ଭାରତକୁ ଚେତାବନୀ ଦେଲେ ଏହି କ୍ରିକେଟର୍
କେପଟାଉନ୍,୨୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଡିସେମ୍ବର ୨୬ରେ ସେଞ୍ଚୁରିଅନର ସୁପରପୋର୍ଟ ପାର୍କରେ ଆରମ୍ଭ ହେବ। ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ଡିନ ଏଲଗାର ଭାରତକୁ ଚେତାବନୀ ଦେଇଛନ୍ତି। ଭର୍ଚୁଆଲ ଖବରଦାତା ସମ୍ମିଳନୀରେ ଡିନ ଏଲଗାର କହିଛନ୍ତି…
ସରକାରଙ୍କ ଜମି ଅଧିଗ୍ରହଣ, ପଟ୍ଟାରେ ଠିକା ସଂସ୍ଥା
କେନ୍ଦ୍ରାପଡ଼ା ଅଫିସ, ୨୨ା୧୨: ଭଦ୍ରକ ଜିଲାର ୪ ବ୍ଲକ ଓ ୩ ଏନ୍ଏସି ଅଞ୍ଚଳବାସୀଙ୍କୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଚାନ୍ଦବାଲି ବ୍ଲକ ନୂଆହାଟଠାରେ ମେଗା ପ୍ରକଳ୍ପ ନିର୍ମାଣ ହେଉଛି। ରାଜ୍ୟ ସରକାର ବସୁଧା ଯୋଜନାରେ ଏଥିପାଇଁ ୯୮୨…
ଆସୁଛି ବଡ଼ଦିନ: ଜମିଲାଣି ବଜାର
ଆସୁଛି ବଡ଼ଦିନ। ରାଜଧାନୀରେ ଧୀରେ ଧୀରେ ଜମିଲାଣି ସାନ୍ତାକ୍ଲଜ, କ୍ରିସ୍ମାସ ଟ୍ରି, ଲାଇଟିଂ ଷ୍ଟାର ଓ ସାଜସଜ୍ଜା ସାମଗ୍ରୀର ବେପାର। ଭଳିକି ଭଳି ସୁସ୍ବାଦୁ କେକ୍ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଭିନ୍ନ ଚର୍ଚ୍ଚକୁ ମଧ୍ୟ ସଜ୍ଜିତ କରାଯାଉଛି। କରୋନା ମହାମାରୀ ଆତଙ୍କ…
ବ୍ୟାଙ୍କରୁ ୧ କୋଟି ୧୬ ଲକ୍ଷ ଠକେଇ
ଭୁବନେଶ୍ୱର, ୨୨ା୧୨(ବ୍ୟୁରୋ): ଏକ ଘରୋଇ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ବିଭିନ୍ନ ଗ୍ରାହକଙ୍କ ଆକାଉଣ୍ଟରୁ ୧ କୋଟି ୧୬ ଲକ୍ଷ ଟଙ୍କାର ଲୋନ୍ ଉଠାଇନେଇଛନ୍ତି। ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଫିକ୍ସ ଡିପୋଜିଟ୍ରୁ ୭ଲକ୍ଷ ଟଙ୍କା ଲୋନ୍ ନେଇଥିବା ଜଣାପଡ଼ିବା ପରେ ଘଟଣା…
ଜାଡ଼ରେ ଥରୁଛି ରାଜ୍ୟ
ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ସାରା ରାଜ୍ୟରେ ଏବେ ଶୀତ ଲହରି ଜାରି ରହିଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ଏହି ଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗତ ୩ ରୁ ୪ ଦିନ ଧରି ଓଡ଼ିଶା ମଧ୍ୟକୁ…
ଉଜ୍ରା ତିବ୍ବତ ପ୍ରସଙ୍ଗରେ ଆମେରିକା ପ୍ରତିନିଧି
ଓ୍ବାଶିଂଟନ/ଚାଇନା,୨୨।୧୨: ଭାରତୀୟ ବଂଶୋଦ୍ଭବ କୂଟନୀତିଜ୍ଞ ଉଜ୍ରା ଜେୟାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତିବ୍ବତ ପ୍ରସଙ୍ଗରେ ସ୍ପେଶାଲ କୋଅର୍ଡିନେଟର ଭାବେ ନିଯୁକ୍ତ କରିଛନ୍ତି। ଚାଇନା ଓ ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ମଧ୍ୟରେ ଆଲୋଚନା ପାଇଁ ମଧ୍ୟ ତାଙ୍କୁ ଦାୟିତ୍ୱ ଦିଆଯାଇଛି।…
ରାଜନୈତିକ ସଂସ୍କାର ବିଲ୍କୁ ସଂସଦର ମଞ୍ଜୁରୀ
ନୂଆଦିଲ୍ଲୀ,୨୨।୧୨: ରାଜନୈତିକ ସଂସ୍କାର ବିଲ୍କୁ ମଙ୍ଗଳବାର ସଂସଦର ମଞ୍ଜୁରୀ ମିଳିଛି। ଭୋଟର ତାଲିକା ତଥ୍ୟ ସହ ଆଧାର ଇକୋସିଷ୍ଟମ୍କୁ ଯୋଡ଼ିବା ସମ୍ପର୍କିତ ଏହି ବିଧେୟକ ସୋମବାର ଲୋକ ସଭାରେ ଗୃହୀତ ହେବାର ଦିନକ ପରେ ରାଜ୍ୟ ସଭାରେ ପାରିତ ହୋଇଛି। ବିରୋଧୀଙ୍କ…
ସାଙ୍ଗିଆ ଚୟନ ସ୍ବାଧୀନତା
ପ୍ୟାରିସ୍, ୨୨।୧୨: ନାରୀ ସଶକ୍ତୀକରଣର ପ୍ରସଙ୍ଗ ଉଠିଲେ ପ୍ରଥମେ ଆଲୋଚନା ହୁଏ ମହିଳା ସ୍ବାଧୀନତା ଉପରେ। ହେଲେ ଶିଶୁ ଜନ୍ମ ହେବା ପରେ ତା’ର ସାଙ୍ଗିଆ (ସର୍ନେମ୍) ବାପାଙ୍କ ନାମ ଅନୁଯାୟୀ ନିର୍ଦ୍ଧାରଣ କରାଯିବା କେବଳ ପ୍ରାଚ୍ୟ ନୁହେଁ, ପାଶ୍ଚାତ୍ୟ ଚଳଣିରେ…
ଟାଙ୍କି ଭିତରେ ପଶି ମାଙ୍କଡ଼ କରୁଛି ଏପରି, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
କରୋନା ମହାମାରୀ ଯୋଗୁ ଆମେରିକାରେ କମିଛି ଜନସଂଖ୍ୟା ବୃଦ୍ଧି
ୱାଶିଂଟନ,୨୨ ।୧୨: ପୂର୍ବରୁ ଜନସଂଖ୍ୟା ବୃଦ୍ଧି ଅର୍ଥାତ୍ ଆମେରିକାରେ ଜନସଂଖ୍ୟା ବୃଦ୍ଧି ହାର କମ୍ ଥିବା ବେଳେ କରୋନା ମହାମାରୀ ପରେ ଏହା ଆହୁରି କମ୍ ହୋଇ ଯାଇଥିବା କୁହାଯାଉଛି । ଦେଶ ସ୍ଥାପନ ହେବା ପରଠାରୁ ଏହାସବୁଠାରୁ କମ୍ ଜନ୍ମହାର…
ହାର୍ଟ ସମସ୍ୟା ଥିଲେ…
ନଡ଼ିଆ ଖାଇବାକୁ ଯେତିକି ଭଲ ଲାଗିଥାଏ ତା’ର ତେଲ ମଧ୍ୟ ସେତିକି ସ୍ବାସ୍ଥ୍ୟ ଉପକାରୀ। ଏହାକୁ ନିୟମିତ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିବା ଫଳରେ ହାର୍ଟଠାରୁ ଆରମ୍ଭ କରି ପାଚନ ତନ୍ତ୍ରରେ କୌଣସି ସମସ୍ୟା ହୋଇ ନ ଥାଏ॥ ତେବେ ଜାଣନ୍ତୁ…
ଗଣିତକୁ ସହଜ କରିଥିଲେ ଶ୍ରୀନିବାସ ରାମାନୁଜନ
ଭାରତ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ୨୨ ଡିସେମ୍ବରକୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରାଯାଇଥାଏ। ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ଆୟାଙ୍ଗରଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ୨୬ ଫେବୃଆରୀ ୨୦୧୨ରେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ…

