୨୨ ବର୍ଷର କ୍ୟାରିୟର,୪୦୦ରୁ ଅଧିକ ଗୋଲ୍: କିଛି ଏଭଳି ଥିଲେ ଧ୍ୟାନଚାନ୍ଦ, ଯାହାଙ୍କ ପ୍ରଶଂସକ ପାଲଟିଥିଲେ ହିଟ୍ଲର
ନୂଆଦିଲ୍ଲୀ,୬।୮: କେନ୍ଦ୍ର ସରକାର ଶୁକ୍ରବାର ଏକ ବଡ଼ ଘୋଷଣାକ୍ରମରେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାରର ନାମ ବଦଳାଇ ମେଜର ଧ୍ୟାନଚାନ୍ଦଙ୍କ ନାମରେ କରିବାକୁ ଘୋଷଣା କରିଛନ୍ତି। ‘ହକିର ଯାଦୁଗର’ ଭାବେ ଜଣାଶୁଣା ଧ୍ୟାନଚାନ୍ଦ ଭାରତୀୟ କ୍ରିଡାବିତ୍ଙ୍କ ପାଇଁ ପ୍ରେରଣା ରହିଆସିଛନ୍ତି।…
ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଗୃହମନ୍ତ୍ରୀଙ୍କ ୩ଟି ସ୍ଥାନରେ ଇଡିର ଚଢ଼ାଉ
ମୁମ୍ବାଇ,୬।୮: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଶୁକ୍ରବାର ପୁଣିଥରେ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ୩ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ମନି ଲଣ୍ଡରିଂ ମାମଲାରେ ବିବାଦ ଘେରକୁ ଆସିଥିବା ଅନିଲ ଦେଶମୁଖଙ୍କ ନାଗପୁର…
ଆଫଗାନିସ୍ତାନ ସରକାରଙ୍କ ମିଡିଆ ଇନଫରମେଶନ ଡାଇରେକ୍ଟରଙ୍କୁ ହତ୍ୟା
କାବୁଲ,୬ ।୮: ଆଫଗାନିସ୍ତାନର ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ନୂଆ ଅଞ୍ଚଳକୁ ତାଲିବାନ ତା କବଜାକୁ ନେବାରେ ଲାଗିଛି । ଇତିମଧ୍ୟରେ ଶୁକ୍ରବାର ଆଫଗାନିସ୍ତାନ ସରକାରଙ୍କ ମିଡିଆ ଆଣ୍ଡ ଇନଫରମେଶନ ସେଣ୍ଟରର ମୁଖ୍ୟ ଦାବା ଖାନ ମିନାପାଲଙ୍କୁ…
ରାଜୌରୀରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ: ୨ଆତଙ୍କବାଦୀ ନିପାତ
ଜମ୍ମୁ,୬।୮:ଜମ୍ମୁ-କାଶ୍ମୀରର ରାଜୌରୀ ଜିଲାରେ ଶୁକ୍ରବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୨ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ରାଜୌରୀ ଜିଲାର ଥାନାମାଣ୍ଡି ଜଙ୍ଗଲ ଅଞ୍ଚଳରେ କିଛି ସନ୍ଦିଗ୍ଧ ଆତଙ୍କବାଦୀ ଲୁଚିରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା। ଏହାପରେ…
ରୀତିନୀତି ପାଳନ କରିବେ କ’ଣ, ସତସତିକା ନିମ୍ବ ବାଡ଼ିରେ ନୂଆ ଭାଉଜଙ୍କୁ ପିଟିବାକୁ ଲାଗିଲେ ଦିଅର; ପରେ ଘଟିଲା…
ଦେଶର ବିଭିନ୍ନ ସ୍ଥାନରେ ବିବାହକୁ ନେଇ ଭିନ୍ନ ଭିନ୍ନ ରୀତିନୀତି ରହିଛି। ବେଳେବେଳେ ସେଗୁଡ଼ିକ ବହୁତ ମଜାଦାର ହୋଇଥାଏ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ବିବାହ ସମାରୋହର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ରୀତିନୀତି ମୁତାବକ ଭାଉଜଙ୍କୁ ବାଡି…
ମେଡାଲ ହାରି ବି ହୃଦୟ ଜିତିଲେ ମହିଳା ହକି ଟିମ୍: ଦଳର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କଲେ ହରିଆଣା ସରକାର
ଚଣ୍ଡିଗଡ଼,୬।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ପଦକ ମ୍ୟାଚ ହାରିବା ପରେ ବି ଦେଶବାସୀଙ୍କ ହୃଦୟ ଜିତିବାରେ ସଫଳ ହୋଇଛି। ଦଳର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ହରିଆଣା ସରକାର ତାଙ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି।…
ବଜରଙ୍ଗଙ୍କଠାରୁ ଏବେ କେବଳ ବ୍ରୋଞ୍ଚ ଆଶା
ନୂଆଦିଲ୍ଲୀ,୬।୮: ଆଜି ଟୋକିଓ ଅଲିମ୍ପିକ୍ସର ୧୫ତମ ଦିନ। ଭାରତର ତାରକା ରେସଲର ବଜରଙ୍ଗ ପୁନିଆ ଫାଇନାଲ ପାଇଁ ଦୌଡ଼ରୁ ବାହାରି ଯାଇଛନ୍ତି। ସେମିଫାଇନାଲ ମ୍ୟାଚରେ ତାଙ୍କୁ ହାଜି ଏଲିଏଭଙ୍କ ଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ତେବେ ବଜରଙ୍ଗ ବ୍ରୋଞ୍ଜ ପଦକ…
କୃଷକ ଆନ୍ଦୋଳନ ସମର୍ଥନରେ ବିରୋଧିଙ୍କ ଜନ୍ତର ମନ୍ତରରେ ପ୍ରଦର୍ଶନ
ନୂଆଦିଲ୍ଲୀ,୬ ।୮: କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କୁ ସମର୍ଥନ କରି ଶୁକ୍ରବାର ପାଖାପାଖି ୧୪ ବିରୋଧି ଦଳ ନେତା ଜନ୍ତରମନ୍ତର ପହଞ୍ଚିଛନ୍ତି । ଏଥିରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀବି ସାମିଲ ଅଛନ୍ତି । ଜନ୍ତର ମନ୍ତରରେ ବିରୋଧୀ…
ସିଙ୍ଗଲ ଡୋଜ ଭ୍ୟାକ୍ସିନ୍ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ଜନ୍ସନ୍ ଆଣ୍ଡ ଜନ୍ସନ୍
ନୂଆଦିଲ୍ଲୀ,୬।୮: ଆମେରିକାର ଫାର୍ମା କମ୍ପାନୀ ଜନ୍ସନ୍ ଆଣ୍ଡ ଜନ୍ସନ୍ କମ୍ପାନୀ ଭାରତରେ କରୋନା ବିରୋଧରେ ସିଙ୍ଗଲ ଡୋଜ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି। ଏନେଇ କମ୍ପାନୀ ପକ୍ଷରୁ ଶୁକ୍ରବାର ଏକ ବିବୃତ୍ତି ଜାରି କରାଯାଇଛି। ଜନ୍ସନ୍ ଆଣ୍ଡ ଜନ୍ସନ୍…
ପ୍ରଧାନମନ୍ତ୍ରୀ ମୋଦି ଫୋନ କରିବା ମାତ୍ରେ କାନ୍ଦିଲେ ମହିଳା ହକି ଖେଳାଳି
ଟାକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ବ୍ରିଟେନ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି ସତ ମାତ୍ର ଦଳ ୧୩୦ କୋଟି ଦେଶବାସୀଙ୍କ ହୃଦୟ ଜିତି ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ହକି ଦଳକୁ ଫୋନ କରି ତାଙ୍କୁ ସାନ୍ତ୍ୱନା…
ଦଳରେ ନେବା ପୂର୍ବରୁ ଦଶଥର ଭାବିଥିଲେ ଚୟନକର୍ତ୍ତା, ଏବେ ବିରୋଧୀ ବୋଲରଙ୍କ ସହ ଲଢ଼ୁଛନ୍ତି ସେହି ଭାରତୀୟ ବ୍ୟାଟ୍ସମ୍ୟାନ୍
ନୂଆଦିଲ୍ଲୀ,୬।୮: ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳରେ କାହାକୁ କାହାକୁ ଜାଗା ମିଳିବ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା। ନେଟ୍ରେ ଅଭ୍ୟାସ କରୁଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ ଆହତ ହୋଇଥିଲେ। ଏହାପରେ ରୋହିତ…
ମନ୍ଦିରରୁ ଫେରୁଥିବାବେଳେ ମହିଳାଙ୍କୁ ଚାପି ଦେଲା ଟମାଟୋ ବୋଝେଇ ପିକ୍ଅପ୍
ବଲାଙ୍ଗୀର ଅଫିସ,୬ା୮: ଶୁକ୍ରବାର ସକାଳୁ ବଲାଙ୍ଗୀର ସହରର ଦୁର୍ଗାମନ୍ଦିର ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତ ମହିଳା ଜଣକ ବଲାଙ୍ଗୀର ବ୍ରାହ୍ମଣପଡ଼ାର ପ୍ରମିଳା ମହାପାତ୍ର (୫୫)…
Archives


