ପିଲାଙ୍କୁ ମିଳୁନି ପାଣିଟିକେ!
କାବୁଲ,୨୨ ।୮: ଆଫଗାନିସ୍ତାନର ଅବସ୍ଥା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ତାଲିବାନ ଭୟରେ ଦେଶ ଛାଡୁଥିବା ଲୋକଙ୍କ ଅବସ୍ଥା ନ କହିବା ଭଲ । ଘଣ୍ଟା ଘଣ୍ଟା ଦିନ ଦିନ ବିମାନ ବନ୍ଦରରେ ଅପେକ୍ଷା କରୁଥିବା ଲୋକଙ୍କ…
ଜନ୍ମଦିନରେ ବଡ଼ ଘୋଷଣା କଲେ ଏହି ପ୍ରସିଦ୍ଧ ଅଭିନେତା
ମେଗାଷ୍ଟାର ଚିରଞ୍ଜୀବୀ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ରର ନାଁ ଘୋଷଣା କରିଛନ୍ତି। ଚିରୁ ୧୫୩ ନାମକ ତେଲୁଗୁ ଚଳଚ୍ଚିତ୍ରରେ ଗଡଫାଦର ଭାବରେ ନଜର ଆସିବେ ଚିରଞ୍ଜୀବୀ। ଏହା ୨୦୧୯ ମାଲାୟାଲମ ଆକ୍ସନ…
‘ଭାରତୀୟଙ୍କ ପାଇଁ ଆମେ ବଞ୍ଚିଗଲୁ’
ନୂଆଦିଲ୍ଲୀ,୨୨।୮ : ଆଫଗାନିସ୍ତାନରେ ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ସେମାନେ (ତାଲିବାନ) ମୋ ଘର ଜାଳି ଦେଲେ। ବାଟ ନ ପାଇ ମୁଁ ମୋ ଝିଅ ଓ ଦୁଇ ନାତିଙ୍କ ସହ ପଳେଇ ଆସିଛି। ଭାରତୀୟ ଭାଇ ଓ ଭଉଣୀମାନଙ୍କ ପାଇଁ…
ଲିଭ୍-ଇନ୍ରେ ରହିବା ଅପବିତ୍ର
ଚଣ୍ଡିଗଡ,୨୨।୮: ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ଲିଭ୍-ଇନ୍ ରିଲେସନଶିପ୍କୁ ଅପବିତ୍ର ଘୋଷଣା କରିଛନ୍ତି। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଜଣେ ବିବାହିତା ମହିଳାଙ୍କ ଲିଭ-ଇନ ରିଲେସନ୍ଶିପ୍ରେ ଥିବା ଜଣେ ଯୋଡିଙ୍କ ସୁରକ୍ଷା ଆବେଦନକୁ…
ଆଫଗାନିସ୍ତାନରୁ ଫେରୁଥିବା ଲୋକଙ୍କୁ ଦିଆଯାଉଛି ପୋଲିଓ ଟିକା, କରାଯାଉଛି ଆର୍ଟିପିସିଆର୍ ଟେଷ୍ଟ
ନୂଆଦିଲ୍ଲୀ,୨୨ ।୮: ଆଫଗାନିସ୍ତାନରେ ତାଲିବାନ ରାଜ ପରେ ସେଠାରେ ଥିବା ଲୋକ ଦେଶ ଛାଡିବାକୁ ଚାହୁଁଥିବା ବେଳେ ଆମେରିକା, କାନାଡା ଓ ଭାରତ ଭଳି ଦେଶ ସେମାନଙ୍କ ନାଗରିକଙ୍କୁ ବାହାରକୁ ନେଇ ଆସିବାକୁ ଯଥାସାଧ୍ୟ ଚେଷ୍ଟା ଚଳାଇଛନ୍ତି । ସ୍ୱତନ୍ତ୍ର ବିମାନ…
ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବଦଳରେ ଜୀବିତ ଯବାନଙ୍କ ଘରେ ପହଞ୍ଚିଗଲେ କେନ୍ଦ୍ର ମନ୍ତ୍ରୀ
ବେଙ୍ଗାଲୁରୁ,୨୨।୮: କର୍ନାଟକରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଏ ନାରାୟଣସ୍ବାମୀ ଶହୀଦ ହୋଇଥିବା ଯବାନଙ୍କ ବଦଳରେ ଜୀବିତ ଯବାନଙ୍କ ଘରେ ପହଞ୍ଚି ଯବାନଙ୍କ ସମ୍ପର୍କୀୟଙ୍କୁ ସରକାରୀ ଚାକିରି ଏବଂ ଜମି ଦେବା…
ଆଫଗାନିସ୍ତାନ ନାଗରିକଙ୍କ ହାତରେ ମମତା ବାନାର୍ଜିଙ୍କ ଫଟୋ ଥିବା ରାଖୀ
କୋଲକତା,୨୨।୮: ଆଫଗାନିସ୍ତାନରେ ତାଲିବାନ ଶାସନର ଆଗମନ ପରେ ସମଗ୍ର ବିଶ୍ୱ ଆଫଗାନିସ୍ତାନ ନାଗରିକଙ୍କ ସହ ସମବେଦନା ଜଣାଉଛି। ବଙ୍ଗଳା ସରକାର ମଧ୍ୟ ଆଫଗାନିସ୍ତାନ ନାଗରିକଙ୍କ ସମ୍ମାନ ଦେବା ପାଇଁ ଏକ ନିଆରା ଉପାୟ ଅବଲମ୍ବନ କରିଛି। ଆଜି ଭାରତରେ ରାଖୀ ପୂର୍ଣ୍ଣିମା…
ଏବେ ଏହି ଅଭିନେତାଙ୍କୁ ଚିହ୍ନିବା କଷ୍ଟକର
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ବର୍ତ୍ତମାନ କ୍ୟାଟ୍ରିନା କୈଫ୍ଙ୍କ ସହ ରୁଷିଆରେ ଫିଲ୍ମ ‘ଟାଇଗର-୩’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଗତ ସପ୍ତାହରେ ଦୁଇଜଣ ଯାକ ଏହି ଫିଲ୍ମ ଶୁଟିଂ ପାଇଁ ରୁଷିଆ ଯାଇଥିଲେ। ଏବେ ଶୁଟିଂଶେଟ୍ରୁ ସଲମାନ କିଛି ଲାଟେଷ୍ଟ…
ଇଂଲଣ୍ଡ ଦଳର ଘା’ରେ ଚୂନ ଲଗାଇଲେ ନିଜ ଦେଶର କ୍ରିକେଟର୍, କହିଲେ ଏମିତି
ଲଣ୍ଡନ,୨୨।୮: ଭାରତ ବିପକ୍ଷରେ ଇଂଲଣ୍ଡ କ୍ରିକେଟ ଦଳ ଲର୍ଡସ ଟେଷ୍ଟ ହାରିବା ପରେ ଘରୋଇ ଦଳକୁ ପ୍ରଦର୍ଶନ ନେଇ କ୍ରମାଗତ ସମାଲୋଚନାର ସମ୍ମୁଖୀନ ହେଉଛି। ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ ଦଳର ଭୁଲକୁ ପଦାକୁ ଆଣିବା ପାଇଁ କୌଣସି ସୁଯୋଗ…
ମାନସିକ ନିର୍ଯାତନାର ଶିକାର ହୋଇ ଦେଶ ଛାଡିଲେ ଏହି କ୍ରିକେଟର୍
ଭାରତୀୟ କ୍ରିକେଟ୍ର ପରବର୍ତ୍ତୀ ସୁପରଷ୍ଟାର କୁହାଯାଉଥିବା ଉନ୍ମୁକ୍ତ ଚାନ୍ଦ ମାତ୍ର ୨୮ ବର୍ଷ ବୟସରେ ଭାରତୀୟ କ୍ରିକେଟକୁ ଅଲବିଦା କହିଚନ୍ତି। ୧୩ ଅଗଷ୍ଟରେ ଭାରତୀୟ କ୍ରିକେଟରୁ ଅବସର ନେଇଥିବା ଉନ୍ମୁକ ଚାନ୍ଦଙ୍କ ବିଷୟରେ ଚର୍ଚ୍ଚାହେଉଛି। ଉନ୍ମୁକ ଚାନ୍ଦ ଗତ ତିନିମାସ ଧରି…
ମିଳିଲା ୮୦୦ ବର୍ଷ ତଳର ଲୁହା ଚେନ୍ରେ ତିଆରି ଶର୍ଟ, ତଥାପି ଲାଗିନି କଳଙ୍କି
ସାଧାରଣତଃ ଲୁହା ସାମଗ୍ରୀ କିଛିଦିନ ରହିବା ପରେ ଏଥିରେ କଳଙ୍କ ଲାଗିଯାଇଥାଏ। ମାତ୍ର ୮୦୦ ବର୍ଷର ତଳର ଲୁହା ଚେନ୍ରେ ତିଆରି ଏକ ଶର୍ଟ ମିଳିଛି ତଥାପି ଏଥିରେ କଳଙ୍କି ଲାଗିନାହିଁ। ଗତ ସପ୍ତାହରେ ଏକ କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ଏ…
ଟିଆର୍ପି ପାଇଁ ପ୍ରେମର ଡ୍ରାମା କରିଥିଲେ ଏହି ଯୋଡ଼ି; ଏବେ ପାଖାପାଖି ଫ୍ଲାଟ୍ କିଣି ଚର୍ଚ୍ଚାରେ…
ବମ୍ବେ: ଇଣ୍ଡିଆନ ଆଇଡଲ-୧୨ରେ ଚର୍ଚ୍ଚିତ ଯୋଡ଼ି ପାଲଟିଥିଲେ ଅରୁଣୀତା କାଞ୍ଜିଲାଲ ଏବଂ ପଓ୍ବନଦୀପ ରାଜନ। ପ୍ରଥମେ ଏମାନେ ପ୍ରେମରେ ପଡ଼ିଥିବା କୁହାଯାଉଥିବା ବେଳେ ଉଭୟ ଭଲ ବନ୍ଧୁ ବୋଲି ସ୍ପଷ୍ଟ କରିଥିଲେ। ଏହାକୁ ନେଇ ପ୍ରଶଂସକମାନେ ଶୋ’ ନିର୍ମାତାଙ୍କ ଉପରେ ଖପ୍ପା…
Archives


