Home Left

ତାଲିବାନକୁ ଭୟ ନାହିଁ; କିଛି ଏଭଳି ଢ଼ଙ୍ଗରେ ଜବାବ ଦେଲେ ଆଫଗାନିସ୍ତାନର ଏହି ସ୍ପିନର

ନୂଆଦିଲ୍ଲୀ,୨୨।୮: ଆଫଗାନିସ୍ତାନକୁ ଦଖଲକୁ ନେଇଛି ତାଲିବାନ। ଏହାକୁ ନେଇ ଦେଶରେ ଆତଙ୍କ ଖେଳିଯାଇଛି। ଲୋକମାନେ ଦେଶର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି। ଏପରି ସ୍ଥିତିରେ ଦେଶଠାରୁ ଦୂରରେ ଇଂଲଣ୍ଡରେ କ୍ରିକେଟ ଖେଳୁଥିବା ଆଫଗାନିସ୍ତାନ କ୍ରିକେଟ ଟିମ୍‌ର ସ୍ପିନର ରସିଦ ଖାନ୍‌…

ରାଖୀରେ ପ୍ରିୟଙ୍କାଙ୍କ ସହ ପିଲାଦିନର ଫଟୋ ଶେୟାର କଲେ ରାହୁଲ ଗାନ୍ଧୀ, ଲେଖିଲେ ଏମିତି…

ଲକ୍ଷ୍ନୌ,୨୨ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ରାଖୀ ଉପଲକ୍ଷେ ଏକ ପୋଷ୍ଟ ଶେୟାର କରିଛନ୍ତି। ଯାହା ଲୋକମାନଙ୍କ ହୃଦୟ ଜିତିଛି। ସେ ଏକ ଫଟୋ ସହିତ ଭାବପ୍ରବଣ କ୍ୟାପଶନଟିଏ ଲେଖିଛନ୍ତି, ‘ମୋ ଭଉଣୀର ସ୍ନେହ…

ପଡୋଶୀ ଦେଶର ସ୍ଥିତି କହୁଛି ସିଏଏ କାହିଁକି ଜରୁରୀ: ହରଦୀପ ପୁରୀ

ନୂଆଦିଲ୍ଲୀ,୨୨ ।୮: ଆଫଗାନିସ୍ତାନ ତାଲିବାନ କବଜାକୁ ଆସିବା ପରେ ସ୍ଥିତି ବେଳକୁ ବେଳ ବେକାବୁ ହେବାରେ ଲାଗିଛି । ତାଲିବାନି ଶାସନ ଆଗରେ ନିଜକୁ ଅସୁରକ୍ଷିତ ମଣୁଥିବା ଆଫଗାନିବାସୀ ଏବେ ଦେଶଛାଡି ପଳାଇ ଯିବାକୁ ଉଦ୍ୟତ ହେଉଛନ୍ତି । ଏଭଳି ସ୍ଥିିରେ…

ଅଶାନ୍ତ କାବୁଲ ବିମାନ ବନ୍ଦର: ୭ ଆଫଗାନୀ ମୃତ

କାବୁଲ,୨୨ ।୮: ଆଫଗାନୀସ୍ତାନ ଉପରେ ତାଲିବାନ କବଜା କରିବା ପରଠାରୁ ସେଠାରେ ପରିସ୍ଥିତି ଅଶାନ୍ତ ହୋଇ ପଡିଛି । ସବୁଠି ଭୟ ଆଉ ଭୟ । ରବିବାର କାବୁଲ ବିମାନ ବନ୍ଦର ପୁଣିଥରେ ଅଶାନ୍ତ ହୋଇପଡିଛି । ଦେଶଛାଡି ଚାଲିଯିବାକୁ ଉଦ୍ୟତ…

ଐତିହ୍ୟ ଘୋଡ଼ାର ପାର୍ଶ୍ୱ ସ୍ଥାପତ୍ୟ ହଟିଲା

ଭୁବନେଶ୍ୱର, ୨୨।୮(ବ୍ୟୁରୋ): ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ଗୋଲେଇ ଛକରେ ଥିବା ଐତିହ୍ୟ ଘୋଡା ଓ ଯୋଦ୍ଧା ସ୍ଥାପତ୍ୟ ସ୍ଥାନାନ୍ତର ନିଷ୍ପତ୍ତିରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏଠାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଘୋଡ଼ା ରହିଲେ ମଧ୍ୟ ଏହା ଚାରିପାର୍ଶ୍ୱରେ ଥିବା ନର୍ତ୍ତକୀ ମୂର୍ତ୍ତି…

ଭାରତ ପହଞ୍ଚି ଭାବୁକ ହେଲେ ଆଫଗାନ ସାଂସଦ, ଯାହା ୨୦ ବର୍ଷରେ ହୋଇଥିଲା ସବୁ ଶେଷ ହୋଇଗଲା

ଗାଜିଆବାଦ,୨୨ ।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ କରିବା ପୂର୍ବରୁ ସେଠାରେ ଥିବା ଭାରତୀୟଙ୍କୁ ଉଦ୍ଧାର କରିବା କାମ ଚାଲିଛି । ରବିବାର ବାୟୁସେନାର ଏକ ବିମାନ ଯୋଗେ ୧୦୭ ଭାରତୀୟ ଗାଜିଆବାଦ ପହଞ୍ଚିଛନ୍ତି । ମୋଟ ୧୬୮ ଯାତ୍ରୀଙ୍କ ମଧ୍ୟରୁ…

କାହା ଉପରେ ସହଜରେ ବିଶ୍ୱାସ କରିବା ପୂର୍ବରୁ ମନେରଖନ୍ତୁ ଚାଣକ୍ୟଙ୍କ ଏହି ୪ କଥା, ନଚେତ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ବିଷୟରେ ଉଲ୍ଲେଖ କରାଯାଇଛି। ଏହାକୁ ମାନିଲେ ଯେକେହି ସଫଳ ଏବଂ ସୁଖୀ ଜୀବନ ଅତିବାହିତ କରିପାରିବ। ସେଭଳି ଗୋଟିଏ ବିଷୟ ହେଲା ବିଶ୍ୱାସ। ଚାଣକ୍ୟ କୁହନ୍ତି କାହା ଉପରେ…

ଅକ୍ଷୟଙ୍କ ସହ ମନ୍ଦିରରେ ନିର୍ବନ୍ଧ, ଅଜୟ ଦେବଗନଙ୍କୁ ରକ୍ତରେ ଚିଠି ଲେଖିଥିଲେ ଏହି ଅଭିନେତ୍ରୀ; ହେଲେ…

ବମ୍ବେ: ୧୯୯୧ରେ ଫିଲ୍ମ ‘ପଥର କେ ଫୁଲ’ ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ରବିନା ଟଣ୍ଡନ। ଫିଲ୍ମରେ ତାଙ୍କର ନାୟକ ସାଜିଥିଲେ ସଲମାନ୍‌ ଖାନ। ଉଭୟଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ କରାଯାଇଥିଲା। ଏବେ ସେ ଫିଲ୍ମଜଗତରୁ ଦୂରେଇ ଯାଇଥିଲେ ହେଁ…

ଆଉ ୬୯ ମୁଣ୍ଡ ନେଲା କରୋନା: କଟକ-ଜଗତସିଂହପୁରରୁ ସର୍ବାଧିକ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୩୫୮କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ କଟକ ଓ ଜଗତସିଂହପୁରରୁ ୧୩ ଜଣ ଲେଖାଏ ଥିବା ବେଳେ ଢେଙ୍କାନାଳରୁ…

ଲା ଗଣେଶନ ମଣିପୁରର ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ,୨୨ ।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲା ଗଣେଶନଙ୍କୁ ମଣିପୁରର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ଗଣେଶନ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା । ଏହା ବ୍ୟତୀତ ସେ ତାମିଲନାଡୁ ଭାରତୀୟ ଜନତା ପାର୍ଟି(ଭାଜପା)ର ଅଧ୍ୟକ୍ଷ…

ଲୋକପ୍ରିୟ ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହେ’ ଛାଡ଼ିବେ ମୋହସିନ! ଏପରି ହେଉଛି ଚର୍ଚ୍ଚା…

ବମ୍ବେ: ଦୀର୍ଘ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି ଟେଲି ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହେ’। ଆଜି ବି ରେଟିଂ ଚାର୍ଟରେ ଏହା ଶୀର୍ଷରେ ରହୁଛି। ପାରିବାରିକ କାହାଣୀକୁ ନେଇ ଧାରାବାହିକ ଚାଲିଥିବା ବେଳେ ଶୋ’ରେ ମୁଖ୍ୟ ଭୂମିକାରେ…

ଏହି ମନ୍ଦିରରେ ରକ୍ଷାବନ୍ଧନ ଉପଲକ୍ଷେ ଭୋଗ ହୁଏ ୨୧ ହଜାର ଲଡୁ

ଉଜୈନରେ ଥିବା ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ୱରଙ୍କ ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଛି। ରବିବାର ସକାଳୁ ବାବାଙ୍କ ଆରତି ପରେ ପୂଜାରୀମାନେ ମହାକାଳଙ୍କୁ ରାଖୀ ଅର୍ପଣ କରିଥାନ୍ତି। ଏହା ପରେ ଯାଇ ଆଖପାଖରେ ଥିବା ଅନ୍ୟ ମନ୍ଦିରରେ ରକ୍ଷାବନ୍ଧନ ପର୍ବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri