Home Left

ତାଲିବାନର ବର୍ବରତା, ସାଧାରଣ ଲୋକଙ୍କୁ ହତ୍ୟା-ଟାର୍ଗେଟ୍‌ରେ ସରକାରୀ କର୍ମଚାରୀ…

କାବୁଲ,୩।୮: ଆଫଗାନିସ୍ତାନରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ତାଲିବାନର ବର୍ବରତା ବୃଦ୍ଧି ପାଉଛି। ଅନ୍ତର୍ଜାତୀୟ ମାନବିକ ଆଇନ ଉଲ୍ଲଂଘନ କରି ତାଲିବାନ ସଦସ୍ୟମାନେ ସାଧାରଣ ନାଗରିକଙ୍କୁ ହତ୍ୟା କରୁଛନ୍ତି। କାନ୍ଧାହାରର ସ୍ପିନ ବୋଲଡାକ ଜିଲାର ପୂର୍ବତନ ତଥା ବର୍ତ୍ତମାନର ସରକାରୀ…

ପୁଣି ଥରେ ବିଦ୍ୟାଭାରତୀଙ୍କୁ ଜେରା : ଏଥର ମିଳିବ କି କିଛି ତଥ୍ୟ

ଉଦଳା,୩।୨(ଡି.ଏନ୍‌.ଏ.): ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାର ୨୩ ଦିନ ପରେ ମଧ୍ୟ ସସ୍ପେନ୍ସ ଲାଗି ରହିଛି। ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ନା ଯୋଜନାବଦ୍ଧ ହତ୍ୟାକାଣ୍ଡ, ତାହା ଉପରୁ ପରଦା ଉଠି ପାରୁନି। ଅନ୍ୟପକ୍ଷରେ…

ଇଭିଏମ୍‌ ବିରୋଧରେ ଆବେଦନ ଖାରଜ: ଆବେଦନକାରୀଙ୍କ ଉପରେ ୧୦ହଜାର ଟଙ୍କା ଜରିମାନା ଲଗାଇଲେ ହାଇକୋର୍ଟ

ନୂଆଦିଲ୍ଲୀ,୩।୮: ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ(ଇଭିଏମ)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହାକୁ ପ୍ରତ୍ୟାଖ୍ୟାନ କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ଏହି ଆବେଦନକୁ ପ୍ରଚାର ପାଇଁ ଦାଖଲ କରାଯାଇଥିଲା। ଏଥିପାଇଁ ଆବେଦନକାରୀଙ୍କ ଉପରେ ୧୦ହଜାର ଟଙ୍କା…

ମାର୍ଚ୍ଚରୁ ଜୁନ ମଧ୍ୟରେ ଛଅ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ନୂଆଦିଲ୍ଲୀ,୩ ।୮: ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ଘୋଷଣା ପରେ ପାକିସ୍ତାନ ପଟୁ ସୀମାରେ ୬ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ମଙ୍ଗଳବାର ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକ ସଭାରେ ଲିଖିତ ବୟାନ ଦେଇଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା…

ସଂସଦ ନ ଚଳାଇ ଦେବା ଲୋକତନ୍ତ୍ର, ଜନତାଙ୍କ ଅପମାନ: ମୋଦି

ନୂଆଦିଲ୍ଲୀ,୩ ।୮: ସଂସଦ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ମଙ୍ଗଳବାର ଭାରତୀୟ ଜନତା ପାର୍ଟି(ଭାଜପା)ର ସଂସଦୀୟ ଦଳ ବୈଠକ ଆରମ୍ଭ ହୋଇଥିଲା । ଏଥିରେ ସଂସଦୀୟ ଦଳର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ସାମିଲ…

କଳା ପଲସର ଆତଙ୍କ: ଆଖିପିଛୁଳାକେ ବାଇକ୍‌ ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ

ପାଟଣା,୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣାରେ କଳା ପଲସରର ଆତଙ୍କ ଦେଖାଦେଇଛି। ପାଟଣାମୁଖ୍ୟାଳୟ ତହସିଲ ସାମ୍ନାରୁ ମଙ୍ଗଳବାର କଳା ପଲସରରେ ୨ ଦୁର୍ବୃତ୍ତ ଆସି ବାଇକ ଡିକି ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟିନେଇଛନ୍ତ। ସୂଚନା ଅନୁଯାୟୀ, ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ…

୧୦୧ଦେଶକୁ ରାଖୀ ପହଞ୍ଚାଇବ ଭାରତୀୟ ଡାକ ବିଭାଗ

ନୂଆଦିଲ୍ଲୀ,୩।୮: କରୋନା ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ କାମଧନ୍ଦା ଓ ରୋଜଗାର ପ୍ରଭାବିତ ହୋଇଛି। କରୋନା ଯୋଗୁ ଗତ ବର୍ଷ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଚଳପ୍ରଚଳ ସ୍ବଭାବିକ ହୋଇପାରିନାହିଁ। ସମସ୍ତ ବିଦେଶୀ ଯାତ୍ରା ସୀମିତ ରହିଛି।…

ପ୍ରେମିକାଙ୍କ ଫଟୋ ଶେୟାର କରି ଅର୍ଜୁନ କହିଲେ ‘ଆଉ ଅପେକ୍ଷା କରିପାରିବି ନାହିଁ’

ଆଜିକାଲି ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରା ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଗତ କିଛି ବର୍ଷ ହେବ ଉଭୟ ପରସ୍ପରକୁ ଡେଟ କରୁଛନ୍ତି। ଦୁହେଁ ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପରସ୍ପରର ଫଟୋ ଏବଂ ଭିଡିଓ ମଧ୍ୟ ଶେୟାର କରନ୍ତି।…

ସ୍ତନ୍ୟପାନ ଲାଗି ପ୍ରୋତ୍ସାହନ

ମା’ କ୍ଷୀର ମା’ କ୍ଷୀର ସବୁ ମମତାର ଗନ୍ତାଘର ସେ, ସବୁ ସେନେହର ଧାର ମା’ କ୍ଷୀର ମା’ କ୍ଷୀର ପ୍ରଭୁଙ୍କ ଆଶିଷ ଝରିଯାଏ ଯହିଁ ହୋଇ ଅମୃତର ଝର ମା’ କ୍ଷୀର ମା’ କ୍ଷୀର ଶିଶୁ ଜୀବନର ସ୍ପନ୍ଦନ ସେ…

ବଢିବ ଦିଲ୍ଲୀ ବିଧାୟକଙ୍କ ଦରମା!

ନୂଆଦିଲ୍ଲୀ,୩ ।୮: ଦିଲ୍ଲୀ କ୍ୟାବିନେଟରେ ବିଧାୟକଙ୍କ ବେତନ-ଭତ୍ତା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରି ମିଳିଛି । ଦିଲ୍ଲୀ କ୍ୟାବିନେଟର ପ୍ରସ୍ତାବ ଅନୁଯାୟୀ ଏବେ ଦିଲ୍ଲୀ ବିଧାୟକଙ୍କୁ ୩୦ ହଜାର ଟଙ୍କା ମାସିକ ବେତନ ମିଳିବ । ଏବେ ସେମାନଙ୍କର ମାସିକ ବେତନ…

କରୋନା ସମୟରେ ସ୍ତନ୍ୟପାନ

ବର୍ତ୍ତମାନ କରୋନା ରୂପକ ଅଦୃଶ୍ୟ ଭୂତାଣୁ ସାରା ପୃଥିବୀକୁ ଆତଙ୍କିତ କରି ଦେଇଛି ା ତେଣୁ ଅନେକ ଗର୍ଭବତୀ ମହିଳାମାନେ ମଧ୍ୟ କରୋନାରେ ପୀଡିତ ହେଉଛନ୍ତି। ତେବେ ପ୍ରସବପରେ କରୋନା ଆକ୍ରାନ୍ତ ମା’ମାନେ, ନିଜ ଶିଶୁକୁ କ୍ଷୀର ଖୁଆଇଲେ ଶିଶୁଟି କରୋନାରେ…

ଶିଶୁ ପାଇଁ ଅମୃତ

ମା’ ସ୍ତନରୁ ଝରୁଥିବା କ୍ଷୀର ଶିଶୁ ପାଇଁ ଅମୃତର ଧାରା; ଯାହା ପ୍ରତିଷେଧକ ଟିକା ସଦୃଶ ଶିଶୁକୁ ସମସ୍ତ ରୋଗ ଓ ଜଟିଳତାରୁ ରକ୍ଷା କରିଥାଏ। ତେବେ ଶିଶୁ ପାଇଁ ସ୍ତନ୍ୟପାନର ଉପକାରିତା ବିଷୟରେ ସଚେତନ କରିବା ପାଇଁ ଅଗଷ୍ଟ ପ୍ରଥମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri