Home Left

ଏହି ମନ୍ଦିରରେ ରକ୍ଷାବନ୍ଧନ ଉପଲକ୍ଷେ ଭୋଗ ହୁଏ ୨୧ ହଜାର ଲଡୁ

ଉଜୈନରେ ଥିବା ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ୱରଙ୍କ ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଛି। ରବିବାର ସକାଳୁ ବାବାଙ୍କ ଆରତି ପରେ ପୂଜାରୀମାନେ ମହାକାଳଙ୍କୁ ରାଖୀ ଅର୍ପଣ କରିଥାନ୍ତି। ଏହା ପରେ ଯାଇ ଆଖପାଖରେ ଥିବା ଅନ୍ୟ ମନ୍ଦିରରେ ରକ୍ଷାବନ୍ଧନ ପର୍ବ…

ଦୁର୍ଗା ଓରଫ ଅର୍ପିତାଙ୍କ ଷ୍ଟାଇଲ୍‌-ଫିଟ୍‌ନେସ୍‌ ମନ୍ତ୍ର: ଜାଣନ୍ତୁ ତାଙ୍କର ସିକ୍ରେଟ୍‌…

ଦୁର୍ଗା ନାମରେ ଘରେ ଘରେ ପରିଚିତା ଅର୍ପିତା କର। ଜଣେ ବଳିଷ୍ଠ ଅଭିନେତ୍ରୀ ହେବା ସହ ଦେଖିବାକୁ ସେ ବେଶ୍‌ ମଡର୍ନ ଓ ଷ୍ଟାଇଲିଶ୍‌। ତା’ସହ ସେ ବେଶ୍‌ ଫିଟ୍‌ ମଧ୍ୟ। ଆସନ୍ତୁ ଜାଣିବା ତାଙ୍କର କିଛି ଷ୍ଟାଇଲ୍‌ ଓ ଫିଟ୍‌ନେସ୍‌…

ଦେଶ ଜାତିର ପରିଚୟ ଦିଏ ଇତିହାସ

କେବେ ଗଢ଼ିଉଠିଥିଲା ଗଡ଼, କିପରି ଥିଲା ଗଡ଼ଖାଇର ଅତୀତ। ଆଉ କେମିତି ବିତିଥିଲା ଗଡ଼ବାସୀଙ୍କ ଜୀବନଶୈଳୀ। ଏମିତି ନାନା ପ୍ରକାରର କଥା ଜାଣିବା ପାଇଁ ଅନିସନ୍ଧିତ୍ସୁ ଭାବନାରେ ସେ ଖୋଜୁଥିଲେ ରାଜାରାଜୁଡ଼ା ସମୟର ବହୁ ଅନାଲୋଚିତ ଘଟଣାବଳୀକୁ। ଘୂରିବୁଲିଛନ୍ତି ବିଭିନ୍ନ ଅଞ୍ଚଳ।…

ଦାମୀ ରାଖୀ

ପ୍ରତିବର୍ଷ ରାଖୀପୂର୍ଣ୍ଣିମା ଉପଲକ୍ଷେ ମାର୍କେଟ୍‌ରେ ବିଭିନ୍ନ ଡିଜାଇନ୍‌ର ରାଖୀ ଉପଲବ୍ଧ ହୋଇଥାଏ। ସେଥିରୁ କିଛି ରାଖୀରେ ଜରି, ଚୁମୁକି କାମ ହୋଇଥାଏ ତ ଆଉ କିଛି ରାଖୀରେ ରଙ୍ଗବେରଙ୍ଗର ଆର୍ଟିଫିସିଆଲ୍‌ ଷ୍ଟୋନ, ମାଳି ଅଥବା ପର୍ଲ ଲାଗିଥାଏ। ହେଲେ ଏଠାରେ ଯେଉଁ…

ସମାଜ ପାଇଁ ଉଦାହରଣ ସାଜିଛନ୍ତି ଏସବୁ ଭାଇଭଉଣୀ: ତ୍ୟାଗ କରି ସାନଙ୍କ ମନରେ ଫୁଟାଇଛନ୍ତି ହସ..

ଭାଇ ଭଉଣୀ! ଏ ସମ୍ପର୍କ ରକ୍ତର। ଜଣେ ଜଣଙ୍କ ସୁଖଦୁଃଖର ସାଥୀ। ଛୋଟବେଳୁ ସାଥୀ ହୋଇ ବଢ଼ିଥାନ୍ତି। ପରସ୍ପରକୁ ଖୁବ୍‌ ଭଲଭାବେ ବୁଝିଥାନ୍ତି। କଳିଝଗଡ଼ା, ମାର୍‌ପିଟ୍‌ ତ ହୁଏ। ହେଲେ ତା’ରି ଭିତରେ ଥାଏ ସେମାନଙ୍କର ଭଲ ପାଇବା। ଆଉ ବଡ଼…

ସୁଗାର ଫ୍ରି ମିଠା ଖାଇବା ଉଚିତ ନୁହେଁ: ଡା. ଅଭୟ କୁମାର ସାହୁ

ଆଜିକାଲି ଆମ ଜୀବନଶୈଳୀ ଏପରି ହୋଇଯାଇଛି ଯେ ଆମେ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ଆଉ କିଛି ରୋଗ ଅଛି, ଯାହା ଅନେକଙ୍କ କ୍ଷେତ୍ରରେ ଦେଖାଯାଏ। ସେଥିମଧ୍ୟରୁ ମଧୁମେହ ଓ ଥାଇରଏଡ୍‌ ଘରେ ଘରେ ଦେଖାଯାଉଛି। ମଧୁମେହ ହେଲେ ଲୋକେ ଗୁରୁତର…

ରାଶି ଅନୁସାରେ ଭାଇଙ୍କୁ ବାନ୍ଧନ୍ତୁ ଏପରି ରଙ୍ଗର ରାଖୀ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ରାଖୀପୂର୍ଣ୍ଣିମା ଦିନ ଯଦି ଭଉଣୀଟିଏ ତା’ ଭାଇର ରାଶିକୁ ସୁହାଇଲା ଭଳି ଠିକ୍‌ ରଙ୍ଗର ରାଖୀ ଚୟନ କରି ହାତରେ ବାନ୍ଧିଦେଇ ଥାଏ, ତା’ହେଲେ ସେହି ରାଖୀ ଭାଇ ଜୀବନରେ ସୁଖସମୃଦ୍ଧି ଭରିଦେଇଥାଏ ବୋଲି ବିଶ୍ୱାସ କରାଯାଏ। ଯେମିତିକି…

ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ କ’ଣ କରିବେ? ଜାଣନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ସୁଖ ଶାନ୍ତି ବଜାୟ ରଖିବା ସହ ଅଭାବ ଅନଟନରୁ ରକ୍ଷା ପାଇବା ପାଇଁ କ’ଣ ସବୁ କରିବା ଆବଶ୍ୟକ ଆସନ୍ତୁ ଜାଣିବା ସେ ସମ୍ପର୍କରେ… * କୁହାଯାଏ, ଗୃହର ମୁଖ୍ୟ ଦ୍ୱାରର ଉପର ପାର୍ଶ୍ୱରେ ସବୁଜ ରଙ୍ଗର…

୩-୪ ପିଲା ଜନ୍ମ କରିବାକୁ ଚାହାନ୍ତି ଏହି ଅଭିନେତ୍ରୀ, ମାତ୍ର ବିବାହ ପ୍ରଶ୍ନ କରିବାରୁ…

ମୁମ୍ବାଇ: ଅଭିନେତ୍ରୀ ଭୂମି ପେଡେନକର ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୂମି ୬ ବର୍ଷର କ୍ୟାରିୟର ମଧ୍ୟରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି। ଭୂମି ବ୍ୟକ୍ତିଗତ ଜୀବନକୁ ନେଇ ଯେତିକି ଚର୍ଚ୍ଚାରେ ରୁହନ୍ତିନି ଫିଲ୍ମକୁ ନେଇ…

ସୌରଚାଳିତ ଯନ୍ତ୍ରର ବ୍ୟବହାର ବଢ଼ୁଛି

ଭୁବନେଶ୍ୱର,୨୨।୮(ବ୍ୟୁରୋ): ସବୁଜ ଶକ୍ତି ବ୍ୟବହାର ବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜୁଲାଇ ଶେଷ ସୁଦ୍ଧା ଓରେଡା ରାଜ୍ୟର ବିଭିନ୍ନ ସ୍ଥାନରେ ୪ ଲକ୍ଷ ଅଣପାରମ୍ପରିକ ଶକ୍ତି ଉତ୍ପାଦନ ଓ ବ୍ୟବହାର…

କଲ୍ୟାଣ ସିଂଙ୍କୁ ଶ୍ରଦ୍ଧାଞ୍ଜଳି

ଲକ୍ଷ୍ନୌ,୨୨ ।୮: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂ ଶନିବାର ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍ (ଏସ୍‌ଜିପିଜିଆଇ)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଜୁଲାଇ…

ଜେଲ୍‌ରେ ଭାଇ ହତ୍ୟାକାରୀଙ୍କ ପ୍ରେମରେ ପଡ଼ିଲେ ଯୁବତୀ, ଆଉ ତା’ ପରେ…

ଆମେରିକାର ଜେଲ୍‌ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଯେଉଁଠି ଜଣେ ଯୁବତୀ ତାଙ୍କ ସାବତ ଭାଇଙ୍କୁ ହତ୍ୟା କରିଥିବା ଅପରାଧୀଙ୍କୁ ଜେଲ୍‌ରେ ପ୍ରେମ କରିବସିଲେ। ଦୁଇଜଣଙ୍କ ପ୍ରେମ କାହାଣୀ ଚିଠିରୁ ଆରମ୍ଭ ହୋଇଥିଲା। ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri