Posted inଜାତୀୟ

ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଏଏପିକୁ ଝଟକା

ଚଣ୍ଡିଗଡ଼,୯।୧: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭାଜପା ବିଜୟୀ ହୋଇଛି। ଭାଜପାର ମେୟର ପ୍ରାର୍ଥୀ ସରବଜିତ୍‌ କୌର ଆମ୍‌ ଆଦ୍‌ମୀ ପାର୍ଟି ପ୍ରାର୍ତୀ ଅଞ୍ଜୁ କଟ୍ୟାଲଙ୍କଠାରୁ ମାତ୍ର ଗୋଟିଏ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଉଭୟ ପ୍ରାର୍ଥୀ ୧୪ଟି ଲେଖାଏ ଭୋଟ ପାଇଥିବାବେଳେ ଏଏପି ପ୍ରାର୍ଥୀଙ୍କ ସପକ୍ଷରେ ଯାଇଥିବା ଗୋଟିଏ ଭୋଟ ନାକଚ ହୋଇଯିବାରୁ ଭାଜପା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଛି। ଜାଲିଆତି ଅଭିଯୋଗ କରି ଏଏପି କାଉନ୍‌ସିଲରମାନେ ଡେପୁଟି କମିଶନର ବିନୟ ପ୍ରତାପଙ୍କ ନିକଟରେ ପ୍ରତିବାଦ ଜଣାଇଥିଲେ। ବରିଷ୍ଠ ଡେପୁଟି ମେୟର ଏବଂ ଡେପୁଟି ମେୟର ପଦ ଲାଗି ନିର୍ବାଚନ ପ୍ରକ୍ରିୟା ବନ୍ଦ ରଖିବାକୁ ସେମାନେ ଦାବି କରିଥିଲେ। କଂଗ୍ରେସ ପ୍ରାର୍ଥୀ ଦେଇ ନ ଥିବାରୁ ମେୟର ନିର୍ବାଚନଠାରୁ ଦୂରେଇ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା କାର୍ଯ୍ୟାଳୟ ଉପରେ ଶିବସେନା କର୍ମୀଙ୍କ ପଥରମାଡ

ମୁମ୍ବାଇ,୨୪ ।୮: କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ନାରାୟଣ ରାଣେଙ୍କ ବିବାଦୀୟ ବୟାନ ପରେ ଏବେ ମହାରାଷ୍ଟ୍ରରେ ବିବାଦ ମୁଣ୍ଡ ଟେକିଛି ।...

ଯୁବପିଢ଼ିଙ୍କ ମୁଣ୍ଡ ଖରାପ କରୁଛନ୍ତି ଏକତା

ନୂଆଦିଲ୍ଲୀ,୧୫।୧୦: ପ୍ରଯୋଜିକା ଏକତା କପୁରଙ୍କ ଓ୍ବେବ୍‌ ସିରିଜ୍‌ ‘XXX’ ରେ ଆପତ୍ତିଜନକ କଣ୍ଟେଣ୍ଟକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି। ଏକତା ଭାରତର ଯୁବପିଢ଼ିଙ୍କ...

୫୮ ବର୍ଷରେ ପ୍ରଥମ ଥର ପାଇଁ ଏଲ୍‌ଏସିରେ ମାଇନସ୍‌ ତାପମାତ୍ରାରେ ବି ଭାରତ-ଚାଇନା ମୁହାଁମୁହିଁ

ଲେହ, ୧୪।୧୦: ପୂର୍ବ ଲଦାଖର ଏଲ୍‌ଏସିରେ ଗତ ୫୮ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମାଇନସ୍‌ ତାପମାତ୍ରାରେ ଭାରତ ଏବଂ ଚାଇନା ମୁହାଁମୁହିଁ ସ୍ଥିତିରେ...

୪ ହଜାର ପରିବାରଙ୍କ ଘର ଭଙ୍ଗାରେ ଲାଗିଲା ରୋକ…

ଡେରାଡୁନ,୫।୧ : ଉତ୍ତରାଖଣ୍ଡ ହାଲଦ୍ୱିନରେ ରେଲଓ୍ବେର ୭୮ ଏକର ଜମିରେ ବେଆଇନ ଭାବେ ବାସ କରୁଥିବା ୪ ହଜାର ପରିବାରର ୫୦ ହଜାର ଲୋକଙ୍କ ଉପରେ...

ମୋତିଲାଲ ଭୋରା ହୋଇପାରନ୍ତି କଂଗ୍ରେସର କାମଚଳା ଅଧ୍ୟକ୍ଷ

ନୂଆଦିଲ୍ଲୀ, ୩।୭: କଂଗ୍ରେସର ଅଧ୍ୟକ୍ଷ ପଦରୁ ବୁଧବାର ରାହୁଲ ଗାନ୍ଧୀ ଇସ୍ତଫା ଦେବାପରେ ତାଙ୍କ ସ୍ଥାନ କିଏ ନେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ...

ଭାଜପାରୁ ପ୍ରାର୍ଥୀ ହେବାକୁ ମନା କଲେ ଏମ୍‌ବିଏ ଗ୍ରାଜୁଏଟ୍‌

ଥିରୁଭାନନ୍ତପୁରମ, ୧୫।୩ – ଆସନ୍ତା ମାସରେ କେରଳରେ ହେବାକୁ ଯାଉଛି ନିର୍ବାଚନ। ଓ୍ବାୟାନାଡ୍‌ ଜିଲାର ମନନ୍ଥଓ୍ବାଡି ଆସନରୁ ୩୧ ବର୍ଷୀୟ ଏମ୍‌ବିଏ ଗ୍ରାଜୁଏଟ୍‌ଙ୍କୁ ପ୍ରାର୍ଥୀ କରିଥିଲା...

୩ ଜାନୁୟାରୀରୁ ପିଲାଙ୍କୁ ଟିକା, ୨୮ ଦିନ ପରେ ଦ୍ୱିତୀୟ ଡୋଜ୍‌…

ନୂଆଦିଲ୍ଲୀ, ୨।୧: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଙ୍କଟ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି...

ପ୍ରଧାନମନ୍ତ୍ରୀଙ୍କ ପାଇଁ ଗୀତ ଗାଇଲେ ଗୀତା ରାବାରୀ

ନୂଆଦିଲ୍ଲୀ,୯ା୭: ଗୁଜରାଟୀ ଲୋକଗାୟିକା ଗୀତା ରାବାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାର୍ଲାମେଣ୍ଟରେ ସାକ୍ଷାତ୍‌ କରି ଏକ ଲୋକସଂଗୀତ ଗାଇଛନ୍ତି। ଗୀତା ମାଲଧାରୀ ସମ୍ପ୍ରଦାୟର। ସେ କହନ୍ତି,...

Advertisement
Archives

Model This Week