛନ୍ତି। ପୋଲିସ ଉଭୟଙ୍କୁ ୨୬ତାରିଖରେ କୋର୍ଟଚାଲାଣ କରିଛି। ହେଲେ ଦୀର୍ଘଦିନର ଆଇନ…
ହାଇଦର ପୁଅଙ୍କ ଜାମିନ ଆବେଦନ ଖାରଜ
କେନ୍ଦ୍ରାପଡ଼ା ଅଫିସ, ୨୯ା୭: ଗ୍ୟାଙ୍ଗଷ୍ଟର ସେକ୍ ହାଇଦର ଅଲ୍ଲୀଙ୍କର ଗତ ୨୪ତାରିଖରେ ପୋଲିସ ଏନ୍କାଉଣ୍ଟରରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ପାରମ୍ପରିକ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ପାଇଁ ପୁଅ ସେକ୍ କାଦିର ଓରଫ ମୁନା କେନ୍ଦ୍ରାପଡ଼ା ଜିଲା ସେସନ୍ସ କୋର୍ଟରେ…
ମୋରାଟୋରିୟମ ବେଳେ ଜମାକାରୀଙ୍କ ସମସ୍ୟା ରହିବନି
ନୂଆଦିଲ୍ଲୀ,୨୯।୭: ବ୍ୟାଙ୍କ ଉପରେ କୌଣସି କାରଣବଶତଃ ଯଦି ମୋରାଟୋରିୟମ ଲାଗେ ତେବେ ନିଜ ଜମା ଅର୍ଥ ରାଶି ଉଠାଣ ନେଇ ଜମାକାରୀଙ୍କୁ ବେଶି ସମସ୍ୟା ସାମ୍ନା କରିବାକୁ ପଡ଼ିବ ନାହିଁ। ଡିପୋଜିଟ୍ ଇନ୍ସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେଶନ (ଡିଆଇସିଜିସି) ଆଇନରେ…
ନିଜ ପ୍ରତିଶ୍ରୁତି ପାଳନ କଲେ ଦ୍ରାଭିଡ
କଲମ୍ବୋ,୨୯।୭:ଭାରତର ପୂର୍ବତନ କିମ୍ବଦନ୍ତୀ ରାହୁଲ ଦ୍ରାଭିଡଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଦଳର ମୁଖ୍ୟ କୋଚଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା। ସିରିଜ ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ଦ୍ରାଭିଡ କହିଥିଲେ ଯେ, ସମସ୍ତ ଖେଳାଳି ଏହି ଗସ୍ତରେ ସୁଯୋଗ ପାଇବେ ଏବଂ ଲାଗୁଛି…
ପର୍ଯ୍ୟାପ୍ତ ନୁହେଁ ପ୍ରୋତ୍ସାହନ ପ୍ୟାକେଜ
ନୂଆଦିଲ୍ଲୀ, ୨୯।୭: ଅର୍ଥ ବ୍ୟବସ୍ଥା କରୋନା ମହାମାରୀ ଯୋଗୁ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଗତ ଆର୍ଥତ୍କ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)-୭.୩% ରହିଛି। ଅର୍ଥ ବ୍ୟବସ୍ଥାକୁ ସୁଧାର ପଥରେ ଆଣିବା ଲାଗି ସରକାର ଆତ୍ମ ନିର୍ଭର ଭାରତ…
ସ୍ପିରିଟ ଢାଳି ନିଆଁ ଲଗାଇଥିଲେ ପ୍ରେମିକ
ପୁରୁଷୋତ୍ତମପୁର,୨୯ା୭(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ପ୍ରେମିକା ଶୁଭସ୍ମିତା ଖାଡ଼ଙ୍ଗାଙ୍କୁ ଜୀଅନ୍ତା ଜାଳିଦେବା ଘଟଣାରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁଙ୍କୁ ପୋଲିସ ବୁଧବାର ଗିରଫ କରିଛି। ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ଘଟିଥିବା ପରିତ୍ୟକ୍ତ ଗୃହରେ ପହଞ୍ଚି…
ମହାପ୍ରଭୁଙ୍କୁ ସୁବର୍ଣ୍ଣ ଜିଭଛେଲା ଦାନ କଲେ ପଦ୍ମଚରଣ
