Posted inଜାତୀୟ

୧୧ଥର କରୋନା ଟିକା ନେଇଥିବା ବୃଦ୍ଧଙ୍କ ନାଁରେ ମାମଲା ରୁଜୁ

ପାଟନା,୯।୧: ବିହାରର ମାଧେପୁରାରେ ୧୧ଥର କରୋନା ଟିକା ନେଇ ନିକଟରେ ଚର୍ଚ୍ଚାକୁ ଆସିଥିବା ୮୪ ବର୍ଷ ବୟସ୍କା ବ୍ରହ୍ମଦେବ ମଣ୍ଡଳ ଖୁବ୍‌ଶୀଘ୍ର ଗିରଫ ହୋଇପାରନ୍ତି। ତାଙ୍କ ନାଁରେ ଜିଳା ସ୍ବାସ୍ଥ୍ୟ ଅଧିକାରୀ ଡା. ବିନୟ କୃଷ୍ଣ ପ୍ରସାଦ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ଆଇପିସି ଧାରା ୧୮୮, ୪୧୯, ୪୨୦ରେ ମାମଲା କରାଯାଇଛି। ୧୨ ଥର ଟିକା ନେବାବେଳେ ବ୍ରହ୍ମଦେବ ପୂର୍ବରୁ ୧୧ଥର ଟିକା ନେଇଥିବା ଖୁଲାସା କରିଥିଲେ। କୁହାଯାଉଛି ଯେ ବୃଦ୍ଧଙ୍କ ଦାବି ପରେ ପରେ ମୁଖ୍ୟ ଶାସନ ସଚିବ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବ୍ରହ୍ମାଦେବ କହିଛନ୍ତି, ଟିକା ନେବା ପରେ ତାଙ୍କ ଶରୀରକୁ ବହୁତ ଆରାମ ମିଳିଥିଲା। ଏପରିକି ପିଠି ଏବଂ ଆଣ୍ଠୁଗଣ୍ଠି ଯନ୍ତ୍ରଣା ମଧ୍ୟ ଭଲ ହୋଇଗଲା।
ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ବ୍ରହ୍ମଦେବ ମଣ୍ଡଳ କହିଛନ୍ତି,ସେ ବିଭିନ୍ନ ସମୟରେ ପଞ୍ଜୀକରଣ ପାଇଁ ଆଧାର ଏବଂ ଭୋଟର ପରିଚୟ ପତ୍ର ବ୍ୟବହାର କରିଥିଲେ। ଏହିପରି ଭାବରେ, ସେ ଏପର୍ଯ୍ୟନ୍ତ ୧୧ ଥର କରୋନା ଟିକା ନେଇଛନ୍ତି। ସେ ୧୧ ମାସ ପୂର୍ବରୁ ପ୍ରଥମ ଟିକା ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୮।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ...

ସିଭିଲ ସର୍ଭିସ ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହୋଇଥିବାରୁ ପରିବାର ସହ ମନ୍ଦିରରେ ଭାଙ୍ଗଡା କଲେ ଗାମିନୀ ସିଂଘଲ

ବିଲାସପୁର,୩୧ ।୫: ୟୁପିଏସସି ପକ୍ଷରୁ ସୋମବାର ସିଭିଲ ସିର୍ଭିସ ପରୀକ୍ଷାର ଫାଇନାଲ ରିଜଷ୍ଟ ଜାରି କରାଯାଇଛି । ହିମାଳଚ ପ୍ରଦେଶ ବିଳାସପୁର ଜିଲାର ନୈନା ଦେବୀ...

ଏହି ତୁଳନାରେ ପାକିସ୍ତାନଠାରୁ ପଛରେ ଭାରତ

ନୂଆଦିଲ୍ଲୀ,୧୬।୧୦: ଆଜି ବିଶ୍ୱ ଖାଦ୍ୟ ଦିବସ। ଏହି ଦିବସ ପୂର୍ବରୁ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ଏହି ରିପୋର୍ଟ ପ୍ରକାଶ ପାଇଛି। ୧୧୭ଟି ଦେଶକୁ ନେଇ ପ୍ରସ୍ତୁତ...

ମେଇତିଙ୍କୁ ଏସ୍‌ଟି ମାନ୍ୟତା ବିରୋଧରେ ସୁପ୍ରିମକୋର୍ଟ ଗଲେ ଭାଜପା ବିଧାୟକ

ନୂଆଦିଲ୍ଲୀ, ୮ା୫ (ପି.ଟି.) : ମଣିପୁର ସ୍ଥିତିକୁ ନେଇ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଏର ହୋଇଛି। ମେଇତି ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନ ଲାଗି...

ଗୋଆର ଏକ ଡାକ୍ତରଖାନାରେ ଅକ୍ସିଜେନ୍‌ ଟ୍ୟାଙ୍କ୍‌ ଲିକ୍‌

ନୂଆଦିଲ୍ଲୀ,୧୧।୫: ଦେଶରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି। ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ହେଉଛନ୍ତି। ଲୋକମାନେ ନିଜର ପ୍ରିୟଜନମାନଙ୍କ...

ହନୁମାନ ଜୟନ୍ତୀରେ ପ୍ରସ୍ତୁତ ରହିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୫।୪: ହନୁମାନ ଜୟନ୍ତୀ ପ୍ରସ୍ତୁତିକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ସମସ୍ତ ରାଜ୍ୟ ସରକାରଙ୍କୁ ଆଇନ ଶୃଙ୍ଖଳା, ପର୍ବର ଶାନ୍ତିପୂର୍ଣ୍ଣ ପାଳନ...

ବିଶ୍ୱକପ୍‌କୁ ନେଇ ଉତ୍ସାହିତ ଯବାନ

ଶ୍ରୀନଗର,୧୬।୬: ବିଶ୍ୱ କପ୍‌ କ୍ରିକେଟକୁ ନେଇ ସବୁଆଡେ ଚର୍ଚ୍ଚା। ବିଶେଷ କରି ଭାରତ ପାକିସ୍ତାନ ମ୍ୟାଚକୁ ଯେମିତି କେହି ହାତଛଡା କରିବାକୁ ଚାହାଁନ୍ତି ନାହିଁ। ରବିବାର...

‘କିଛି ଲୁଚାଇବାର ନାହିଁ’

ଥିରୁଭାନନ୍ତପୁରମ,୨୨।୩: ଯୌନ ନିର୍ଯାତନା ପୀଡ଼ିତା ତଥା ଟଲିଉଡ୍‌ ଅଭିନେତ୍ରୀ ଭାବନା ମେନନଙ୍କୁ କେରଳର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ କରତାଳି ସହ ସ୍ବାଗତ କରାଯାଇଥିଲା। ୨୦୧୭ରେ ଯୌନ...

Advertisement
Archives

Model This Week