ଭଗବତ ଗୀତା ପଢୁଛନ୍ତି ଉର୍ଫି ଜାଭେଦ

ବିଗ ବସ ଓଟିଟି ଫେମ୍‌ ଉର୍ଫି ଜାଭେଦଙ୍କୁ ଏବେ ବିବାହ ଚିନ୍ତା ପଡିଛି। ଏଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିବାହ ପାଇଁ ସେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। କଦାପି ମୁସଲମାନ ପୁରୁଷଙ୍କୁ ବିବାହ କରିବେ ନାହିଁ ବୋଲି କହିଛନ୍ତି ଉର୍ଫି। କାରଣ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରୁଥିବା ଅଧିକାଂଶ ଲୋକ ମୁସଲମାନ ୟୁଜର୍ସ।
ଉର୍ଫି ଜାଭେଦ କହିଛନ୍ତି, ମୁଁ ଜଣେ ମୁସଲମାନ ଝିଅ। ମୁଁ ପାଇଥିବା ଅଧିକାଂଶ ଅଶ୍ଳୀଳ ମନ୍ତବ୍ୟ ମୁସଲମାନ ଲୋକଙ୍କଠାରୁ ଆସିଛି। ସେମାନେ କହୁଛନ୍ତି ମୁଁ କୁଆଡେ ଇସଲାମର ଭାବମୂର୍ତ୍ତିକୁ ଅପମାନିତ କରୁଛି। ସେମାନେ ମୋତେ ଘୃଣା କରନ୍ତି। କାରଣ ମୁସଲମାନ ପୁରୁଷମାନେ ଚାହାଁନ୍ତି ଯେ ସେମାନଙ୍କର ମହିଳାମାନେ ଏକ ନିର୍ଦ୍ଦିଷ୍ଟ ଆଚରଣ କରନ୍ତୁ । ସେମାନେ ସମସ୍ତ ମହିଳାଙ୍କୁ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି, ଏହି କାରଣରୁ ମୁଁ ଇସଲାମ ଧର୍ମରେ ବିଶ୍ୱାସ କରେ ନାହିଁ। କେବଳ ଏତିକି ନୁହେଁ,ମୁଁ କୌଣସି ଧର୍ମ ଅନୁସରଣ କରେ ନାହିଁ। କାହା ଉପରେ ଧର୍ମ ନିୟମ ମାନିବାକୁ ବାଧ୍ୟ କରାଯିବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି।
ଉର୍ଫି ଜାଭେଦ ଏବେ ଭଗବଦ ଗୀତା ବର୍ତ୍ତମାନ ଭଗବଦ ଗୀତା ପଢୁଛନ୍ତି। ସେ ହିନ୍ଦୁ ଧର୍ମ ଉପରେ ଅଧିକ କିଛି ଜାଣିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ଚୁମ୍ବନ, ଏବେ ଗୋଡ଼ ମୋଡିଲେ ରାକେଶ

ବମ୍ବେ: ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ସମିତା ସେଟ୍ଟୀ। ସେ ଏବେ ବିବାଦୀୟ ଶୋ’ ‘ବିଗ୍‌ବସ୍‌’ ଓଟିଟିରେ ପ୍ରତିଯୋଗୀ ଭାବେ ଯୋଗ ଦେଇଛନ୍ତି।...

ସତ ହେବ ସ୍ୱପ୍ନ: ରବି କିଶନ

ନୂଆଦିଲ୍ଲୀ,୨୩ ।୧୧: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ସମ୍ମିଳନୀରେ ଯୋଗଦେଇ ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି ରବି କିଶନ କହିଛନ୍ତି ଉତ୍ତର ପ୍ରଦେଶରେ ଏବେ ବହୁ...

ନବ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମା’, ମାମୁଁ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ଶୁକ୍ରବାର ନିଜର ୨୨ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନ ଅବସରରେ ମା’ ଶ୍ୱେତା ବଚ୍ଚନ ଓ...

ଜନ୍ମର ୩ ମାସ ପରେ ଝିଅର ନାଁ ରଖିଲେ ପ୍ରିୟଙ୍କା!

ବଲିଉଡ୍‌ ପରେ ହଲିଉଡ୍‌ରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ବାମୀ ତଥା ଆମେରିକୀୟ ଗାୟକ ନିକ ଜୋନାସ ଚଳିତ ବର୍ଷ ଆରମ୍ଭରେ...

ହଲିଉଡ୍‌ ଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଜିନତ୍‌

ବଲିଉଡ୍‌ କଳାକାର ଇରଫାନ୍‌ ଖାନ୍‌, ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନ ହଲିଉଡ୍‌ ଫିଲ୍ମରେ କାମ କରିସାରିଛନ୍ତି। ପୂର୍ବରୁ ମଧ୍ୟ ବଲିଉଡ୍‌ର ହିଟ୍‌ ଯୋଡି ଜିନତ୍‌...

ମା’ଙ୍କ ସହ ଡ୍ୟାନ୍ସ କଲେ ସଲମାନ

ବଲିଉଡର ଭାଇଜାନ ସଲମାନ ଖାନ୍‌ ଫିଲ୍ମ ‘ଭାରତ’ର ସଫଳତା ପରେ ଆଜିକାଲି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ପ୍ରତିଦିନ କିଛି ଫଟୋ ହେଉ କିମ୍ବା...

ବୀର ସାୱରକର ଭୂମିକାରେ ନଜର ଆସିବେ ରଣଦୀପ

ମୁମ୍ବାଇ: ଅଭିନେତା ରଣଦୀପ ହୁଡ୍ଡା ତାଙ୍କ ଦମଦାର ଅଭିନୟକୁ ନେଇ ନିଜ ପାଇଁ ବଳିଉଡରେ ତିଆରି କରିପାରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଏବେ ସେ...

୨୫ ବର୍ଷ ବୟସରେ ବିବାହ, ପରେ ମା’: ପକାଇଥିଲା ମଲାଇକାଙ୍କ ଜୀବନରେ କି ପ୍ରଭାବ

ଅଭିନେତ୍ରୀ ମଲାଇକା ଅରୋରା ଇଣ୍ଡଷ୍ଟ୍ରିରେ କାମ କରିବା ସହିତ ଫିଟନେସ ଏବଂ ଗ୍ଲାମରସ ଷ୍ଟାଇଲ ପାଇଁ ମଧ୍ୟ ଜଣାଶୁଣା। ବୃତ୍ତିଗତ ଜୀବନ ସହିତ, ମଲାଇକା ତାଙ୍କ...

Advertisement
Archives

Model This Week