Posted inଫୁରସତ

ପଛରୁ ଉଡ଼ି ଆସି ଦେଲା ପାନେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ପ୍ରାଣୀ କି ଦେଖିବାକୁ ମିଳୁଛି। ପ୍ରାଣୀଟି ଯାଉଥିବା ବେଳେ ତାକୁ ଏକ ପକ୍ଷୀ ପଛରୁ ଆକ୍ରମଣ କରୁଛି। ଫଳରେ ପ୍ରାଣୀଟି ବହୁତ ଡରିଯାଇ ନିଜକୁ ସୁରକ୍ଷା ଦେବା ପାଇଁ ସଜାଗ ହୋଇଯାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ମନ୍ଦିର ଯେଉଁଠି ଦେବୀ ମାତାଙ୍କୁ ଅର୍ପଣ କରାଯାଏ ଚପଲ ମାଳ…

ଭାରତର ବିଭିନ୍ନ ମନ୍ଦିରରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। କେଉଁଠି ଦେବୀ ଦେବତାଙ୍କୁ ଫୁଲ ତଥା ବିଭିନ୍ନ ନୈବେଦ୍ୟ ଅର୍ପଣ କରାଯାଉଥିବାବେଳେ ଅନ୍ୟ କେଉଁଠି ଭିନ୍ନ...

ବ୍ୟକ୍ତିତ୍ୱ: ବଲିଉଡ୍‌ର ବିଖ୍ୟାତ ଗାୟିକା ହେମଲତା

ଓଡ଼ିଆ ଫିଲ୍ମ ‘ଅଭିଳାଷ’ର ଗୋଟିଏ ଅତି ଲୋକପ୍ରିୟ ଗୀତ ହେଉଛି ‘ଚଗଲା ପବନ ଚଗଲା – ଚଗଲି ମନ ମୋ ଚଗଲି’। ତେବେ ହୁଏତ ଖୁବ୍‌...

ବଡ଼ ଝିଅର ଜୀବନ ବଞ୍ଚାଇବାକୁ ସାନକୁ ୧୦ ହଜାରରେ ବିକିଲେ ମା’ବାପା

ପ୍ରତ୍ୟେକ ମଣିଷ ପାଇଁ ତାର ସମସ୍ତ ସନ୍ତାନ ସମାନ ହୋଇଥାନ୍ତି। କିନ୍ତୁ ଦରିଦ୍ର ଆଗରେ ବ୍ୟକ୍ତି ଅସହାୟ ହୋଇପଡ଼ନ୍ତି। ଏମିତି କିଛି ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର...

ବାଲେଶ୍ୱରରୁ ବଲିଉଡ୍‌: ଅଭିନେତା ରତିକାନ୍ତ କାମିଲା; ଧାରାବାହିକରୁ ମିଳିଛି କ୍ଷୁଦ୍ର ଚଳଚ୍ଚିତ୍ରରେ କାମ କରିବାର ବି ସୁଯୋଗ

ଜନ୍ମ ତାଙ୍କର ସୁନାରୀ ପରିବାରରେ। କିନ୍ତୁ ଛୋଟବେଳୁ ନିଷ୍ପତ୍ତି ନେଇସାରିଥିଲେ ଯେ, ସେ ହେବେ ଅଭିନେତା। ଏଥିପାଇଁ ସେ କରିଥିଲେ ଅନେକ କଷ୍ଟ। ଫଳସ୍ବରୂପ ଆଜି...

କରୋନା ସଂକ୍ରମଣକୁ ଡରି ଦମ୍ପତି ନେଲେ ଏମିତି ପଦକ୍ଷେପ, ସମଗ୍ର ବିଶ୍ୱବାସୀ ହେଲେ ଚକିତ

କରୋନା ଭାଇରସ ସମଗ୍ର ଦୁନିଆକୁ କବଳିତ କରିସାରିଛି। ବର୍ଷେରୁ ଊର୍ଦ୍ଧ୍ୱ ହେବ ଏହି ମହାମାରୀ ଅନେକ ଲୋକଙ୍କ ଜୀବନ ବି ନେଇ ସାରିଲାଣି। ଏହି ରୋଗର...

ଗୁଗଲ୍‌ ମ୍ୟାପ୍‌ରେ ସର୍ଚ୍ଚ କରୁଥିଲେ ଶ୍ମଶାନ, ଦେଖିବାକୁ ମିଳିଲା ଭୟଙ୍କର ଦୃଶ୍ୟ

ଲୋକେ ସହଜରେ କୌଣସି ସ୍ଥାନ ବିଷୟରେ ସୂଚନା ପାଇବା ପାଇଁ ଗୁଗଲ୍‌ ମ୍ୟାପ୍‌ର ସାହାରା ନେଇଥାନ୍ତି। ବେଳେବେଳେ ଏହି ମ୍ୟାପ୍‌ ସର୍ଚ୍ଚ କରୁକରୁ କିଛି ଅଦ୍ଭୁତ...

ସୋସିଆଲ ମିଡିଆରେ ଏମିତି ଫଟୋ ଛାଡ଼ିଲେ ଯୁବକ, ବଦଳାଇବାକୁ ପଡ଼ିଲା ଜେଲ୍‌ର ୬୦୦ ତାଲା

ଯେତେବେଳେ କୌଣସି ବ୍ୟକ୍ତି ଜୀବନର ପ୍ରଥମ ଚାକିରି ଆରମ୍ଭ କରନ୍ତି ସେତେବେଳେ ଚେଷ୍ଟା କରିଥାନ୍ତି ତାଙ୍କ ନିଯୁକ୍ତି ସମୟର ଫଟୋ ସବୁଠୁ ଭଲ ହେଉ। ମାତ୍ର...

୯୨ ବର୍ଷ ବୟସ୍କ ବୃଦ୍ଧ ୧୫ ବର୍ଷ ଧରି ହଜାରେ ଗରିବଙ୍କୁ ପ୍ରତିଦିନ ରାନ୍ଧି ଖୁଆଉଛନ୍ତି

ରୋମ୍‌,୯।୨: ଇଟାଲୀର ଜଣେ ୯୨ ବର୍ଷ ବୟସ୍କ ବୃଦ୍ଧ ଗତ ୧୫ ବର୍ଷ ଧରି ପ୍ରତିଦିନ ହଜାରେରୁ ଅଧିକ ଗରିବ ଲୋକଙ୍କୁ ହାତରେ ରାନ୍ଧି ଖୁଆଉଛନ୍ତି।...

Advertisement
Archives

Model This Week