Posted inଜାତୀୟ

ନରମିଲେ ରାଓ୍ବତ

ନୂଆଦିଲ୍ଲୀ,୨୩।୧୨: କଂଗ୍ରେସ ନେତା ହରିଶ ରାୱତ ବୁଧବାର ତାଙ୍କ ହାତ ଓ ପାଦ ବନ୍ଧା ଯାଇଥିବା ଟୁଇଟ୍‌ କରିବା ପରେ ଗୁରୁବାର ସ୍ବର ବଦଳାଇଛନ୍ତି। ସେ କହିଛନ୍ତି, ତାହା ତାଙ୍କ ନିତିଦିନିଆ ଟୁଇଟ୍‌ ଥିଲା। କିନ୍ତୁ ଆଜି ଖବରକାଗଜ ପଢିବା ପରେ ମୁଁ ଅନୁଭବ କଲି ଯେ ଏହା କିଛି ବିଶେଷ ଥିଲା, କାରଣ ଭାଜପା ଏବଂ ଏଏପି ଦଳ ମୋର ଟୁଇଟ୍‌ ପଢ଼ି ଲଙ୍କା ଲାଗିଯାଇଛିଏବଂ ସେଥିପାଇଁ ସେ ଏଥିରେ ଲୁଣ ଲଗାଇ ମନ୍ତବ୍ୟ ଦେଉଛନ୍ତି। ଏହି ଟୁଇଟ୍‌ରେ ସେ ଉତ୍ତରଖଣ୍ଡ ଭାଜପା ଏବଂ ଉତ୍ତରଖଣ୍ଡ ଆମ ଆଦମୀ ପାର୍ଟିକୁ ମଧ୍ୟ ଟ୍ୟାଗ କରିଛନ୍ତି।
ବୁଧବାର ସନ୍ଧ୍ୟାରେ ହରିଶ ରାୱତ ୩ଟି ଟୁଇଟ୍‌ କରିଥିଲେ। ଟୁଇଟ୍‌ରେ ସେ ରାଜନୀତିରୁ ଅବସର ନେବାକୁ ସୂଚିତ କରିଥିଲେ। ଗୁରୁବାର ଦିନ ପାର୍ଟି ହାଇକମାଣ୍ଡ ଡାକିବା ପରେ ତାଙ୍କର ଆଭିମୁଖ୍ୟ ନରମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନାଥଙ୍କ ଗାଡ଼ି ସାମ୍ନାକୁ ଆସି ମୋଦିଙ୍କୁ ଭେଟିବାକୁ କହିଲେ ଯୁବକ

ନୂଆଦିଲ୍ଲୀ,୩।୧୨: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସୁରକ୍ଷାରେ ଅବହେଳା ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ସଂସଦ ଭବନ ବାହାରେ ରାଜନାଥଙ୍କ ଗାଡ଼ି ସମ୍ମୁଖକୁ ହଠାତ୍‌ ଆସି ଜଣେ...

ମୁଣ୍ଡକାରେ ଭୀଷଣ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୩।୫: ଦିଲ୍ଲୀର ମୁଣ୍ଡକା ଅଞ୍ଚଳ ସ୍ଥିତ ମେଟ୍ରୋ ଷ୍ଟେଶନ ନିକଟସ୍ଥ ଏକ ବିଲ୍ଡିଂରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।...

ଅଏଲ୍‌ ଇଣ୍ଡିଆକୁ ସାଇବର ଆକ୍ରମଣ

ଗୁଆହାଟୀ/ନୂଆଦିଲ୍ଲୀ,୧୪ା୪: ଭାରତର ଅନ୍ୟତମ ପ୍ରମୁଖ ରାଷ୍ଟ୍ରାୟତ୍ତ ତୈଳ ଉତ୍ପାଦନକାରୀ କମ୍ପାନୀ ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ (ଅଏଲ୍‌) ଉପରେ ସାଇବର ଆକ୍ରମଣ ହୋଇଛି। ଆସାମ ଦିବ୍ରୁଗଡ଼ ଜିଲାର...

ଖାନ୍‌ ମାର୍କେଟରେ ପାକିସ୍ତାନ ଜିନ୍ଦାବାଦ୍‌ ସ୍ଲୋଗାନ୍‌

ନୂଆଦିଲ୍ଲୀ, ୨୪।୧: ଜାନୁୟାରୀ ୨୬ ପୂର୍ବରୁ ରାଜଧାନୀ ଦିଲ୍ଲୀର ଖାନ୍‌ ମାର୍କେଟ ଅଞ୍ଚଳରେ ପାକିସ୍ତାନ ଜିନ୍ଦାବାଦ୍‌ ସ୍ଲୋଗାନ୍‌ ଦିଆଯାଉଥିବା ଘଟଣା ନେଇ ପୋଲିସ ଆକ୍ସନ୍‌ ମୋଡରେ...

କରୋନା ମୁକାବିଲାରେ ଜନଭାଗିଦାରୀକୁ ଗୁରୁତ୍ୱ

ନୂଆଦିଲ୍ଲୀ, ୧୫।୪: ଦେଶରେ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସ୍ଥିତି ଏବଂ ଟିକାକରଣ ସମ୍ପର୍କରେ ବୁଧବାର ସମସ୍ତ...

୫୦ ନାଗରିକଙ୍କୁ ଫେରାଇ ଆଣିଲା ଭାରତ

ନୂଆଦିଲ୍ଲୀ,୧୨।୮: ତାଲିବାନ ଏବଂ ସୈନ୍ୟବାହିନୀ ମଧ୍ୟରେ ସଂଘର୍ଷ ଯୋଗୁ ଆଫଗାନିସ୍ତାନ ସ୍ଥିତି ଦିନକୁ ଦିନ ଅଧିକରୁ ଅଧିକ ଖରାପ ଆଡ଼କୁ ଗତି କରୁଛି। ଭାରତ ସେଠାର...

ଜେଡିୟୁ ନେତାଙ୍କୁ କୁକୁର ସହ ତୁଳନା କଲେ ଆରଜେଡି ନେତା

ପାଟ୍‌ନା, ୧୬।୨: ବିହାର ବିଧାନସଭା ନିର୍ବାଚନକୁ ଆହୁରି ୬ରୁ ୮ ମାସ ବାକି ଅଛି। ଏହା ପୂବର୍ର୍ରୁ ରାଜ୍ୟର ଦୁଇ ମୁଖ୍ୟ ଦଳ ରାଷ୍ଟ୍ରୀୟ ଜନତା...

ଟଙ୍କାଏ ଜରିମାନା ଦେଲେ ପ୍ରଶାନ୍ତ ଭୁଷଣ

ନୂଆଦିଲ୍ଲୀ, ୧୪।୯: ନ୍ୟାୟପାଳିକାର ଅବମାନନା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୁଷଣ ସୋମବାର କୋର୍ଟରେ ଟଙ୍କାଏ ଜରିମାନା ଦାଖଲ କରିଛନ୍ତି।...

Advertisement
Archives

Model This Week