Home Left

ନାତିଙ୍କୁ ୪୦ କୋଟିର ଗିଫ୍ଟ ଦେଲେ ରାଣା କପୁରଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୮: ୟେସ୍‌ ବ୍ୟାଙ୍କର ପ୍ରମୋଟର ରାଣା କପୁରଙ୍କ ବିରୋଧରେ ଋଣ ମାମଲା ନେଇ ବର୍ତ୍ତମାନ ତଦନ୍ତ ଚାଲିଛି। ରାଣାଙ୍କ ସ୍ତ୍ରୀ ବିନ୍ଦୁ କପୁର ତାଙ୍କ ୯ ମାସର ନାତି ଆଶିବ ଖାନ୍ନାଙ୍କୁ ୪୦ କୋଟି ଟଙ୍କାର ଏକ ପ୍ରପର୍ଟି ଉପହାର ଦେଇ…

୨୩ରୁ ଡ୍ରାଇଭିଂ ଲର୍ନର ଲାଇସେନ୍ସ ଆବେଦନ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ଆସନ୍ତା ଅଗଷ୍ଟ ୨୩ ତାରିଖରୁ ନୂତନ ଡ୍ରାଇଭିଂ ଲର୍ନର ଲାଇସେନ୍ସ (ଏଲ୍‌ଏଲ୍‌)ପାଇଁ ଆବେଦନ କରି ହେବ। କୋଭିଡ୍‌ ଗାଇଡଲାଇନକୁ ଅନୁସରଣ କରି ଲର୍ନର ଲାଇସେନ୍ସ ଗ୍ରହଣ କରିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ(ଏସଟିଏ) ପକ୍ଷରୁ ସମସ୍ତ ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷଙ୍କୁ ଜଣାଇ…

ଜୈବିକ ଖତକୁ ପ୍ରୋତ୍ସାହନ ଲୋଡ଼ା

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟକୁ ରାସାୟନିକ ସାର ଯୋଗାଣ ପର୍ଯ୍ୟାପ୍ତ ହେଉ ନ ଥିବାରୁ ବ୍ୟବହାର କମିବାରେ ଲାଗିଲାଣି। ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧ ଲକ୍ଷ ମେଟ୍ରିକ ଟନ୍‌ ସାର ବ୍ୟବହାର ହ୍ରାସ ପାଇଥିବା ଜଣାଯାଇଛି। କୃଷିମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ…

ଦିଲ୍ଲୀରେ ଦଶନ୍ଧି ପୁରୁଣା ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ,୨୨।୮: ଦିଲ୍ଲୀରେ ଶନିବାର ଗୋଟିଏ ଦିନରେ ସର୍ବାଧିକ ୧୩୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତ ୧୩ ବର୍ଷ ମଧ୍ୟରେ ଅଗଷ୍ଟ ମାସରେ ଏହା ଗୋଟିଏ ଦିନରେ ସର୍ବାଧିକ ବର୍ଷା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରବଳ ବର୍ଷା ଯୋଗୁ…

ଇସ୍ତଫାରୁ ଫେରିଲେ ତ୍ରିପୁରା କଂଗ୍ରେସ ମୁଖ୍ୟ

ଅଗରତାଲା, ୨୨।୮: ତ୍ରିପୁରା ପ୍ରଦେଶ କଂଗ୍ରେସ ସଭାପତି ପିଜୁଶ କାନ୍ତି ବିଶ୍ୱାସ ଶନିବାର ନିଜ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଥିଲେ। ବ୍ୟକ୍ତିଗତ କାରଣ…

ଝିଅ ବଳାତ୍କାରୀଙ୍କୁ ହତ୍ୟା କରି ପ୍ରତିଶୋଧ ନେଲେ ବାପା

ନୂଆଦିଲ୍ଲୀ,୨୨।୮ : ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ୩୨ ବର୍ଷୀୟ ଯୁବକଙ୍କୁ ହତ୍ୟା କରିଛନ୍ତି ପୀଡ଼ିତାଙ୍କ ବାପା। ଗୁରୁବାର ରାତିରେ ଏଭଳି ଘଟଣା ଘଟିଛି ରାଜକୋଟର ସନ୍ତ କବିର ରୋଡ୍‌ ଅଞ୍ଚଳରେ। ପୋଲିସ ବଳାତ୍କାର ପୀଡ଼ିତାଙ୍କ ବାପା ଓ ତାଙ୍କ…

୫ ହଜାର ଆଫଗାନ ନାଗରିକଙ୍କୁ ଶରଣ ଦେବ ୟୁଏଇ

ଦୁବାଇ,୨୨।୮ : ଆଗାମୀ ୧୦ ଦିନ ମଧ୍ୟରେ ଆମେରିକାର ବିମାନ ଯୋଗେ ୫ ହଜାର ଆଫଗାନ ନାଗରିକଙ୍କୁ ଉଦ୍ଧାର କରାଯିବ। ସେମାନଙ୍କୁ ପଡ଼ୋଶୀ ଦେଶ ସାମରିକ ଶରଣ ଦେବାକୁ ରାଜି ହୋଇଛି ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)। ସେଠାରୁ ଆଫଗାନ ନାଗରିକାମାନେ…

ତାଲିବାନ୍‌ ସପକ୍ଷରେ ରାଷ୍ଟ୍ରପତିଙ୍କ ଭାଇ

କାବୁଲ,୨୨।୮: ଆଫଗାନିସ୍ତାନର କ୍ଷମତାଚ୍ୟୁତ ତଥା ପଳାତକ ରାଷ୍ଟ୍ରପତି ଅଶ୍ରଫ୍‌ ଗନିଙ୍କ ଭାଇ ହଶମତ୍‌ ଗନି ଅହମଦଜାଇ ତାଲିବାନକୁ ସମର୍ଥନ ଜଣାଇଛନ୍ତି। ସେ ତାଲିବାନ ପ୍ରତି ଆନୁଗତ୍ୟ ପ୍ରକାଶ କରିଛନ୍ତି। ଗ୍ରାଣ୍ଡ୍‌ କାଉନ୍‌ସିଲ୍‌ ଅଫ୍‌ କୁଚିସ୍‌ ମୁଖ୍ୟ ହଶମତ୍‌ ଗନି ତାଲିବାନ ନେତା…

ପଡ଼ୋଶୀଙ୍କ କାଠ ଫାଳିଆ ମାଡ଼ରେ ଗଲା ଜୀବନ

ପୋଲସରା,୨୧ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ବଡପଙ୍କଳବାଡି ପଞ୍ଚାୟତରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଛି। ପଡ଼ୋଶୀଙ୍କ କାଠ ଫାଳିଆ ମାଡ଼ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ କେ.ବଣରାମଚନ୍ଦ୍ରପୁର ଗ୍ରାମର ଭଗବତ ନାୟକ(୫୫)। ଶନିବାର କୌଣସି କଥାକୁ ନେଇ…

ଡିଏଫ୍‌ଓଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇପାରେ

ପାରଳାଖେମୁଣ୍ଡି,୨୧ା୮(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଶନିବାର କ୍ରାଇମବ୍ରାଞ୍ଚ ଟିମ୍‌ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ)ଙ୍କୁ ଜେରା କରିଛି। ଦୀର୍ଘ ୩ ଘଣ୍ଟା ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରାଯାଇଛି। ତେବେ…

ଆଇପିଏଲରୁ ବାଦ୍‌ ପଡ଼ିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୨୧।୮: ଚଳିତ ଆଇପିଏଲ ସିଜନର ଅବଶିଷ୍ଟାଂଶ ମ୍ୟାଚ୍‌ରେ ଇଂଲଣ୍ଡ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ଖେଳିବେ ନାହିଁ। ଏଥି ଲାଗି ରାଜସ୍ଥାନ ରୟାଲ୍ସ (ଆରଆର) ଫ୍ରାଞ୍ଚାଇଜ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ରାଜସ୍ଥାନ ଟିମ୍‌ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଖେଳାଳି…

କ୍ଲାସରେ ଏକାଠି ବସି ପାରିବେନି ଛାତ୍ରୀଛାତ୍ର

କାବୁଲ,୨୧।୮: ଆଫଗାନିସ୍ତାନର ହେରାତ୍‌ ପ୍ରଦେଶରେ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟର କ୍ଲାସରେ ଛାତ୍ରୀଛାତ୍ର ଆଉ ଏକାଠି ବସି ପଢ଼ିପାରିବେ ନାହିଁ। ତାଲିବାନ୍‌ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଘରୋଇ ଶିକ୍ଷାନୁଷ୍ଠାନ ମାଲିକ ଏବଂ ତାଲିବାନ୍‌ ଅଧିକାରୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri