ଓମିକ୍ରନ ମୁକାବିଲା ନେଇ ବସିବ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ଚିନ୍ତା ବଢାଇଲାଣି । ରାଜ୍ୟରେ ୨ ଜଣ ଓମିକ୍ରନ ଚିହ୍ନଟ ପରେ ସରକାର ସଜାଗ ହେଉଛନ୍ତି । ତେବେ ବୁଧବାର ଓମିକ୍ରନ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ବସିବ । ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ଲୋକସଭା ଭାବନରେ ଏହି ବୈଠକ ହେବା ନେଇ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜାତିରେ ଖାଇ ଅଜେତ୍‌ ହେଇଥିଲେ: ଖଁଦ୍‌ ଦେବାକେ ମନାକଲେ ଜାତିଭାଇ

  ଚିପିଲିମା, ୧୧।୨ (ଡି.ଏନ୍‌.ଏ.)- ବିଗିଅଁାନ ଯୁଗ୍‌ରେ ବି ଅନେକ ଜାତି, ଧରମ୍‌, ସମାଜର ଲୋକ୍‌ ଅଁଧ୍‌ ବିଶୁଆସରେ ବଁାଧି ହେଇ ରହିଛନ୍‌। ଆଏଜ୍‌ ବି...

ରଥ ଚାରିପଟେ ବ୍ୟାରିକେଡ୍‌ ରଖା ନ ଯାଉ

ପୁରୀ ଅଫିସ,୨୧।୫: ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କୁ ରଥ ଛୁଇଁବାକୁ ଦିଆଯାଉନାହିଁ। ବଡ଼ଦାଣ୍ଡରେ ତିନିରଥ ଥିବାବେଳେ ସେଗୁଡ଼ିକ ଚାରିପଟେ ବ୍ୟାରିକେଡ୍‌ କରାଯାଉଛି। ତେଣୁ ଶ୍ରଦ୍ଧାଳୁଙ୍କୁ ରଥ ଟାଣିବାରୁ...

ବାହାର ଲୋକଙ୍କୁ ଭୁବନେଶ୍ୱର ଅଫିସ ଆସିବା ମନା

ଭୁବନେଶ୍ୱର,୮।୭(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ସରକାରୀ ଅଫିସକୁ ବାହାର ଅଞ୍ଚଳ ଲୋକ ଆସିପାରିବେ ନାହିଁ। ଖୋର୍ଦ୍ଧା ଓ କଟକ ପୌରାଞ୍ଚଳ ବାହାରୁ ଆସୁଥିବା କର୍ମଚାରୀଙ୍କୁ ରାଜଧାନୀ ଆସିବା ମନା।...

ଅଧିକାରୀଙ୍କ ସୁରକ୍ଷାରେ ନକଲି ଶିକ୍ଷକ

ଯାଜପୁର ଅଫିସ,୧୯ା୫: ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ) ପକ୍ଷରୁ ତାଲିକାଭୁକ୍ତ ପ୍ରାୟ ୪୦୦ ନକଲି ଶିକ୍ଷୟିତ୍ରୀ/ଶିକ୍ଷକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସେମାନେ...

ହୀରାକୁଦ ଡ୍ୟାମ୍‌:୨୦ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର,  ୧୧-୯ (ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମରୁ ମଙ୍ଗଳବାର ୨୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଇଛି । ରାତି ୯ଟା ପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ...

୧୫ରୁ ବଢ଼ିବ ତାତି

ଭୁବନେଶ୍ୱର,୧୩।୩(ବ୍ୟୁରୋ):ରାଜ୍ୟରେ ତାତି ବଢୁଥିବା ବେଳେ କେତେକ ଜିଲାରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ୧୫ ଓ ୧୬...

ଆଜିଠାରୁ ଶ୍ରୀମନ୍ଦିରରେ ନୂଆ ଏସ୍‌ଓପି

ପୁରୀ ଅଫିସ ୧୬।୧୨: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ନୂଆ ଏସ୍‌ଓପି ଜାରି କରାଯାଇଛି। ଏହି ନୂଆ ଏସ୍‌ଓପି ଚଳିତ ମାସ ୧୬ ତାରିଖ ଅର୍ଥାତ୍‌...

ଅନୁଗୋଳରେ ଅଟକିଲେ ୩୨ ଶ୍ରମିକ

ଅନୁଗୋଳ ଅଫିସ, ୨୨।୫ ବାହାର ରାଜ୍ୟରୁ ଓଡ଼ିଶା ଫେରୁଥିବା ୩୨ ଶ୍ରମିକ ଗୁରୁବାର ଅନୁଗୋଳ ଜିଲାରେ ଅଟକି ଯାଇଛନ୍ତି। ବରଗଡ଼ରୁ ଏକ ଟ୍ରକ୍‌ରେ ଅନୁଗୋଳ ଆସିବା...

Advertisement
Archives

Model This Week