Posted inଜାତୀୟ

ପୁଣିଥରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ,୧୮ ।୧୨: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁ ପ୍ରାୟ ମାସେ ହେବ ସ୍କୁଲ ବନ୍ଦ ରହିଥିଲା । ଏବେ ଶନିବାର ପୁଣିଥରେ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଷଷ୍ଠରୁ ଉପର ଶ୍ରେଶୀ ଗୁଡିକ ଖୋଲାଯିବ ବୋଲି ସୂଚନା ରହିଛି । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଶନିବାରଠାରୁ ଖୋଲାଯାଉଛି ବୋଲି ସରକାର କହିଛନ୍ତି । ଏବେ ଦିଲ୍ଲୀର ବାୟୁ ପ୍ରଦୂଷଣରେ ସାମାନ୍ୟ ଉନ୍ନତି ହୋଇଥିବାରୁ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ସ୍କୁଲ ଖୋଲିବା ପରେ ବି ଉଭୟ ଅନ୍ ଲାଇନ ଓ ଅଫ୍ ଲାଇନରେ କ୍ଲାସ ହେବ । ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ସ୍କୁଲ ଗୁଡିକ ପାୟ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦ ରହିଥବା ବେଳେ ଏହାପରେ ଦାଉ ସାଧିଥିଲା ପ୍ରଦୂଷଣ ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍ସ ଉପନିର୍ଦ୍ଦେଶକ ନେଲେ ଟିକା

ନୂଆଦିଲ୍ଲୀ, ୨୫।୧: କରୋନା ଟିକା ନେବାକୁ ନେଇ ଏବେ ଲୋକଙ୍କ ମନରେ ଉତ୍ସାହଠାରୁ ଅଧିକ ଆଶଙ୍କା ଓ ଭୟ ଦେଖାଦେଉଛି। ଏହାକୁ ପ୍ରତିହତ କରିବା ପାଇଁ...

ଜୀବନ ଯୁଦ୍ଧରେ ହାରିଲେ ଫ୍ଲାଇଂ ଶିଖ୍‌ ମିଲ୍‌ଖା

ଚଣ୍ଡିଗଡ଼,୧୯।୬: ଭାରତର ମହାନ ଧାବକ ମିଲଖା ସିଂହଙ୍କ ପରଲୋକ। ଦୌଡ଼ ପ୍ରତିଯୋଗୀତାରେ କେବେ ହାର ମାନି ନ ଥିବା ମିଲ୍‌ଖା ଆଜି କିନ୍ତୁ ଜୀବନ ଯୁଦ୍ଧରେ...

ଆମେଠିରେ ଘର କିଣିବେ ସ୍ମୃତି

ଆମେଠି,୨୪।୬: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ରବିବାର ତାଙ୍କ ନିର୍ବାଚନ ମଣ୍ଡଳୀ ଆମେଠି ଗସ୍ତ କରିଥିଲେ। ଏବେ ସେ ସେଠାରେ ଏକ ଘର କିଣିବେ ବୋଲି ଶୁଣିବାକୁ...

୫ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଖବରଦାତା ସମ୍ମିଳନୀ: କ୍ଷମତାକୁ ଫେରିବାର ଦମ୍ଭୋକ୍ତି

ନୂଆଦିଲ୍ଲୀ,୧୮ା୫(ପି.ଟି./ଆଇଏଏନ୍‌ଏସ୍‌): ଚଳିତ ସାଧାରଣ ନିର୍ବାଚନରେ ଭାଜପା ପୁଣିଥରେ ପୂର୍ଣ୍ଣସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଫେରିବ। ପୂରା ୫ ବର୍ଷ ଶାସନ କରିବା ପରେ ପ୍ରଥମଥର ପାଇଁ ବହୁମତ...

ଲକ୍‌ଡାଉନ ସମୟରେ ସାମ୍ନାକୁ ଆସିଛି ପୋଲିସର ମାନବିକତା: କେନ୍ଦ୍ର

ନୂଆଦିଲ୍ଲୀ, ୨୬ ।୯: କରୋନା ମହାମାରୀ ସମୟରେ ଦେଶରେ ଲାଗୁ କରାଯାଇଥିଲା ଲକ୍‌ଡାଉନ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲକ୍‌ଡାଉନ ସମୟରେ ପୋଲିସର ପ୍ରତିକ୍ରିୟାକୁ ନେଇ...

ବାଲିରେ ପୋତିଥିଲେ ୨ ହଜାର ଶବ

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୫ା୫: ଭାଜପା ଶାସିତ ଉତ୍ତରପ୍ରଦେଶରେ ପ୍ରବାହିତ ଗଙ୍ଗାନଦୀ କୂଳର ୧୧୪୦ କି.ମି. ଅଞ୍ଚଳରେ ୨ ହଜାରରୁ ଊର୍ଦ୍ଧ୍ୱ କୋଭିଡ୍‌ ରୋଗୀଙ୍କ ମୃତଦେହ ଠାବ କରାଯାଇଛି। ପ୍ରଥମେ...

କଂଗ୍ରେସକୁ ଗୋଟିଏ ବି ଭୋଟ ଦେବା ଉଚିତ୍‌ ନୁହେଁ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ଲଣ୍ଡନ ଗସ୍ତ କରିଥିଲେ। ସେଠାରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ସେ ଭାରତ ବିଷୟରେ ଅନେକ କଥା କହିଥିଲେ। ରାହୁଲଙ୍କ...

କାମ କର ନଚେତ୍‌ ଅନ୍ୟକୁ ବାଟ ଛାଡ଼

ନୂଆଦିଲ୍ଲୀ,୫।୧୨(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ରବିବାର ଦଳ ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ନେତାମାନେ ଦଳ ପାଇଁ କାମ କରନ୍ତୁ,...

Advertisement
Archives

Model This Week