Home Left

ରାଜଧାନୀର ୨ଟି ବାରରେ ଲାଗିଲା ତାଲା

ଭୁବନେଶ୍ୱର,୨୨।୮(ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ଅଧୀନ କଟକ ରୋଡ କଳ୍ପନା ଛକ ନିକଟରେ ଥିବା ପେଣ୍ଟାଗନ୍‌ ବାର ଆଣ୍ଡ ହୋଟେଲ ଓ ନିଶା ବାର୍‌କୁ ରବିବାର ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଇଛି। ସପ୍ତାହନ୍ତ ସଟ୍‌ଡାଉନ୍‌ରେ ପେଣ୍ଟାଗନ୍‌ ବାର୍‌ରେ ଜୁଆ ଆଡ୍ଡା ଚାଲିଥିବାରୁ ଏହାକୁ…

ମହାନ ଖେଳାଳିଙ୍କ ରେକର୍ଡ ଭାଙ୍ଗିବେ ରୋହିତ

ଲିଡ୍ସ,୨୨।୮ : ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ନିକଟରେ ରହିଛି କିମ୍ବଦନ୍ତୀ ଅଲରାଉଣ୍ଡର କପିଳ ଦେବଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ। ଟେଷ୍ଟ କ୍ରିକେଟରେ ସର୍ବାଧିକ ସଂଖ୍ୟକ ଛକା ମାରିଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ କପିଳଙ୍କୁ ପଛରେ ପକାଇବା ଲାଗି ରୋହିତଙ୍କୁ…

୮ ଦିନରେ ୯୪୮ ପିଲା କରୋନା ସଂକ୍ରମିତ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟରେ କରୋନାର କୋପ କମୁଥିବା ବେଳେ ପିଲାଙ୍କ ସଂକ୍ରମଣ ଏବେ ଚିନ୍ତା ଘାରିଛି। ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୧୦ଲକ୍ଷ ଟପିଥିବା ବେଳେ ଏଥିରେ ପିଲା ଅଛନ୍ତି ପ୍ରାୟ ଏକ ଲକ୍ଷ। ଆଉ ୩୬ ପିଲାଙ୍କ ମୃତ୍ୟୁ ହୋଇଛି। ତେବେ…

ହିନାଙ୍କ ଗ୍ୟାଙ୍ଗଷ୍ଟର ଲୁକ୍‌

ମୁମ୍ବାଇ: ଟେଲିଭିଜନ ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା’ରୁ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ହିନା ଖାଁ ଏବେ ଖୁବ୍ ଚର୍ଚ୍ଚାରେ । ଟେଲିଭିଜନ ଦୁନିଆ ଅପେକ୍ଷା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଏହି ଅଭିନେତ୍ରୀ ।…

ଟଙ୍କା ଭର୍ତ୍ତି ଭ୍ୟାନ ଲୁଟ୍‌ ପଛରେ ଡ୍ରାଇଭର

ବ୍ରହ୍ମପୁର ଅଫିସ,୨୨ା୮: ବ୍ରହ୍ମପୁର ବଡବଜାର ଥାନା ଅଧୀନ ଆସକାରୋଡରୁ ଏଟିଏମ୍‌ ଟଙ୍କା ଭର୍ତ୍ତି ଭ୍ୟାନ୍‌ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଭ୍ୟାନ୍‌ର ଡ୍ରାଇଭର ଆଶିଷ କୁମାର ଦିଗାଲଙ୍କୁ କେହି ଅପହରଣ କରି ନ ଥିଲେ। ବରଂ ସେ ନିଜେ ଅପହରଣ…

ଭଡାଘରେ ରୁହନ୍ତି ଜ୍ୟାକଲିନ!

ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିମାନେ ଗୋଟିଏ ଗୋଟିଏ ଫିଲ୍ମରେ କାମ କରିବା ପାଇଁ କୋଟିକୋଟି ଟଙ୍କା ପାରିଶ୍ରମିକ ନେଇଥାଆନ୍ତି । ଆଉ ଏମାନେ ବେଶ୍ ଲକ୍‌ଜରିୟସ ଲାଇଫ୍ ମେଣ୍ଟେନ୍ କରନ୍ତି ବୋଲି ସମସ୍ତଙ୍କୁ ଜଣା । ଆଉ ଏମାନଙ୍କର ମୁମ୍ବାଇରେ ରହିଛି ଲକ୍ଷାଧିକ…

ବ୍ୟାଙ୍କ ଲୁଟ୍‌ ପୂର୍ବରୁ ପୋଲିସ୍‌ ଗୁଳିରେ ଗଲା ଲୁଟେରାଙ୍କ ଜୀବନ

ଗୁଆହାଟି,୨୨।୮ : ଆସାମର କୋକ୍ରାଝର ଜିଲାରେ ଏକ ବଡ଼ ଧରଣର ବ୍ୟାଙ୍କ୍‌ ଲୁଟକୁ ବିଫଳ କରି ଦେଇଛି ପୋଲିସ। ଲୁଟ୍‌ କରିବାକୁ ଯାଉଥିବା ୩ ଅଭିଯୁକ୍ତ ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି। କୋକ୍ରାଝାର ସହରଠାରୁ ପ୍ରାୟ ୬ କି. ମି. ଦୂରରେ…

ଭାରତ ବିଭାଜନକୁ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ସହ ତୁଳନା କଲେ ସଞ୍ଜୟ ରାଉତ

ମୁମ୍ବାଇ,୨୨।୮: ଭାରତ ବିଭାଜନକୁ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ସହ ତୁଳନା କରିଛନ୍ତି ଶିବସେନା ଏମ୍‌ପି ସଞ୍ଜୟ ରାଉତ। ରବିବାର ପାର୍ଟି ମୁଖପତ୍ର ସାମ୍‌ନାରେ ପ୍ରକାଶିତ ତାଙ୍କ ସାପ୍ତାହିକ ସ୍ତମ୍ଭ ‘ରୋକଟୋକ’ରେ ରାଉତ କହିଛନ୍ତି ଯେ, ଏହି ଘଟଣା ଦେଶର ସାର୍ବଭୌମତ୍ୱ ଏବଂ…

ଇନ୍‌ଫୋସିସ୍‌ ସିଇଓଙ୍କୁ ସମନ

ନୂଆଦିଲ୍ଲୀ,୨୨।୮: ଆୟ ବିଭାଗର ନୂତନ ଇ-ଫାଇଲିଂ ପୋର୍ଟାଲରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ଉପରେ ରବିବାର ଅର୍ଥ ମନ୍ତ୍ରଣାଳୟ କଡା ପ୍ରଦର୍ଶନ କରିଛି। ଏହି ପୋର୍ଟାଲ ସୃଷ୍ଟି କରିଥିବା ଟେକ୍ନୋଲୋଜି କମ୍ପାନୀ ଇନଫୋସିସର ସିଇଓ ତଥା ଏମଡି ସଲିଲ ପାରେଖଙ୍କୁ ମନ୍ତ୍ରଣାଳୟ ପକ୍ଷରୁ…

ପିଲାଙ୍କୁ ମିଳୁନି ପାଣିଟିକେ!

କାବୁଲ,୨୨ ।୮: ଆଫଗାନିସ୍ତାନର ଅବସ୍ଥା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ତାଲିବାନ ଭୟରେ ଦେଶ ଛାଡୁଥିବା ଲୋକଙ୍କ ଅବସ୍ଥା ନ କହିବା ଭଲ । ଘଣ୍ଟା ଘଣ୍ଟା ଦିନ ଦିନ ବିମାନ ବନ୍ଦରରେ ଅପେକ୍ଷା କରୁଥିବା ଲୋକଙ୍କ…

ଜନ୍ମଦିନରେ ବଡ଼ ଘୋଷଣା କଲେ ଏହି ପ୍ରସିଦ୍ଧ ଅଭିନେତା

ମେଗାଷ୍ଟାର ଚିରଞ୍ଜୀବୀ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ରର ନାଁ ଘୋଷଣା କରିଛନ୍ତି। ଚିରୁ ୧୫୩ ନାମକ ତେଲୁଗୁ ଚଳଚ୍ଚିତ୍ରରେ ଗଡଫାଦର ଭାବରେ ନଜର ଆସିବେ ଚିରଞ୍ଜୀବୀ। ଏହା ୨୦୧୯ ମାଲାୟାଲମ ଆକ୍ସନ…

‘ଭାରତୀୟଙ୍କ ପାଇଁ ଆମେ ବଞ୍ଚିଗଲୁ’

ନୂଆଦିଲ୍ଲୀ,୨୨।୮ : ଆଫଗାନିସ୍ତାନରେ ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ସେମାନେ (ତାଲିବାନ) ମୋ ଘର ଜାଳି ଦେଲେ। ବାଟ ନ ପାଇ ମୁଁ ମୋ ଝିଅ ଓ ଦୁଇ ନାତିଙ୍କ ସହ ପଳେଇ ଆସିଛି। ଭାରତୀୟ ଭାଇ ଓ ଭଉଣୀମାନଙ୍କ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri