ଫିଲ୍ମ ‘ଯୋଦ୍ଧା’ରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିପକ୍ଷରେ ନଜର ଆସିବେ ଏହି ଦୁଇ ଅଭିନେତ୍ରୀ

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ନିକଟରେ ତାଙ୍କ ପ୍ରଥମ ଫିଲ୍ମ ଘୋଷଣା କରିଥିଲେ। ଏହି ଫିଲ୍ମକୁ ସାଗର ଅମ୍ବ୍ରେ ଏବଂ ପୁଷ୍କର ଓଝା ନିର୍ଦ୍ଦେଶନା ଦେବେ ବୋଲି ଜଣାପଡିଛି। ତେବେ ଫିଲ୍ମ ‘ ଯୋଦ୍ଧା’ର ପ୍ରଥମ ଲୁକ୍‌ ଶେୟାର କରି ଏହି ଫିଲ୍ମଟି ୧୧ ନଭେମ୍ବର ୨୦୨୨ରେ ପ୍ରେକ୍ଷାଳୟକୁ ଆସିବ ବୋଲି ନିର୍ମାତା ଘୋଷଣା କରିଥିଲେ। ଏହି ଫିଲ୍ମରେ ସିଦ୍ଧାର୍ଥ ମାଲହୋତ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ଚୟନ ହୋଇଛନ୍ତି। ତେବେ ତାଙ୍କ ବିପକ୍ଷରେ ଅଭିନୟ କରିବା ମୁଖ୍ୟ ଅଭିନେତ୍ରୀଙ୍କ ନାମ ମଧ୍ୟ ଶନିବାର ଘୋଷଣା କରାଯାଇଛି। ସେ ହେଉଛନ୍ତି ଦିଶା ପଟାନି ଏବଂ ରାଶି ଖାନ୍ନା।

ଦିଶା ପଟାନି ଏହାର ଏକ ପୋଷ୍ଟର ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେଥିରେ ଲେଖାଅଛି, ‘ଓ୍ବେଲକମ୍‌ ଦିଶା ପଟାନି’। ଅଭିନେତ୍ରୀ ଏହାର କ୍ୟାପଶନରେ ଲେଖିଛନ୍ତି, ‘ମୁଁ ଏହି ଯାତ୍ରାରେ ଯୋଗ ଦେବାକୁ ଯାଉଥିବାରୁ ବହୁତ୍‌ ଆନନ୍ଦିତ ଅଛି’। ସେହିପରି ରାଶି ଖାନ୍ନା ମଧ୍ୟ ଏକା ପୋଷ୍ଟର ଶେୟାର କରି ଲେଖିଛନ୍ତି ଯେ, ମୁଁ ଏହି ଟିମ୍‌ରେ ଯୋଗ ଦେବାକୁ ଅତ୍ୟନ୍ତ ଉତ୍ସାହିତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ପ୍ରିୟାଂଶୁ ପେନୟୁଲି ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି। ସେ ନିଜର ପ୍ରେମିକା ଭନ୍ଦନା ଯୋଶୀଙ୍କୁ ଦେହରାଦୁନରେ ବିବାହ କରିଛନ୍ତି। ଫିଲ୍ମ ‘ମିର୍ଜାପୁର’ରେ ରବିନ ଚରିତ୍ରରେ...

ପ୍ରେମିକ ଆଉ ସ୍ବାମୀ ଭିତରେ ବହୁତ ଫରକ କହିଲେ ପ୍ରିୟଙ୍କା

ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ନିଜର ଭିନ୍ନଭିନ୍ନ ପରିଚୟ ସୃଷ୍ଟି କରିଚାଲିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା – ନିକ୍‌ ଜୋନାସ ୨୦୧୮ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି...

ବିବାହକୁ ନେଇ ଚର୍ଚ୍ଚା ମଧ୍ୟରେ ପରିଣୀତି-ରାଘବଙ୍କ ବିବାହ କାର୍ଡ ଭାଇରାଲ !

ବମ୍ବେ: ସରିଥିଲା ନିର୍ବନ୍ଧ, ଏବେ ପଡ଼ିବ ହାତଗଣ୍ଠି। ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢ୍ଢାଙ୍କ ବିବାହ ଚଳିତ ମାସ ୨୪ ତାରିଖରେ ହେବ...

ଉଠିବା ଆମେ

କରୋନା ମହାମାରୀରେ କବଳିତ ଆମ ଦେଶ। ଏହି ସମୟର ସାମ୍ପ୍ରତିକ ଘଟଣାବଳୀକୁ ନେଇ ପ୍ରସ୍ତୁତ ହୋଇଛି ଏକ ଚାରି ମିନିଟ୍‌ ଅବଧିବିଶିଷ୍ଟ ଏକ କ୍ଷୁଦ୍ର ଚଳଚ୍ଚିତ୍ର।...

ଲଭ ଆଡିକ୍‌ଟେଡ ଶର୍ଲି ସେତିଆ

ମୁମ୍ବାଇ: କ୍ୟୁଟ, ବବଲି ଆଉ ଚାର୍ମିଙ୍ଗ.. । ଫିଲ୍ମ ନିକମ୍ମା ଟ୍ରେଲରରେ ଲିଡ ଅଭିନେତ୍ରୀ ଶର୍ଲି ସେତିଆଙ୍କୁ ଦେଖିଲେ ଯେ କେହି ତାଙ୍କ କ୍ୟୁଟନେସର ଦିୱାନା...

ପସନ୍ଦ କରନ୍ତି ନାହିଁ ଜନ୍‌

ଜନ୍‌ ଆବ୍ରାହମ କେତେକ ବିଷୟକୁ ନେଇ ବେଶ୍‌ ସଚେତନ। ସେ କଦାପି କୌଣସି ପାର୍ଟି କିମ୍ବା ଡ୍ୟାନ୍ସ ପ୍ରୋଗ୍ରାମକୁ ଯାଆନ୍ତି ନାହିଁ। କାରଣ ସବୁବେଳେ ଏକ...

ଓସ୍କାର ଦୌଡ଼ରେ ବିଦ୍ୟା ବାଲନଙ୍କ ଫିଲ୍ମ

ନୂଆଦିଲ୍ଲୀ, ୪ା୨- ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଶର୍ଟ ଫିଲ୍ମ ‘ନଟଖଟ’ ଓସ୍କାର ୨୦୨୧ ବେଷ୍ଟ ଶର୍ଟ ଫିଲ୍ମ କ୍ୟାଟେଗୋରୀରେ ସାମିଲ ହୋଇଛି। ଏହି ଶର୍ଟ...

ଓସ୍କାର ପାଇଁ ଆମେରିକା ଗଲେ ଜୁନିୟର ଏନ୍‌ଟିଆର

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଜୁନିୟର ଏନ୍‌ଟିଆର ଓସ୍କାର ୨୦୨୩ରେ ସାମିଲ ହେବା ପାଇଁ ଆମେରିକା ଯାଇଛନ୍ତି। ସୋମବାର ସକାଳେ ସେ ବିମାନବନ୍ଦରରେ ନଜର ଆସିଥିଲେ। ରାମ...

Advertisement
Archives

Model This Week