Advertisement

ଅମ୍ବାନୀଙ୍କ ଘରେ ପୁଣି ବାଜିବ ଶାହାନାଇ!

ମୁମ୍ବାଇ,୧୯ ।୧୨: ଉଦ୍ଦ୍ୟୋଗପତି ଅନିଲ ଅମ୍ବାନୀ ଓ ଟିନା ଅମ୍ବାନୀଙ୍କ ପୁଅ ଜୟ ଅନମୋଲ ଅମ୍ବାନୀଙ୍କର ଏନଗେଜମେଣ୍ଟ ସରିଛି । କୃଷ୍ଣା ଶାହାଙ୍କ ସହ ଅନମୋଲଙ୍କର ବିବାହ ହେବାକୁ ଯାଉଥିବା ବେଳେ ଏବେ ସୋସିଆଲ ମିଡିଆରେ ଏମାନଙ୍କ ଏନ୍‌ଗେଜ୍‌ମେଣ୍ଟର କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଫଟୋରେ ଅନମୋଲ ଓ କୃଷ୍ଣା ସେମାନଙ୍କ ଏନ୍‌ଗେଜ୍‌ମେଣ୍ଟ ମୁଦି ଦେଖାଉଥିବା ଦେଖାଯାଇଛି । ଖୁବଶୀଘ୍ର ଏହି ବିବାହ ସମ୍ପନ୍ନ ହେବ ବୋଲି କୁହାଯାଉଛି । ତେବେ ବଳିଉଡ୍ ଅଭିନେତ୍ରୀ କରିନା କପୁର ଖାଁଙ୍କ ଭାଇ ଅରମାନ ଜୈନ ଅନମୋଲଙ୍କର ଜଣେ ଭଲ ବନ୍ଧୁ ହୋଇଥିବା ବେଳେ ସେ ଏକ ଫଟୋ ଶେୟାର କରି ଭାବି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅମ୍ବାନି ପରିବାର ପକ୍ଷରୁ ଏହି ବିବାହ ସମ୍ପର୍କରେ କୌଣସି ଘୋଷଣା କରଯାଇ ନ ଥିବା ବେଳେ ଏମିତି ଖବର କେବଳ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି ।


Enter your email to get our daily news in your inbox.

All Right Reserved By Dharitri.Com

୨୬ ଗର୍ଭପାତ ପରେ ମା’ ହେଲେ

ବେଜିଂ: ପ୍ରତ୍ୟେକ ମହିଳା ମା’ ହେବାର ସ୍ବପ୍ନ ଦେଖିଥାନ୍ତି। ତେବେ ଅନେକ ସମୟରେ କୌଣସି କାରଣରୁ ମହିଳାଙ୍କ ଗର୍ଭପାତ ହୋଇଥାଏ। ଏପରି ଏକ ଘଟଣା ଚାଇନାର...

ହିଜାବ ବିବାଦ: ପରୀକ୍ଷା ଅଧାରେ ଛାଡ଼ି ପଳାଇଆସିଲେ ଛାତ୍ରୀ

ବେଙ୍ଗାଲୁରୁ,୧୫।୩: ହିଜାବ ଉପରେ କର୍ନାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ବି ୟାଦଗିରର ସୁରପୁରା ତହସିଲର କେମ୍ବାଭି ସରକାରୀ ପୀୟୁ କଲେଜରେ ଏହାକୁ ବିରୋଧ କରାଯାଇଛି। ଉକ୍ତ...

ଥରିଲା ଦିଲ୍ଲୀ: ଆତଙ୍କିତ ହୋଇ ଘରୁ ବାହାରିଲେ ଲୋକେ

ନୂଆଦିଲ୍ଲୀ,୧୨।୪: ଦିଲ୍ଲୀରେ ରବିବାର ଅପରାହ୍ନ ୫ଟା ୪୫ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା ବୋଲି ଜାତୀୟ ଭୂକମ୍ପ ଗବେଷଣା...

ତେଜସ୍ୱୀ-ଚିରାଗଙ୍କ ମେଣ୍ଟ ଦେଖିବାକୁ ଚାହାନ୍ତି ଲାଲୁ

ପାଟନା,୩ ।୮: ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ମଙ୍ଗଳବାର କହିଛନ୍ତି ବିଗତ ଦିନରେ ଲୋକ ଜନଶକ୍ତି ପାର୍ଟିରେ ଯାହା କିଛି ଘଟିଛି...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଆଖି ବୁଜିଲେ ୧୫ ଦିନର ଶିଶୁ

ଶ୍ରୀନଗର,୨୯।୭: ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ସୀମାରେ ଥିବା ଲୋକେ ବିନା ଦୋଷରେ ଜୀବନ ହାରୁଛନ୍ତି। ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ପକ୍ଷରୁ...

କରୋନା ସ୍ଥିତି ଗମ୍ଭୀର: ଦିନକରେ ୩.୩୨ ଲକ୍ଷ ସଂକ୍ରମିତ, ୨୨୫୬ ମୃତ

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ...

ବରଙ୍କୁ ଭେଟିବା ପାଇଁ ଏକୁଟିଆ ଅଟୋରେ ଚାଲିଗଲେ କନ୍ୟା, ଭିଡିଓ ଦେଖିଲେ…

ସମୟ ଥିଲା ସ୍ବପ୍ନର ରାଜକୁମାରଙ୍କୁ ଦେଖିବାକୁ ବା ତାଙ୍କ ବିଷୟରେ ଜାଣିବାକୁ କନ୍ୟାଙ୍କୁ ଲାଜ ଲାଗୁଥିଲା। ମାତ୍ର ସମୟ ବଦଳୁଛି, ତେଣୁ କନ୍ୟା ସାଜୁଥିବା ଯୁବତୀମାନଙ୍କର...

ୟୁକ୍ରେନ୍‌ରେ ୧୮ ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ର, ଶସ୍ତା ପାଠପଢ଼ା ଖର୍ଚ୍ଚ ପାଇଁ ପ୍ରତିବର୍ଷ ଯାଇଥାନ୍ତି…

ନୂଆଦିଲ୍ଲୀ/କାଇଭ୍‌, ୩୧।୧ : ପୁଣି ଥରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ୟୁକ୍ରେନରେ ଅଧ୍ୟୟନ କରୁଥିବା ୧୮ ହଜାରରୁ...

Advertisement
Archives

Model This Week