ଭାରତୀୟ କ୍ରିକେଟ୍ ଦଳକୁ ଝଟ୍କା
ଲଣ୍ଡନ,୩।୮: ଅଗଷ୍ଟ ୪ରୁ ଇଂଲଣ୍ଡ ମାଟିରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ହାଇ ପ୍ରୋଫାଇଲ ଟେଷ୍ଟ ସିରିଜ ଆରମ୍ଭ ହେବ। କିନ୍ତୁ ଏହାପୂର୍ବରୁ ଟିମ ଇଣ୍ଡିଆର ସମସ୍ୟା ଶେଷ ହେବାର ନାଁ ନେଉନାହିଁ । ଶୁଭମନ ଗିଲ,…
ବାନ୍ଦୀପୋରାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ
ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀର ବାନ୍ଦୀପୋରା ଜିଲାର ଚନ୍ଦାଜି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଆହୁରି ଆତଙ୍କବାଦୀ ଲୁଚିରହିଥିବା ସନ୍ଦେହରେ ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେଶନ୍ ଜାରି…
ବିବାହର ୩ ବର୍ଷ ପରେ ସ୍ବାମୀଙ୍କ ‘ଅସଲ ଚେହେରା’: ଗୋଟିଏ ଆପ୍ ଖୋଲିଦେଲା ରାଜ୍
ବେଙ୍ଗାଲୁରୁ,୩।୮: ଆଇଟି ହବ ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ତିନି ବର୍ଷର ବିବାହ ପରେ ଜଣେ ମହିଳା ତାଙ୍କ ସ୍ବାମୀ ସମଲିଙ୍ଗୀ ବୋଲି ଜାଣିବାକୁ ପାଇଛନ୍ତି। ଏହାପରେ ସେ ସ୍ବାମୀଙ୍କଠାରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ପ୍ରକୃତରେ…
ଅକ୍ଟୋବରରେ ପିକ୍କୁ ଯିବ କରୋନା ସଂକ୍ରମଣ, ଦୈନିକ ଚିହ୍ନଟ ହେବେ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ
ନୂଆଦିଲ୍ଲୀ,୩ ।୮: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବା ଦେଖାଦେଇଛି । ଏହାକୁ ଦେଖି ବିଶେଷଜ୍ଞମାନେ ଅନୁମାନ ଲଗାଇଛନ୍ତି କି ଅଗଷ୍ଟରେ କରୋନାର ତୃତୀୟ ଲହର ଆସିଯିବା ସହ ଅକ୍ଟୋବରରେ ଏହା ପିକ୍କୁ ଯିବ । ସେତେବେଳେ ଦିନକୁ ଦେଢ…
୪ ଜିଲାରେ ପାଇଲଟ୍ ପ୍ରକଳ୍ପ
ଭୁବନେଶ୍ୱର,୩।୮(ବ୍ୟୁରୋ): କୃଷକଙ୍କ ଆୟ ବହୁଗୁଣିତ କରିବା ନିମନ୍ତେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ‘ବୃହତ୍ ଉଠାଜଳସେଚନ ପ୍ରକଳ୍ପରେ ଫସଲ ବିବିଧୀକରଣ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋମବାର କୃଷିଭବନଠାରେ ବିଭାଗୀୟ ମନ୍ତ୍ରୀ ଅରୁଣ କୁମାର ସାହୁ ଏହାର ଉଦ୍ଘାଟନ କରିଛନ୍ତି।…
‘ଓଏସ୍ଏସ୍ସି ଦୁର୍ନୀତି ଚପାଇବାକୁ ଉଦ୍ୟମ’
ଭୁବନେଶ୍ୱର, ୩।୮(ବ୍ୟୁରୋ): ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସ୍ଏସ୍ସି) ମହାଦୁର୍ନୀତି ପ୍ରତିବାଦରେ ସୋମବାର ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଷ୍ଟାଫ୍ ସିଲେକ୍ସନ କମିଶନ କାର୍ଯ୍ୟାଳୟ ସମ୍ମୁଖରେ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଛାତ୍ର କଂଗ୍ରେସ କର୍ମକର୍ତ୍ତାମାନେ ଏଡିଏମ୍…
ସ୍ବାମୀଙ୍କଠାରୁ ୧୦୦ କୋଟି ଟଙ୍କାର ଉପହାର ପାଇବା ପରେ ଶିଳ୍ପା ସେଟ୍ଟୀଙ୍କ ଥିଲା ଏମିତି ପ୍ରତିକ୍ରିୟା
ଆଜିକାଲି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ବିବାଦ ଘେରକୁ ଆସିଛନ୍ତି। ୨୦୦୯ ମସିହାରେ ରାଜ କୁନ୍ଦ୍ରା ଶିଳ୍ପା ସେଟ୍ଟୀଙ୍କୁ ୧୦୦ କୋଟି ଟଙ୍କାରେ ଆଇପିଏଲ ଦଳ କିଣି ଭାଲେଣ୍ଟାଇନ୍ସ ଡେ’ ଉପହାର ଭାବରେ ଦେଇଥିଲେ। ୨୦୦୯ରେ, ରାଜ ଏବଂ…
ପ୍ରଥମ ଦିନରେ ସୂର୍ଯ୍ୟମନ୍ଦିର ବୁଲିଲେ ୫୦୨
କୋଣାର୍କ,୩।୮(ଡି.ଏନ୍.ଏ.): ଦୀର୍ଘଦିନ ପରେ କଟକଣା ମଧ୍ୟରେ ସୋମବାର କୋଣାର୍କ ସୂର୍ଯ୍ୟମନ୍ଦିର ଖୋଲିଛି। ସକାଳ ୬ଟାରୁ ମନ୍ଦିର ମୁଖ୍ୟଦ୍ୱାର ତାଲା ଫିଟାଯାଇଥିଲା। ପ୍ରଥମ ଦିନରେ ୫୦୨ଜଣ ପର୍ଯ୍ୟଟକ ଅନ୍ଲାଇନରେ ଟିକେଟ ବୁକିଂ କରି ସୂର୍ଯ୍ୟମନ୍ଦିର ବୁଲିଥିଲେ। କୋଭିଡ୍ ଗାଇଡ୍ଲାଇନ ଅନୁଯାୟୀ ମନ୍ଦିର ଖୋଲାଯାଇଛି। ସୋମବାର…
ସାଇକେଲରେ ପାର୍ଲାମେଣ୍ଟ ପହଞ୍ଚିଲେ ରାହୁଲ
ନୂଆଦିଲ୍ଲୀ,୩।୮: ପାର୍ଲାମେଣ୍ଟରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନରୁ ପେଗାସସ୍ ଗୁପ୍ତଚର ବିବାଦ, କୃଷି ଆଇନ ଓ ମହଙ୍ଗା ଦର ପ୍ରସଙ୍ଗକୁ ନେଇ ଉତ୍ତେଜନା ଜାରି ରହିଛି। ପ୍ରତିଦିନ ବିରୋଧୀଙ୍କ ହୋହାଲ୍ଲା ଯୋଗୁ ସଦନ ଠିକ୍ ସେ ଚାଲିପାରୁନି। ଏହି ପ୍ରସଙ୍ଗକୁ…
ସମୁଦ୍ର ସ୍ନାନର ମଜା ନେଲେ ପର୍ଯ୍ୟଟକ
ପୁରୀ ଅଫିସ,୩।୮: କୋଭିଡ୍ କଟକଣା କୋହଳ ହେବା ପରେ ସୋମବାର ପୁରୀ ସହରରେ ଦୋକାନ ବଜାର ଖୋଲିଛି। ପ୍ରଥମ ଦିନରୁ ହିଁ ପୁରୀ ବେଳାଭୂମିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଛୋଟବଡ଼ ବ୍ୟବସାୟୀ ଦୋକାନ ଖୋଲିଥିବା ବେଳେ ଶପିଂ ମଲ୍ ଓ…
ବାହାଘରରେ ୨୫, ଅନ୍ତ୍ୟେଷ୍ଟିକ୍ରିୟାରେ ୨୦
ପୁରୀ ଅଫିସ,୨।୮: ଶ୍ରୀମନ୍ଦିର ବ୍ୟତୀତ ଜିଲାର ଅନ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନ ଓ ପର୍ଯ୍ୟଟନସ୍ଥଳୀକୁ ଖୋଲି ଦିଆଯାଇଛି। କୋଭିଡ୍ କଟକଣା ପାଳନ ପୂର୍ବକ ଲୋକେ ସର୍ବସାଧାରଣ ସ୍ଥାନକୁ ଯାଇପାରିବେ। ରାଜ୍ୟ ସରକାରଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ଶନିବାର ଓ ରବିବାର ପୁରୀ ସହରରେ…
କଟକଣାରେ ଖୋଲିଲା
ଭୁବନେଶ୍ୱର, ୩।୮ (ବ୍ୟୁରୋ): ଦୀର୍ଘ ୩ ମାସର କରୋନା କଟକଣା ପରେ ସୋମବାର ରାଜଧାନୀରେ ଶପିଂ ମଲ, ପାର୍କ ଓ ରେଷ୍ଟୁରାଣ୍ଟ ଖୋଲିଛି। ପ୍ରଥମ ଦିନରେ ସହରରେ ନୂଆ ଚିତ୍ର ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ସହରବାସୀ ପାର୍କ ମୁହାଁ ହୋଇଥିଲେ।…
Archives