ପୁରୀ ଅଫିସ, ୨୯ା୭: ଜଣେ ଦାତା ବୁଧବାର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୩ଟି ସୁବର୍ଣ୍ଣ ଜିଭଛେଲା ଦାନ କରିଛନ୍ତି। ଦାତା ଜଣଙ୍କ ହେଲେ ଭୁବନେଶ୍ୱର ନିବାସୀ ପଦ୍ମଚରଣ ପାତ୍ର। ସେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଆସି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କୁ…
ଓଡ଼ିଶା ସମେତ ୩ ରାଜ୍ୟରେ ସିବିଆଇ ଚଢ଼ାଉ
ଭୁବନେଶ୍ୱର,୨୯ା୭(ବ୍ୟୁରୋ): ବେଆଇନ ଖଣି ଖନନ ଓ କୋଇଲା ଚୋରି ନେଇ ସିବିଆଇ ପକ୍ଷରୁ ବୁଧବାର ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। କୋଇଲା ଚୋରି ଅଭିଯୋଗରେ ୨୦୨୦ ନଭେମ୍ବର ୨୭ରେ ସିବିଆଇ ୬ଜଣଙ୍କ ବିରୋଧରେ ଏକ…
ଖାଲି ପରଦାରେ ରୋମାନ୍ସ, ହେଲେ ପ୍ରକୃତ ଜୀବନରେ ପରସ୍ପରର ମୁହଁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଏହି କଳାକାର
ବମ୍ବେ: ଛୋଟ ପରଦାରେ ଅନେକ ସୁପରହିଟ୍ ଯୋଡ଼ି ଅଛନ୍ତି। ଦର୍ଶକମାନେ ସେମାନଙ୍କୁ ସବୁବେଳେ ଏକାଠି ଦେଖିବାକୁ ପସନ୍ଦ କରିଥାନ୍ତି। ହେଲେ ପରଦା ଉପରେ ଭଲ ଲାଗୁଥିବା ସମ୍ପର୍କ ବାସ୍ତବ ଜୀବନରେ ସେଭଳି ନ ଥାଏ। ଟେଲିଭିଜନ ଧାରାବାହିକରେ ଏଭଳି ଅନେକ ଯୋଡ଼ି…
ଘନୀଭୂତ ହେଲା ଲଘୁଚାପ
ଭୁବନେଶ୍ୱର, ୨୯ା୭(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବୁଧବାର ଘନୀଭୂତ ହୋଇଛି। ଏହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗରେ ଗତିକରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଅତିକ୍ରମ କରିବାର ସମ୍ଭାବନା…
ଏସବୁ ଜିନିଷକୁ ସ୍ତ୍ରୀର ପ୍ରକୃତ ଆଭୂଷଣ, ଧର୍ମ ବୋଲି କହିଛନ୍ତି ଚାଣକ୍ୟ; ଜାଣିରଖନ୍ତୁ…
ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ତଥା ଅର୍ଥଶାସ୍ତ୍ରୀ। ଏହାଛଡ଼ା ସେ ଜୀବନକୁ ବହୁତ ନିକଟରୁ ବୁଝିଥିବା ଜଣାଯାଏ। ତାଙ୍କର ନୀତିଶାସ୍ତ୍ର ଆଜି ବି ଅନେକଙ୍କୁ ରାସ୍ତା ଦେଖାଏ। ମଣିଷକୁ କିଭଳି ହେବା ଉଚିତ, କେଉଁ ପରିସ୍ଥିତିରେ କିଭଳି ବ୍ୟବହାର କରିବା…
୪ ହଜାର ପଡ଼ା ହେବ ରାଜସ୍ବ ଗ୍ରାମ
ଭୁବନେଶ୍ୱର, ୨୯ା୭(ବ୍ୟୁରୋ): ରାଜ୍ୟରେ ଥିବା ୪ହଜାର ପଡ଼ା ବା ବସତିକୁ ରାଜସ୍ବ ଗ୍ରାମ ମାନ୍ୟତା ଦେବା ପାଇଁ ଥିବା ଦୀର୍ଘଦିନର ସମସ୍ୟାକୁ ରାଜ୍ୟ ସରକାର ସମାଧାନ କରିଛନ୍ତି। ନୂତନ ଗ୍ରାମ ହେବା ଫଳରେ ଉକ୍ତ ପଡ଼ାଗୁଡ଼ିକ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା…
Archives


