ପ୍ରେମରେ ପୂର୍ଣ୍ଣଚ୍ଛେଦ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌- ରେହମାନ ଶଲ୍‌ଙ୍କ ପ୍ରେମରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଏବେ ସୋସିଆଲ ମିଡିଆରେ ଜୋର୍‌ଦାର ଚର୍ଚ୍ଚା ହେଉଛି।

ରେହମାନ ସୁସ୍ମିତାଙ୍କ ଘର ଛାଡ଼ି ନିଜର ଜିନିଷପତ୍ର ନେଇ ଆସିଛନ୍ତି। ବର୍ତ୍ତମାନ ସେ ତାଙ୍କ ବନ୍ଧୁଙ୍କ ଘରେ ରହୁଛନ୍ତି। କିଛି ଦିନ ପୂର୍ବରୁ ସବୁକିଛି ଠିକ୍‌ ଥିଲା। ଏପରିକି ରେହମାନ ସୁସ୍ମିତାଙ୍କ ୪୬ ତମ ଜନ୍ମଦିନରେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ତେବେ ଏହି ବ୍ରେକଅପ୍‌ ଖବରରେ ରେହମାନ କିମ୍ବା ସୁସ୍ମିତା କାହାଠାରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ସୁସ୍ମିତା ଅଢ଼େଇ ବର୍ଷ ଧରି ରେହମାନଙ୍କୁ ଡେଟ୍‌ କରୁଛନ୍ତି। ରେହମାନଙ୍କ ସୁସ୍ମିତାଙ୍କାରୁ ରେହମାନ ୧୫ ବର୍ଷ ସାନ। ସୁସ୍ମିତାଙ୍କୁ ୪୬ ବର୍ଷ ହୋଇଥିବା ବେଳେ ରେହମାନଙ୍କୁ ୩୫ ବର୍ଷ। ଦୁହେଁ ଲିଭ୍‌-ଇନ ରିଲେସନଶିପରେ ରହୁଥିଲେ। ନିଜକୁ ଉଭୟଙ୍କ ପିତା ବୋଲି କହୁଥିବା ସୁସ୍ମିତାଙ୍କ ଦୁଇ ଝିଅ ରେନି ଏବଂ ଆଲିଶାଙ୍କ ସହ ରୋହମାନଙ୍କର ମଧ୍ୟ ବହୁତ ଭଲ ସମ୍ପର୍କ ରହିଛି।

ସୁସ୍ମିତାଙ୍କୁ ଭେଟିବା ପରେ ଜୀବନରେ ସବୁକିଛି ବଦଳିଗଲା। ରେହମାନ ଏକ ସାକ୍ଷାତକାରରେ କହିଥିଲେ- ‘ସୁସ୍ମିତାଙ୍କୁ ଭେଟିବା ପରେ ମୋ ଜୀବନରେ ସବୁକିଛି ବଦଳି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ରିତିକ୍‌-ଅମିତାଭ ପାଲଟିଲେ ଟିକ୍‌ଟକ୍‌ ଷ୍ଟାର ଯୁବରାଜଙ୍କ ଫ୍ୟାନ୍‌

ବମ୍ବେ: ସୋସିଆଲ ମିଡିଆରେ ନିଜର କଳା ପ୍ରଦର୍ଶନ କରି ଅନେକେ ରାତାରାତି ଷ୍ଟାର ପାଲଟି ଯାଉଛନ୍ତି। ସେପରି ଏକ ପ୍ଲାଟଫର୍ମ ଟିକ୍‌ଟକ୍‌ରେ ନିଜର ଏକ ଭିଡିଓ...

ବୟଫ୍ରେଣ୍ଡଙ୍କ ସହ ଦୁବାଇରେ ଛୁଟି କାଟୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ଜସ୍ମିନ ଏବଂ ଅଲୀ ଗୋନି ବିଗ୍‌ବସ-୧୪ ଶେଷ ହେବା ପରେ ଦୁହେଁ ଦୁହିଁଙ୍କ ସହ ଅଧିକ ସମୟ ବିତାଉଛନ୍ତି। ଏହି...

ସବୁଠାରୁ ଦାମୀ କାର୍ କିଣିଲେ କଙ୍ଗନା, ଲକଜରୀ ସେଡାନ କାର କିଣିବାରେ ପ୍ରଥମ ଭାରତୀୟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅଭିନୀତ ମୁଭି ‘ଧାକଡ’ ରିଲିଜ୍ ହୋଇଛି । ଏଥିରେ କଙ୍ଗନାଙ୍କ ସହ ଅଭିନେତା ଅର୍ଜୁନ ରାମପାଲ ଓ ଦିବ୍ୟା...

ଶବାନାଙ୍କ ଚରିତ୍ରରେ ନଜର ଆସିବେ ସ୍ବରା

ମୁମ୍ବାଇ: ୧୯୮୨ରେ ପରଦାକୁ ଆସିଥିବା ମହେଶ ଭଟ୍ଟଙ୍କ ଫିଲ୍ମ ‘ଅର୍ଥ’ର ରିମେକ୍‌ ହେବାକୁ ଯାଉଛି। ପୂର୍ବ ଫିଲ୍ମରେ ଶବାନା ଆଜମୀ, ସ୍ମିତା ପାଟିଲ, ରାଜ କିରଣ...

କୋଲକାତାର ଏହି କଲେଜରେ ପଢ଼ିବେ ସନ୍ନି ଲିଓନି ! କହିଲେ ‘ଆଶାକରେ ତୁମେମାନେ ମୋ କ୍ଲାସରେ ଥିବ’

ବମ୍ବେ: ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି। କୋଲକାତାର ଏକ କଲେଜରେ ବିଏ ଆଡମିଶନ୍‌ ପାଇଁ ଓ୍ବେବ୍‌ସାଇଟ୍‌ରେ ପ୍ରକାଶିତ ପ୍ରଥମ ମେରିଟ୍‌ ଲିଷ୍ଟରେ ତାଙ୍କ ନାମ...

ଘରୁ ପଳାଇ ବିବାହ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ ଫିଲ୍ମ ‘ଗୋଲମାଲ’(୧୯୭୯)ରେ ଉର୍ମି ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ବିନ୍ଦିୟା ଗୋସ୍ବାମୀଙ୍କର ଆଜି ଅର୍ଥାତ୍‌ ଜାନୁଆରୀ ୬ ହେଉଛି ଜନ୍ମଦିନ। ସେ ନିଜଠାରୁ ୧୨...

ଲେଡି ସିଘଂମ ଶିଳ୍ପା

ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ହିନ୍ଦୀ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଇଣ୍ଡିଆନ୍‌ ପୋଲିସ ଫୋର୍ସ’ ଜରିଆରେ...

ନିର୍ଦ୍ଦେଶନାରେ ଡେବ୍ୟୁ କରିବେ ଅମୀରଙ୍କ ଝିଅ, ଅଭିନୟରେ ବରୁଣଙ୍କ ଭାଣିଜୀ

ବଲିଉଡ୍‌ରେ ଜଣକ ପରେ ଜଣେ ଷ୍ଟାର୍‌ କିଡ୍‌ସ ଡେବ୍ୟୁ କରିଚାଲିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଷ୍ଟାର କିଡ୍‌ସ ହେଉଛନ୍ତି ଅମୀର ଖାନ୍‌ଙ୍କ ଝିଇ ଇରା ଏବଂ...

Advertisement
Archives

Model This Week