ସଲମାନଙ୍କ ମଜା ଉଡ଼ାଇଲେ ରାମଗୋପାଳ ବର୍ମା

ମୁମ୍ବାଇ: ସୋସିଆଲ ମିଡିଆରେ ଫିଲ୍ମ ନିର୍ଦ୍ଦେଶକ ରାମଗୋପାଳ ବର୍ମା ସଲମାନ ଖାନଙ୍କୁ ପରିହାସ କରିଛନ୍ତି। ସଲମାନଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ସାପ କାମୁଡ଼ିଥିଲା। ଏହା ପରେ ସଲମାନ ପାନଭେଲର ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସାପ ବିଷାକ୍ତ ନ ଥିବାରୁ ଡାକ୍ତରଖାନାରୁ ୬ ଘଣ୍ଟା ପରେ ଡିସ୍‌ଚାର୍ଜ ହୋଇଥିଲେ।

ଏହି ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏକ ମନ୍ତବ୍ୟ ଦେଇଛନ୍ତି। ସେ ଟୁଇଟରରେ ଫଟୋ ଶେୟାର କରିଛନ୍ତି। ଏଥିରେ ଏକ ସାପ ଫଣା ଟେକି ଠିଆ ହୋଇଥିବା ଦେଖିବାକୁ ମିଳିଛି।

ସଲମାନ ମଦ୍ୟପାନ କରି ଗାଡ଼ି ଚଳାଇଥିବାର ଅଭିଯୋଗ ହୋଇଥିଲା। ଏହି କାରଣରୁ ଅନେକ ଲୋକ ମଧ୍ୟ ପ୍ରାଣ ହରାଇଥିଲେ। ଯଦିଓ ସଲମାନ ଏସବୁକୁ ଅସ୍ବୀକାର କରିଛନ୍ତି। ସେ କହିଥିଲେ, ତାଙ୍କ ଡ୍ରାଇଭର କାର୍‌ ଚଳାଉଥିଲେ। ବର୍ତ୍ତମାନ ରାମଗୋପାଳ ଏହିସବୁ ଘଟଣାକୁ ନେଇ ଉପହାସ କରି ଏକ ଫଟୋ ପୋଷ୍ଟ କରିଛନ୍ତି।
ଯାହାକୁ ନେଇ ବିବାଦ ଉପୁଜିଛି।

ରାମ ଗୋପାଳ ଅନେକ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କର ଫିଲ୍ମଗୁଡ଼ିକ ବହୁତ ହିଟ୍‌ ହୋଇଥାଏ। ରାମଗୋପାଳ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ଅଟନ୍ତି। ସେ ନିଜ ଫଟୋ ଏବଂ ଭିଡିଓ ଶେୟାର କରିବା ବ୍ୟତୀତ ଅନେକ ସମୟରେ ସାମାଜିକ ପ୍ରସଙ୍ଗରେ ମନ୍ତବ୍ୟ ଦିଅନ୍ତି। ଯାହାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଲା ବେଳର ଫଟୋ ଶେୟାର କରି ରିଷିଙ୍କୁ ମନେପକାଇଲେ ସୁର ସାମ୍ରାଜ୍ଞୀ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲଗାତର ଦ୍ୱିତୀୟ ଦିନରେ ଏକ ବଡ଼ ଝଟ୍‌କା ଲାଗିଛି। ବୁଧବାର ଅଭିନେତା ଇର୍ଫାନ ଖାଁଙ୍କ ବିୟୋଗର ଦୁଃଖ ମନରୁ ଲିଭି ନ...

ମୁଁ ତୁମକୁ ବିବାହ କରିବାକୁ ଚାହୁଁଛି

ହାଇଦ୍ରାବାଦ: ଚର୍ଚ୍ଚାରେ ଲୋକପ୍ରିୟ ଅଭିନେତା କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। କାରଣଟି ହେଲା ତାଙ୍କ ଶାଢ଼ି ପିନ୍ଧା ଲୁକ୍‌। ନିକଟରେ ଶ୍ରୁତି...

ହରନାଜଙ୍କୁ ଗ୍ରାଣ୍ଡ ୱେଲକମ୍‌

ମୁମ୍ବାଇ,୧୬ ।୧୨: ଚଳିତ ବର୍ଷର ମିସ୍ ୟୁନିଭର୍ସ ମୁକୁଟ ବିଜୟିନୀ ହରନାଜ ସାନ୍ଧୁ ବୁଧବାର ବିଳମ୍ବିତ ରାତିରେ ସ୍ୱଦେଶ ଫେରିଛନ୍ତି । ମୁମ୍ବାଇ ବିମାନ ବନ୍ଦରରେ...

ଚଟାଣରେ ଶୋଇଥିଲେ ଏହି ପ୍ରସିଦ୍ଧ ଅଭିନେତା, ମା’ କହିଲେ..

ବଲିଉଡ୍‌ର ଆକ୍ସନ ହିରୋ ଟାଇଗର୍‌ ଶ୍ରଫଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ଟାଇଗର ତଳେ ଶୋଇଥିବା ଦେଖାଯାଇଛି। ଫଟୋଟିକୁ ତାଙ୍କ...

ଖୁସି ଅଛନ୍ତି ଶିବାନି

ମୁମ୍ବାଇ: ବଲିଉଡ ଅଭିନେତା ଫରହାନ ଅଖତର ମିସ ମାର୍ବଲ ମାଧ୍ୟମରେ ହଲିଉଡରେ ଡେବ୍ୟୁ କରିଛନ୍ତି । ତେବେ ଫରହାନଙ୍କ ଏହି ସଫଳତାକୁ ନେଇ ସବୁଠାରୁ ଅଧିକ...

ହସ୍ପିଟାଲରେ ଶ୍ୱେତା ତିଓ୍ବାରୀ: ସ୍ବାମୀ କହିଲେ, ସୁନ୍ଦର ଦେଖାଯିବା ପାଇଁ…

ଟିଭିର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିୱାରୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିକଟରେ ‘ଖତ୍ରୋଂ କେ ଖିଲାଡି-୧୧’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେ ଶୋ’ର...

ମୁମ୍ବାଇର ବିଭିନ୍ନ ସ୍ଥାନରେ ଏନ୍‌ସିବି ପକ୍ଷରୁ ଚଢାଉ: ଅଢେଇ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ

ମୁମ୍ବାଇ,୧୦।୧୨-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ସହ ଜଡିତ ଡ୍ରଗ୍ସ କାରାବାର ମାମଲାରେ ନାର୍କୋଟିକ୍ସ କଣ୍ଟୋଲ ବ୍ୟୁରୋ(ଏନ୍‌ସିବି)ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢାଉ କରି ଅଢେଇ...

ବଡ ରୋଗରେ ପୀଡ଼ିତ ଅଛନ୍ତି ସାମନ୍ଥା

ବମ୍ବେ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ ଅସୁସ୍ଥ। ଡାକ୍ତରଖାନାରେ ତାଙ୍କର ଚାଲିଛି ଚିକିତ୍ସା। ଏନେଇ ଅଭିନେତ୍ରୀ ନିଜେ ତାଙ୍କ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ...

Advertisement
Archives

Model This Week