Home Left

ରାଜ୍ୟରୁ ପୁଣି ୬୯ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୬୯ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି ପାଇଛି। ୬୯ ମୃତକଙ୍କ ମଧ୍ୟରୁ…

୧୬ କୋଟି ଟଙ୍କା ଇଞ୍ଜେକସନ୍‌ ନେଇ ବି ଜୀବନ ଯୁଦ୍ଧରେ ହାରିଗଲେ ବେଦିକା

ପୁଣେ,୩।୮: ସବୁ ଚେଷ୍ଟା ପରେ ବି ଆଖିବୁଜିଛନ୍ତି କୁନି ଝିଅ ବେଦିକା। ପୁଣେ ଜିଲାର ଏକ ଡାକ୍ତରଖାନାରେ ୧୧ ମାସର ଶିଶୁ ବେଦିକା ସିନ୍ଦେଙ୍କୁ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଛନ୍ତି। ଏକ ବିରଳ ରୋଗର ଚିକିତ୍ସା ପାଇଁ ବେଦିକାଙ୍କୁ ୧୬…

ଆଜି ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୧୧୨୯

ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛିି। ମଙ୍ଗଳବାର ରାଜ୍ୟରେ ୧,୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୬୫୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୪୭୨ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ…

ଜଳିଗଲାଣି ୨.୪୪ ଲକ୍ଷ ଏକର

ସାନ୍‌ ଫ୍ରାନ୍ସିସ୍‌କୋ, ୩।୮: ଜୁଲାଇ ୧୪ରୁ ଉତ୍ତର କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ସୁଦ୍ଧା ୨.୪୪ ଲକ୍ଷ ଏକରରୁ ଊର୍ଦ୍ଧ୍ୱ ଅଞ୍ଚଳକୁ ବ୍ୟାପିଗଲାଣି। ଡିକ୍ସି ଫାୟାର ଭାବେ ନାମିତ ଏହି ନିଆଁ ପାରାଡାଇଜର ଉତ୍ତରପୂର୍ବରେ ୧୦ ମାଇଲ ଦୂରରେ ଲାଗିଥିଲା।…

ଦୃଷ୍ଟିଶକ୍ତିକୁ ପ୍ରଖର କରେ ଅଲିଭ ତେଲ

ଦୃଷ୍ଟିଶକ୍ତିଜନିତ କୌଣସି ସମସ୍ୟାର ଲକ୍ଷଣ ବିଷୟରେ ଜାଣିପାରିଲେ ତାହାକୁ ଆଦୌ ଅବହେଳା କରିବା ଠିକ୍‌ ନୁହେଁ। କାରଣ ପରବର୍ତ୍ତୀ ସମୟରେ ଏହା ଜଟିଳ ଆକାର ଧାରଣ କରିଥାଏ ା ଏପରି କି ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ମଧ୍ୟ ରହିଛି। ତେଣୁ ଏହାର…

ନିର୍ମାତାଙ୍କ ପ୍ରେମ ଚିଠି ବିଷୟରେ ପ୍ରେମିକଙ୍କୁ କହି ନ ଥିଲେ ଏହି ଅଭିନେତ୍ରୀ, ଖଣ୍ଡ ଖଣ୍ଡ କାଗଜକୁ ଯୋଡି ସତ୍ୟ ଜାଣିବା ପରେ…

ଏକ ସମୟ ଥିଲା ଯେତେବେଳେ ରାଜ କପୁର ଏବଂ ନର୍ଗିସଙ୍କ ଯୋଡି ପରଦାରେ ସବୁଠାରୁ ହିଟ୍‌ ଯୋଡି ଭାବରେ ବିବେଚନା କରାଯାଉଥିଲା। ଉଭୟଙ୍କ କେମେଷ୍ଟ୍ରି ବହୁତ ସଫଳ ହୋଇଥିଲା। ଧୀରେ ଧୀରେ ଉଭୟ ପରସ୍ପରର ନିକଟତର ହୋଇଥିଲେ। କୁହାଯାଏ ଯେ ଉଭୟ…

ଇନ୍‌ଫେକଶନ କମାଏ ଲେମ୍ବୁପାଣି

ଲେମ୍ବୁପାଣିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହି ପାଣିରେ ଏଭଳି ତତ୍ତ୍ୱ ରହିଛି, ଯାହା ଇନ୍‌ଫେକଶନ ବା ସଂକ୍ରମଣ କମାଇବାରେ ଅନେକାଂଶରେ ସାହାଯ୍ୟ କରିଥାଏ। କାଲିଫର୍ନିଆ ୟୁନିଭର୍ସିଟିର ପୁଷ୍ଟିବିଜ୍ଞାନୀମାନେ ଏ ସମ୍ପର୍କରେ ଏକ ଗବେଷଣା କରି ଉପରୋକ୍ତ ତଥ୍ୟ…

ଏଭଳି ମାରାତ୍ମକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ ନଡ଼ିଆ ତେଲ

ନଡ଼ିଆ ତେଲ ସ୍ବାସ୍ଥ୍ୟ ଉପକାରୀ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ସୁସ୍ଥ ରହିବାକୁ ଚାହୁଁଥିଲେ ଏହାକୁ ଖାଦ୍ୟରେ ସାମିଲ କରିପାରିବେ। ଏଥିରେ ପାଚନତନ୍ତ୍ରଠାରୁ ଆରମ୍ଭ କରି ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ଉପଶମ ମିଳିବ। ଶରୀରର ରୋଗ ପ୍ରତିରୋଧକ…

ନିଷ୍ପତ୍ତିରେ ବିଳମ୍ବ ନ ହେଉ

ଅନୁଗୋଳ ଅଫିସ, ୩ା୮ କୋଭିଡ୍‌ ସଂକ୍ରମଣ ସାମାନ୍ୟ ଥମିଛି। ତେଣୁ ଅନଲକ୍‌କୁ ଯାଇଛନ୍ତି ରାଜ୍ୟ ସରକାର। ଦୀର୍ଘଦିନ ଧରି ବନ୍ଦ ରହିଥିବା ଶପିଂ ମଲ, ସିନେମା ହଲ, ପାର୍କ ଆଦିକୁ ଜନସାଧାରଣଙ୍କ ପାଇଁ ଖୋଲାଯାଇଛି। ଅଧା ଦର୍ଶକରେ ଯାତ୍ରାକୁ ଅନୁମତି ଦିଆଯାଇଛି।…

ସଚେତନ କରୁଛି ବାଇକର୍ସ କ୍ଲବ

ଢେଙ୍କାନାଳ ଅଫିସ, ୩ା୮ ସଡ଼କ ସୁରକ୍ଷା ସହ ଦୁର୍ଘଟଣା ରୋକିବା ଦିଗରେ କାର୍ଯ୍ୟ କରୁଛି ଢେଙ୍କାନାଳ ବାଇକର୍ସ କ୍ଲବ। କ୍ଲବର ମୋଟ୍‌ ୧୨ଜଣ ସଦସ୍ୟ ବର୍ଷକ ମଧ୍ୟରେ ପ୍ରାୟ ୪ ହଜାର କିଲୋମିଟର ପରିଭ୍ରମଣ କରି ଯୁବ ଗୋଷ୍ଠୀଙ୍କୁ ସଚେତନ କରିବାର…

ସେନା ପ୍ରତ୍ୟାହାର ଲାଗି ରାଜି ହେଲେ ଭାରତ-ଚାଇନା

ନୂଆଦିଲ୍ଲୀ,୨।୮: ପୂର୍ବ ଲଦାଖର ବିଭିନ୍ନ ସ୍ଥାନରୁ ସେନା ପ୍ରତ୍ୟାହାର ଲାଗି ଭାରତ ଓ ଚାଇନା ରାଜି ହୋଇଛନ୍ତି। ଶନିବାର ଚୁଶୁଲ-ମୋଲ୍‌ଡୋ ସୀମାରେ ଦୁଇଦେଶ ମଧ୍ୟରେ ଅନୁଷ୍ଠିତ ସେନା କମାଣ୍ଡର ସ୍ତରୀୟ ଦ୍ୱାଦଶ ପର୍ଯ୍ୟାୟ ଆଲୋଚନା ଫଳପ୍ରଦ ହୋଇଥିବା କୁହାଯାଇଛି। ବୈଠକରେ ଗୋଗ୍ରା…

ଏହି ଅଭିନେତା ଶୁଟିଂ ସେଟ୍‌କୁ ଆସୁଥିଲେ ନୂଆ ନୂଆ କାର୍‌ରେ : ଅଭାବ ଲାଗି ବିକିଥିଲେ ବଙ୍ଗଳା

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ଭଗବାନ ଦାଦାଙ୍କ ପ୍ରକୃତ ନାମ ଥିଲା ଭଗବାନ ଆବାଜୀ ପାଣ୍ଡବ । ଭଗବାନ ଦାଦା ନିଜେ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ଶ୍ରମିକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ‘କ୍ରିମିନାଲ’ ରୁ ଡେବ୍ୟୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri