Home Left

ଏହି ଫିଲ୍ମ ରିଲିଜ ହେବା ପରେ ଶାହାରୁଖଙ୍କୁ ଆସିଥିଲା ଧମକ, ଆଉ ତା’ ପରେ…

ବଲିଉଡ୍‌ ତାରକାମାନଙ୍କ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା କିମ୍ବା ସର୍ବୋତ୍ତମ ଅଙ୍ଗରକ୍ଷୀ ନିଯୁକ୍ତି କରିବା ବଡ଼ କଥା ନୁହେଁ। ଏପରି ଅନେକ ତାରକା ଅଛନ୍ତି ଯେଉଁମାନେ ବ୍ୟକ୍ତିଗତ ଅଙ୍ଗରକ୍ଷୀଙ୍କ ସୁରକ୍ଷା ଅଧୀନରେ ଚାଲନ୍ତି । କିଛି…

କୁରାନଙ୍କ ଉପରେ ରାଗ ସୁଜାଇଲେ ସିରାଜ

ଟ୍ରେଣ୍ଟ ବ୍ରିଜ୍‌, ୮।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନ ତଥା ଶନିବାର ମୁହଁାମୁହିଁ ସ୍ଥିତିକୁ ଆସିଥିଲେ ଭାରତୀୟ ପେସର ମହମ୍ମଦ ସିରାଜ ଓ ଇଂଲଣ୍ଡ ଅଲରାଉଣ୍ଡର ସାମ କୁରାନ। ଭାରତୀୟ ପେସରଙ୍କ ବଲକୁ ଚୌକା ମାରିବା ପରେ ଉଭୟଙ୍କ ମଧ୍ୟରେ…

ସ୍ତ୍ରୀଙ୍କୁ ଅପେକ୍ଷା କରି କରି ବାସନ ମାଜିଲେ ସ୍ବାମୀ, ତଥାପି ପଡିଲା ଗାଳି

ସ୍ବାମୀ-ସ୍ତ୍ରୀ ସମ୍ପର୍କ ସ୍ବତନ୍ତ୍ର ହୋଇଥାଏ। ସେମାନଙ୍କ ମଧ୍ୟ ଛୋଟ-ବଡ ଝଗଡା ହେଲେ ମଧ୍ୟ ପରସ୍ପରକୁ ବୁଝଇ ଉଭୟ ସଂସାର ରଥ ଆଗକୁ ନେଇଛନ୍ତି। ସୋସିଆଲ ମିଡିଆରେ ଏହିପରି ଅନେକ ଦମ୍ପତିଙ୍କ ଭିଡିଓ ଭାଇରାଲ ହୁଏ। ନିକଟରେ ଇନଷ୍ଟାଗ୍ରାମରେ ଏକ ଦମ୍ପତିଙ୍କର ଏକ…

ଘରେ ଏମିତି ଭାବେ ରଖୁଛନ୍ତି କି ଜୋତା : ମାଡ଼ି ଆସିବ ବିପଦ

ବାସ୍ତୁ ଅନୁଯାୟୀ, ସମସ୍ତ ଜିନିଷକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ଏବଂ ଘରେ ଉପଯୁକ୍ତ ସ୍ଥାନରେ ରଖିବା ଶୁଭ ବୋଲି ବିବେଚନା କରାଯାଏ। ଘରେ ଜୋତା ଏବଂ ଚପଲ ରଖିବା ପାଇଁ ମଧ୍ୟ ବାସ୍ତୁଶାସ୍ତ୍ରରେ ଉପଯୁକ୍ତ ସ୍ଥାନ ରହିଛି। ପ୍ରାୟତଃ ଲୋକମାନେ ଜୋତା…

ଗାନ୍ଧୀ ପରିବାର ବାହାରୁ ହୋଇପାରନ୍ତି କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ, ୮।୮: କଂଗ୍ରେସ ସଂଗଠନରେ ଖୁବ୍‌ଶୀଘ୍ର ବଡ଼ ପରିବର୍ତ୍ତନ ନେଇ ବିଚାରବିମର୍ଶ ଚାଲିଛି। ସାଧାରଣ ସମ୍ପାଦକ ଏବଂ ରଜ୍ୟ ପ୍ରଭାରୀ ସ୍ତରରେ ଅଦଳବଦଳ ହେବା ସହ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟଭାର ଲାଘବ କରିବା ପାଇଁ ଜଣେ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତି ଦେବା…

ଏଣିକି ଟିକା ପ୍ରମାଣପତ୍ର ହ୍ବାଟ୍ସଆପ୍‌ରେ

ନୂଆଦିଲ୍ଲୀ,୮।୮: କୋଭିଡ୍‌ ଟିକା ନେଉଥିବା ଲୋକଙ୍କୁ ଏଣିକି ହ୍ବାଟ୍ସଆପ୍‌ ଜରିଆରେ ମାତ୍ର କେଇ ସେକେଣ୍ଡ ମଧ୍ୟରେ ପ୍ରମାଣପତ୍ର ମିଳିବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖଲାଲ୍‌ ମାଣ୍ଡବ୍ୟଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିବାର ଏହି ସୂଚନା ଜାରି କରାଯାଇଛି। ଟିକା ସାର୍ଟିଫିକେଟ କୋଓ୍ବିନ୍‌ ପୋର୍ଟାଲରୁ ଡାଉନ୍‌ଲୋଡ…

ଏଟିଏମ୍‌ ଲୁଟିବାକୁ ଆସି ଏମିତି ଫସିଲେ ଲୁଟେରା

ଚେନ୍ନାଇ,୮।୮: ଏଟିଏମ୍‌ ତାଡ଼ି ଟଙ୍କା ଲୁଟ୍‌ କରିବାକୁ ଯାଇଥିବା ତାମିଲନାଡୁର ଜଣେ ବ୍ୟକ୍ତି ସାଙ୍ଗାତିକ ଭାବେ ବିଫଳ ହୋଇଛନ୍ତି। ଏଟିଏମ୍‌ ତାଡ଼ିବାକୁ ଉଦ୍ୟମ କଲା ବେଳେ ଦୁର୍ଭାଗ୍ୟବଶତଃ ସେ ଫସି ଯାଇଥିଲେ ଏଟିଏମ୍‌ ଓ କାନ୍ଥ ମଝିରେ। ଏଭଳି ପରିସ୍ଥିତିରୁ ନିଜକୁ…

ଟ୍ରକ ଧକ୍କାରେ ଗଲା ଦମ୍ପତିଙ୍କ ଜୀବନ

ଝୁମ୍ପୁରା,୮।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ଅର୍ଶଳା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ବାଇକ୍‌ରେ ଯାଉଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଢେଙ୍କିକୋଟ ପାଖ…

ସାନ ଭଉଣୀର ମୁଣ୍ଡ ଅଲଗା କରିବା ପରେ ବଡ଼ ଭଉଣୀର ଆତ୍ମହତ୍ୟା

କେନ୍ଦୁଝର,୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ ଫୁଲଝର ଗ୍ରାମର ଏକ ବନ୍ଦ ଘରୁ ରବିବାର ସାରେ ଦୁଇ ଭଉଣୀଙ୍କ ମୃତଦେହ ମିଳିଛି। ମୃତ ଦୁଇ ଭଉଣୀ ହେଲେ ଭିକାରୀ ଦେହୁରୀଙ୍କ ଝିଅ କ୍ଷୀର(୧୯) ଓ ରୁକ୍ମିଣୀ (୧୭)। ପୋଲିସ ଘଟଣାସ୍ଥଳରେ…

ଆଲମାରିରୁ ମିଳିଲା ୯୦ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ,୮ା୮(ସ୍ବ.ପ୍ର.): ଗଞ୍ଜେଇ ଚୋରାଚାଲାଣ କରିବା ଲାଗି ଚାଲାଣକାରୀମାନେ ଭିନ୍ନଭିନ୍ନ ତରିକା ଆପଣାଉଛନ୍ତି। କେତେବେଳେ ମୁଢିବସ୍ତା ଭିତରେ ତ କେବେ ଅଦା, ପଣସ ଅଖା ଭିତରେ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି। ବର୍ତ୍ତମାନ ଚାଲାଣକାରୀମାନେ ଗଞ୍ଜେଇ ଚାଲାଣ ପାଇଁ ଏକ ନୂଆ…

ନୀରଜଙ୍କୁ ଶୁଭେଚ୍ଛା ଦେଲା ପରେ ପୋଷ୍ଟ ଡିଲିଟ୍‌ କଲେ ପାକିସ୍ତାନର ଆଥ୍‌ଲେଟ୍‌

ନୂଆଦିଲ୍ଲୀ,୮।୮: ଭାରତୀୟ ଭାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ବ୍ୟକ୍ତିଗତ ଇଭେଣ୍ଟରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିବାରେ ଅଭିନବ ବିନ୍ଦ୍ରାଙ୍କ ପରେ ଦ୍ୱିତୀୟ ଭାରତୀୟ ହେଉଛନ୍ତି ନୀରଜ। ଏଭଳି ସଫଳତା ପରେ…

ପୋଲିସ ହାତରେ ଲାଗିଲା ୟୁପିକୁ ଯାଉଥିବା ୩ କୁଇଣ୍ଟାଲ ଗଞ୍ଜେଇ

କୋକସରା,୮।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ପୋଲିସ ୪ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ଜଣେ ଫେରାର ଥିବା ଜଣାପଡ଼ିଛି। ଗିରଫ ୪ଜଣ ଉତ୍ତରପ୍ରଦେଶର ଇଲାହାବାଦ ଅଞ୍ଚଳର। ସେମାନେ ହେଲେ କୂଳଦୀପ ଗୁପ୍ତା(୧୯), ସରୋଜ ସିଂ (୨୪), ରବି ଶଙ୍କର ଚୌହାନ(୨୦),…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri