Home Left

ହାତ ଛାଡ଼ି ଶଙ୍ଖ ଧରିଲେ ଧର୍ମରାଜ

ଗୋପାଳପୁର,୧୭।୧୨(ଡି.ଏନ.ଏ.): କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ଏସ୍‌.ଧର୍ମରାଜ ରେଡ୍ଡୀ ଓ ତାଙ୍କର ସମର୍ଥକ ଶୁକ୍ରବାର ହାତ ଛାଡ଼ି ଶଙ୍ଖ ଧରିଛନ୍ତି। କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ…

ଶ୍ରୀକାନ୍ତ ଆଣିଲେ ପ୍ରଥମ ପଦକ

ମାଡ୍ରିଡ୍‌,୧୭।୧୨: ପ୍ରଥମ ଭାରତୀୟ ଭାବେ କିଡାମ୍ବି ଶ୍ରୀକାନ୍ତ ଚଳିତ ବର୍ଷ (୨୦୨୧) ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ପଦକ ନିଶ୍ଚିତ କରିଛନ୍ତି। ଶୁକ୍ରବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ମାର୍କ କାଲଜୋଙ୍କୁ ହରାଇ ଏହି ସଫଳତା ପାଇଛନ୍ତି ବିଶ୍ୱର ପୂର୍ବତନ ନମ୍ବର ଓ୍ବାନ ଖେଳାଳି।…

କୁକୁରଙ୍କ କବଳରୁ କୁଟୁରା ଉଦ୍ଧାର

ଆର.ଉଦୟଗିରି,୧୭।୧୨(ଡି.ଏନ.ଏ.): ଖାଦ୍ୟ ଅନ୍ବେଷଣରେ ଶୁକ୍ରବାର ଗଜପତି ଜିଲା ଆର୍‌.ଉଦୟଗିରି ବସ୍ତି ଅଞ୍ଚଳକୁ ଏକ କୁଟୁରା ଚାଲି ଆସିଥିଲା। କୁଟୁରାକୁ ଦେଖି କେତେକ ବୁଲା କୁକୁର ଗୋଡାଇଥିଲେ। ଏହା ଦେଖି ସ୍ଥାନୀୟ ଅଞ୍ଚଳବାସୀ କୁକୁରଙ୍କ କବଳରୁ କୁଟୁରାକୁ ଉଦ୍ଧାର କରି ବନ ବିଭାଗକୁ…

ପାକିସ୍ତାନ ଉପରେ ଭାରତର ବଡ଼ ବିଜୟ

ନୂଆଦିଲ୍ଲୀ,୧୭।୧୨: ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ଭାରତୀୟ ଦଳ ୩-୧ ଗୋଲରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଦେଇଛି। ଏହି ବିଜୟ ସହ ଚଳିତ ଇଭେଣ୍ଟରେ ଅପରାଜେୟ ଧାରା ଜାରି ରଖିଛି ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକଧାରୀ ଟିମ୍‌ ଇଣ୍ଡିଆ।…

ଖରସ୍ରୋତାରେ ଭାସିଗଲେ ଯୁବକ

ସିଂହପୁର,୧୭ା୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଓଳେଇ ଚନ୍ଦନପୁର ପଞ୍ଚାୟତ ଚନ୍ଦନପୁର ଗ୍ରାମର ରବିନ୍ଦ୍ର ସାମଲଙ୍କ ପୁଅ ସୌମେନ୍ଦ୍ର (୨୬) ଶୁକ୍ରବାର ସକାଳେ ନଦୀରେ ଗାଧୋଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ…

କଇଁଛକୁ ବଞ୍ଚାଇବା ପାଇଁ ଏମିତି କଲା ମଇଁଷି, ଭିଡିଓ ଦେଖିଲେ…

ପିଲାଦିନରୁ ଆମ ସମସ୍ତଙ୍କୁ ଶିକ୍ଷା ଦିଆଯାଇଛି ଯେ, ସବୁବେଳେ ସାହାଯ୍ୟ କରିବା ମନୋଭାବ ରଖିବା ଉଚିତ୍‌। ଅସୁବିଧା ଦେଖି ଜଣେ ଚାଲିଯିବା ଠିକ୍‌ ନୁହେଁ ବରଂ ନିକଟକୁ ଯାଇ ସାହାଯ୍ୟ କରିବା ଦରକାର। ଏବେ ସେମିତି ଏକ ଶିକ୍ଷଣୀୟ ଭିଡିଓ ସୋସିଆଲ…

୬ ବର୍ଷର ସମ୍ପର୍କ ଭାଙ୍ଗିଯାଇଥିଲା; ଏବେ ଜାନୁୟାରୀରେ…

ବମ୍ବେ: ହାତକୁ ଦୁଇ ହାତ ହେବେ କୁଣ୍ଡଲୀ ଭାଗ୍ୟର ଆଉଜଣେ ଅଭିନେତ୍ରୀ। ଶ୍ରଦ୍ଧା ଆର଼୍ୟାଙ୍କ ପରେ ଏବେ ମାନସୀ ଶ୍ରୀବାସ୍ତବ ବିବାହ କରିବେ। ପ୍ରେମିକ ତଥା ଫୁଡ୍‌ ଆଣ୍ଡ ଟ୍ରାଭେଲ୍‌ ଫଟୋଗ୍ରାଫର କପିଲ ତେଜଓ୍ବାନୀଙ୍କ ହାତ ଧରିବେ ସେ। ଆସନ୍ତା ୨୦୨୨…

କରୋନାକୁ ହରାଇବାକୁ ଭାରତରେ ସବୁଠାରୁ ଅଧିକ ବେଗରେ ଟିକାକରଣ,୧୧ରାଜ୍ୟରେ ପହଞ୍ଚିଲା ଓମିକ୍ରନ୍‌, ଏପର୍ଯ୍ୟନ୍ତ ୧୦୧ ସଂକ୍ରମିତ

ନୂଆଦିଲ୍ଲୀ,୧୭ ।୧୨: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ଶୁକ୍ରବାର ଏକ ପ୍ରେସ୍ ବାର୍ତ୍ତାରେ ଦେଶରେ କରୋନା ମହାମାରୀର ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଗତ ୨୦ ଦିନ ମଧ୍ୟରେ ନୂଆ ସଂକ୍ରମଣ ପ୍ରତିଦନର…

ଭିକ୍କିଙ୍କ ଘରେ କଟ୍ରିନା ରାନ୍ଧିଲେ ଏହି ଖାସ୍‌ ବ୍ୟଞ୍ଜନ, ଲୋକେ କହୁଛନ୍ତି…

ବମ୍ବେ: ବିବାହକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ କଟ୍ରିନା କୈଫ। ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଅଭିନେତା ଭିକ୍କି କୌଶଲଙ୍କ ହାତ ଧରିଛନ୍ତି ସେ। ରାଜସ୍ଥାନର ମାଧୋପୁରରେ ଉଭୟଙ୍କ ଭବ୍ୟ ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା। ବିବାହ ପରେ କଟ୍ରିନା…

କନ୍ୟାଙ୍କ ବିବାହ ବୟସ ବୃଦ୍ଧି ପ୍ରସ୍ତାବ ଆସନ୍ତା ସପ୍ତାହରେ ଲୋକ ସଭାରେ ହେବ ଉପସ୍ଥାପନ

ନୂଆଦିଲ୍ଲୀ,୧୭ ।୧୨: କେନ୍ଦ୍ର ସରକାର କନ୍ୟାଙ୍କ ବିବାହର ନ୍ୟୁନତମ ଆଇନଗତ ବିବାହ ବୟସ ପୁରୁଷଙ୍କ ସହ ସମାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାର ଅର୍ଥ ହେଉଛି ପ୍ରଥମେ କନ୍ୟାଙ୍କ ବିବାହ ବୟସ ୧୮ ଥିବା ବେଳେ ଏବେ ଏହାକୁ ବୃଦ୍ଧି…

ମା’ଙ୍କ ଫଟୋ ହାତରେ ଧରି ବିବାହ ମଣ୍ଡପକୁ ଗଲେ କନ୍ୟା, ଭିଡିଓରେ ଦେଖିଲେ ଆଖିରେ ରହିବନି ଲୁହ

ଇସଲାମାବାଦ,୧୭ା୧୨: ଜଣେ କନ୍ୟା ବିବାହ ମଣ୍ଡପକୁ ପ୍ରବେଶ କରିବା ସମୟରେ ଏକ ସ୍ପର୍ଶକାତର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ହଜାର ହଜାର ଦର୍ଶକଙ୍କୁ ଭାବପ୍ରବଣ କରିଦେଇଛି। ଭିଡିଓରେ କନ୍ୟା ଜଣକ…

୧୧ ଦିନ ପାଇଁ ଏଠି ହସିବା ମନା

ପ୍ୟୋଙ୍ଗୟାଙ୍ଗ,୧୭।୧୨: ଡେମୋକ୍ରାଟିକ ପିପୁଲ୍ସ ରିପବ୍ଲିକ ଅଫ କୋରିଆ, ଉତ୍ତର କୋରିଆ ନାମରେ ମଧ୍ୟ ଜଣାଶୁଣା। ତେବେ ସେଠାକାର ପୂର୍ବତନ ନେତା କିମ୍‌ ଜଙ୍ଗ-ଇଲଙ୍କ ଶୁକ୍ରବାର ଦଶମ ବାର୍ଷିକୀ। ସେଥିପାଇଁ ୧୧ ଦିନ ପାଇଁ ନାଗରିକମାନଙ୍କୁ ହସିବା, ଶପିଂ କରିବା ଏବଂ ମଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?