କେସିଙ୍ଗା ଏନ୍ଏସିରେ ଜବରଦଖଲ ଉଚ୍ଛେଦ
କେସିଙ୍ଗା,୨୩।୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିର ବଗାଡ଼ ୱାର୍ଡ ନଂ. ୨ରେ ସୋମବାର ଜବରଦଖଲ ଉଚ୍ଛେଦ ହୋଇଛି। ଏଥିରେ ୱାର୍ଡର ରାଜୁ ନାୟକଙ୍କ ଘର ଉଚ୍ଛେଦ ହୋଇଛି। ସରକାରୀ ଜମି ଜବରଦଖଲ ନେଇ ପୂର୍ବରୁ ଓ୍ବାର୍ଡବାସୀ ଅଭିଯୋଗ କରିଥିଲେ। ଏନ୍ଏସି କାର୍ଯ୍ୟନିର୍ବାହୀ…
ଐଶ୍ଚର୍ଯ୍ୟା ପିନ୍ଧିଥିବା ଏହି ଘଣ୍ଟାର ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ
ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜିକାଲି ଫିଲ୍ମଠାରୁ ଦୂରରେ ଅଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ସେ ତାଙ୍କ ପ୍ରଶଂସକଙ୍କ ପାଇଁ ସମୟ ସମୟରେ ଫଟୋ ଶେୟାର କରିବାକୁ ଆଦୌ ଭୁଲନ୍ତି ନାହିଁ। ତାଙ୍କର ପ୍ରତ୍ୟେକ ପୋଷ୍ଟ ଭାଇରାଲ ହୁଏ। ନିକଟରେ…
୬ ମାସରେ ୪ଟି ସେମିଷ୍ଟର ଅଫ୍ଲାଇନ ପରୀକ୍ଷା ନେଇ ଆଇନ୍ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ
ଭୁବନେଶ୍ୱର,୨୩।୮(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ସୋମବାର ଆଇନ ଛାତ୍ରୀଛାତ୍ର ବିକ୍ଷୋଭ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଆସୁଥିବା ୟୁନିଭରସିଟି ଲ କଲେଜ, କ୍ୟାପିଟାଲ ଲ କଲେଜ, ଏମ୍ଏସ୍ ଲ କଲେଜ ଏବଂ ଦ ଲ କଲେଜ ଛାତ୍ରୀଛାତ୍ର ଏହି…
ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗୋପାଳପୁର ବିଧାୟକ
କଟକ ଅଫିସ,୨୩।୮। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଲୋକାୟୁକ୍ତଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି। ସେ ଲୋକାୟୁକ୍ତଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ସର୍ବୋଚ୍ଚ କୋର୍ଟରେ ଆବେଦନ କରିଛନ୍ତି। ସୁପ୍ରିମକୋର୍ଟରେ ଲୋକାୟୁକ୍ତ ଜାଲ ଡକ୍ୟୁମେଣ୍ଟ ଦେଇଥିବା ସେ ଅଭିଯୋଗ କରିଛନ୍ତି। ପାଣିଗ୍ରାହୀଙ୍କ…
ଆଇନ୍ଷ୍ଟାଇନ୍ଙ୍କ ସହ ବାର୍ତ୍ତାଳାପ
ଯୁଗସ୍ରଷ୍ଟା ବୈଜ୍ଞାନିକ ଆଇନ୍ଷ୍ଟାଇନ୍ଙ୍କ ମୃତ୍ୟୁ ଘଟି ସାରିଲାଣି ଆଜକୁ ପ୍ରାୟ ୬୬ବର୍ଷ ପୂର୍ବେ। ତା’ହେଲେ ତାଙ୍କ ସହିତ ବାର୍ତ୍ତାଳାପ କରିବା କିପରି? ତେବେ, ତାହା ହୋଇପାରନ୍ତା ଯଦି ଯୁଗ ଯୁଗ ଧରି ଚଳିଆସିଥିବା ଆମର ଗୋଟିଏ ବିଶ୍ୱାସ (ବରଂ, ଅନ୍ଧବିଶ୍ୱାସ) ସତ…
ଆମେରିକାକୁ ତାଲିବାନର ଧମକ
କାବୁଲ,୨୩ ।୮: ଆଫଗାନିସ୍ତାନରେ ତାଲିବାନର ରାଜୁତି । ଏକଥା ଏବେ ସାରା ବିଶ୍ୱରେ ଆଲୋଚନାର ବିଷୟ । ତାଲିବାନ ଭୟରେ ଏବେ ଆଫଗାନିସ୍ତାନରୁ ଲୋକେ ଦେଶ ଛାଡି ପଳାଉଥିବା ସମସ୍ତଙ୍କୁ ଜଣା । ଏହାରି ଭିତରେ ଆମେରିକା ଓ ଅନ୍ୟ ନାଟୋ…
ପାରାଦୀପରେ ବଡ଼ ଧରଣର ଜମି ଦୁର୍ନୀତି: ଭିଜିଲାନ୍ସ ପକ୍ଷରୁ ୬ ବଡ଼ବଡ଼ିଆ ଅଧିକାରୀଙ୍କ ଘରେ ଚଢ଼ାଉ
ଭୁବନେଶ୍ୱର,୨୩ା୮(ବ୍ୟୁରୋ): ରାଜ୍ୟରେ ଭିଜିଲାନ୍ସ ପକ୍ଷରୁ ବଡ଼ ଧରଣର ଚଢ଼ାଉ ଚାଲିଛି। ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଜମି ଦେବା ପ୍ରସଙ୍ଗରେ ଏହି ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ଏହି ଚଢାଉରେ ଜଣେ ଏଏସ୍ପି, ୧୧ ଡିଏସ୍ପି ଓ ୬ ଜଣ ଇନ୍ସପେକ୍ଟର ସାମିଲ…
ଗାୟକ ହେବା ପାଇଁ ଭଲ ଚାକିରି ଛାଡିଦେଇ ଥିଲେ କେକେ: ଏହି ସୁପରହିଟ୍ ଗୀତ ବଦଳାଇ ଦେଇଥିଲା ଜୀବନର ଗତିପଥ
ବଲିଉଡର ପ୍ରସିଦ୍ଧ ପ୍ଲେ ବ୍ୟାକ୍ ସିଙ୍ଗର କୃଷ୍ଣକୁମାର କୁନ୍ନାଥ ୧୯୬୮ ମସିହା ୨୩ ଅଗଷ୍ଟରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଇଣ୍ଡଷ୍ଟ୍ରିରେ କେ.କେ. କେବଳ ହିନ୍ଦୀରେ ନୁହେଁ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ, ମରାଠୀ, ବେଙ୍ଗଲୀ ଏବଂ ଗୁଜୁରାଟୀ ଫିଲ୍ମ ପାଇଁ ମଧ୍ୟ…
ସମୁଦ୍ର କୂଳରେ ଶହ ଶହ ‘ସାଣ୍ଡ୍ ଡଲାର୍ସ’…
ଓ୍ବାଶିଂଟନ, ୨୩।୮: ଆମେରିକାର ସମୁଦ୍ର କୂଳରେ ଶହ ଶହ ସଂଖ୍ୟାରେ ‘ସାଣ୍ଡ୍ ଡଲାର୍ସ’ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏହା ସ୍ଥାନୀୟ ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇଛି। ୧୫ ଅଗଷ୍ଟଠାରୁ ଏହି ସାମୁଦ୍ରିକ ଜୀବଟିକୁ ଦେଖିବାକୁ ମିଳୁଛି। ଏହାର ପ୍ରକୃତ ନାମ ହେଉଛି…
୨ ହଜାର ଟଙ୍କାରେ ଦୁଇ ମାସର ଶିଶୁପୁତ୍ରକୁ ବିକିଥିଲେ, ଏବେ ୩ ବନ୍ଧାହେଲେ
ବାରିପଦା ଅଫିସ,୨୩ା୮: ଦୁଇ ମାସର ଶିଶୁପୁତ୍ରକୁ ୨ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ନେଇ ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଶଙ୍ଖାଭଙ୍ଗା ଗାଁର ଜନୈକା ମହିଳା ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ପୋଲିସ ଗିରଫ…
ଅରନିୟା ସେକ୍ଟରରେ ପାକିସ୍ତାନୀ ଡ୍ରୋନ୍
ଜମ୍ମୁ,୨୩ ।୮: ଜମ୍ମୁ ସଂଭାଗର ଅରନିୟା ସେକ୍ଟରରେ ସୋମବାର ସକାଳେ ଏକ ଡ୍ରୋନ୍ ଦେଖାଯାଇଥିଲା । ଏହାର ସୂଚନା ପାଇବା ପରେ ପୋଲିସ ଓ ବିଏସ୍ଏଫ୍ ଟିମ୍ ସର୍ଚ୍ଚ ଅପରେଶନରେ ଲାଗି ପଡିଛନ୍ତି । ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ସକାଳ…
୧୦ ବର୍ଷ ପରେ ଦଳକୁ ଫେରି ମାତ୍ର ୧୦ ମ୍ୟାଚ୍ରେ ବୋର୍ଡକୁ ଚମକାଇଲେ ଏହି କ୍ରିକେଟର୍
ଇସଲମାବାଦ,୨୩।୮: ୧୦ ବର୍ଷ ପରେ କୌଣସି ଖେଳାଳି ଦଳକୁ ଫେରିବା ହୁଏତ ସମ୍ଭବ ହୁଏନି। ଏତେ ଦିନ ଅପେକ୍ଷା କରିବା ପୂର୍ବରୁ ମଧ୍ୟ କିଛି ଖେଳାଳି ଆଶା ଛାଡି ଘରେ ବସି ଅବସର ନେଇଯାଆନ୍ତି। କ୍ରିକେଟ ଦୁନିଆରେ ଏମିତି ଅନେକ ଉଦାହରଣ…
Archives


