Home Left

ଜାତୀୟ ହସ୍ତତନ୍ତ ଦିବସ: ଜାଣନ୍ତୁ କେବେ ଏବଂ କାହିଁକି ପାଳନ ହେଉଛି ଏହି ଦିବସ

ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଯେତେବେଳେ ବଙ୍ଗଳା ବିଭାଜନ ହୋଇଥିଲା ସେତେବେଳେ ସ୍ବଦେଶୀ ଆନ୍ଦୋଳନ ଶକ୍ତି ବୃଦ୍ଧି ହୋଇଥିଲା। ସର୍ବପ୍ରଥମେ ୧୯୦୫ ଅଗଷ୍ଟ ୭ରେ କୋଲକାତା ଟାଉନ ହଲରେ…

ମୁଣ୍ଡାସାହିରେ ବୁଲିଲା ଖଣ୍ଡା

ଭୁବନେଶ୍ୱର:୬।୮(ବ୍ୟୁରୋ): ମଞ୍ଚେଶ୍ୱର ଥାନା ମୁଣ୍ଡାସାହିରେ ଶୁକ୍ରବାର ରାତିରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ଗତ ଗୁରୁବାର ଘଟିଥିବା ଗଣ୍ଡଗୋଳକୁ ନେଇ ଏହି ସଂଘର୍ଷ ହୋଇଥିବା କୁହାଯାଉଛି। ପ୍ରାୟ ଅଧଘଣ୍ଟା…

ବିଶ୍ୱ କ୍ରିକେଟର ସବୁଠୁ ବଡ଼ ବିପର୍ଯ୍ୟୟ ଘଟାଇଲା ବାଂଲାଦେଶ

ଢାକା,୬।୮: କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ଲଗାତାର ୩ ଥର ହରାଇ ଦେଇଛି ବାଂଲାଦେଶ। ବିଶ୍ୱ କ୍ରିକେଟରେ ଏହାକୁ ସବୁଠୁ ବଡ଼ ବିପର୍ଯ୍ୟୟ କହିଲେ ଭୁଲ ହେବ ନାହିଁ। ଏଥି ପୂର୍ବରୁ କୌଣସି ଫର୍ମାଟରେ ଅଷ୍ଟ୍ରେଲିଆକୁ ବାଂଲାଦେଶ କ୍ରମାଗତ…

୨୦ ଜିଲାରେ ହୋଇପାରେ ମରୁଡ଼ି

ଭୁବନେଶ୍ୱର,୬।୮(ବ୍ୟୁରୋ): ଓଡ଼ିଶାକୁ ଜୁନ୍‌ ୧ରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବେଶ କରିଥିଲା। ଠିକ୍‌ ସମୟରେ ମୌସୁମୀ ଆସିଥିଲେ ମଧ୍ୟ କିଛି ସ୍ଥାନରେ ବର୍ଷା ଅଭାବ ରହିଛି। ଫଳରେ ରାଜ୍ୟର ୨୦ଟି ଜିଲାରେ ମରୁଡ଼ି ସ୍ଥିତି ଦେଖାଦେଇଛି। ଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

ହିରୋଶିମାକୁ ଧ୍ୱଂଶ କରି ଦେଇଥିଲା ‘ଲିଟ୍‌ଲ ବୟ’

ଠିକ୍‌ ୭୬ ବର୍ଷ ତଳେ ଆମେରିକା ଏହାର ପ୍ରଥମ ପରମାଣୁ ବୋମା ପକାଇଥିଲା ଜାପାନର ହିରୋଶିମାରେ। ଚାହୁଁଚାହୁଁ ଚାଲି ଯାଇଥିଲା ୭୦ରୁ ୮୦ ହଜାର ଲୋକଙ୍କ ଜୀବନ। ଏହାର ୩ ଦିନ ପରେ ନାଗାସାକିରେ ପଡ଼ିଥିଲା ଦ୍ୱିତୀୟ ପରମାଣୁ ବୋମା। ଏଥିସହ…

ଶ୍ମଶାନରେ ୩ ଭାଲୁ, ଜଗି ରହିଛି ବନ ବିଭାଗ

ନନ୍ଦାହାଣ୍ଡି, ୬।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତରେ ଭାଲୁ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୩ଟି ଭାଲୁ ଦହଣା ଗ୍ରାମ ମୁଖ୍ୟ ରାସ୍ତା ପାର୍ଶ୍ୱସ୍ଥ ଶ୍ମଶାନରେ ଥିବା ଏକ ଘରେ ପଶି ରହିଛନ୍ତି। ସ୍ଥାନୀୟ ଲୋକେ ଏ ନେଇ ନବରଙ୍ଗପୁର…

ଡେପୁଟି କମିଶନରଙ୍କ ମୁହଁକୁ ବାଲି ପକାଇଲେ ମହିଳା ଅଫିସର

ହାଇଦ୍ରାବାଦ୍‌,୬।୮: ଆନ୍ଧ୍ର ପ୍ରଦେଶର ଭାଇଜାଗ ସ୍ଥିତ ଏକ ସରକାରୀ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଅନୁଦାନ ବିଭାଗରେ ଆସିଷ୍ଟାଣ୍ଟ କମିଶନର ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳା ଅଫିସରେ ଡେପୁଟି କମିଶନରଙ୍କ ମୁହଁକୁ ବାଲି ପକାଇଛନ୍ତି। ତାହା ପୁଣି ଅନ୍ୟ…

ଏହି ସର୍ତ୍ତରେ ଭାଜପାକୁ ସମର୍ଥନ କରିବେ ମାୟାବତୀ

ଲକ୍ଷ୍ନୌ,୬।୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାତିଭିତ୍ତିକ ଜନଗଣନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାକୁ ସମୟ ମାଗିଥିବା ବେଳେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଅଧ୍ୟକ୍ଷ ମାୟାବତୀ ପୁଣିଥରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଜନଗଣନା କଥା…

୨୦ ବର୍ଷ ପୁରୁଣା ଜ୍ୟାକେଟ ପିନ୍ଧିଲେ ସୋନାଲି

ମୁମ୍ବାଇ: ୯୦ ଦଶକର ନାୟିକା ସୋନାଲି ବେନ୍ଦ୍ରେ ଏବେ ଚର୍ଚ୍ଚାରେ । କିଛି ଦିନର ଅସୁସ୍ଥତା ପରେ ଏବେ ସେ ସୁସ୍ଥ ହୋଇ ପ୍ରାୟ ଅଭିନୟ ଦୁନିଆରୁ ଦୂରେଇ ରହିଛନ୍ତି । ନିକଟରେ ତାଙ୍କୁ ଏକ ରିୟଲିଟି ଶୋ’ରେ ଯୋଗ ଦେଇଥିଲେ…

ଭାରତକୁ ଅଗ୍ରଣୀ ଦେଲେ ଜାଡେଜା, ରାହୁଲ, ଟେଲଏଣ୍ଡର୍ସ

ଟ୍ରେଣ୍ଟ ବ୍ରିଜ୍‌,୬।୮: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୯୫ ରନ୍‌ର ଅଗ୍ରଣୀ ହାସଲ କରିଛି ଭାରତୀୟ ଦଳ। ଲୋକେଶ ରାହୁଲ ୮୪ ( ୧୨ ଚୌକା) ଓ ରବୀନ୍ଦ୍ର ଜାଡେଜାଙ୍କ ୫୬ (୮ ଚୌକା ଓ ଗୋଟିଏ ଛକା)…

୫ ହଜାର ସ୍କୁଲରେ ହେବ ଖେଳପଡ଼ିଆ

ଭୁବନେଶ୍ୱର,୬।୮(ବ୍ୟୁରୋ): ରାଜ୍ୟର ୫ହଜାର ବିଦ୍ୟାଳୟରେ ଖେଳପଡ଼ିଆ ନିର୍ମାଣ କରାଯିବ। ଚଳିତ ବର୍ଷ ୧ ହଜାର ବିଦ୍ୟାଳୟରେ ଖେଳପଡ଼ିଆ ହେବ। ବାକି ୪ ହଜାର ପର୍ଯ୍ୟାୟ କ୍ରମେ ୩ ବର୍ଷ ମଧ୍ୟରେ ଶେଷ ହେବ। ଶିଶୁ ଏବଂ ଯୁବପିଢ଼ୀଙ୍କ ମଧ୍ୟରେ କ୍ରୀଡ଼ା ଏବଂ…

ବୟ ଫ୍ରେଣ୍ଡକୁ ନେଇ ମୁହଁ ଖୋଲିଲେ କିଆରା

ମୁମ୍ବାଇ: ଏମ୍ ଏସ୍ ଧୋନୀ, କବିର ସିଂ, ଗୁଡ ନ୍ୟୁଜ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ପାଖରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ବଲିଉଡ୍ ନାୟିକା କିଆରା ଆଡଭାନୀ । ବଲିଉଡ୍ ଇଣ୍ଡଷ୍ଟ୍ରିରେ ଏବେ ସେ ୭…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri