ରାଗିଲେ ଦୁଷ୍ୟନ୍ତ ଚୌତାଲା
ଚଣ୍ଡିଗଡ଼,୨୯ ।୮: କରନାଲ ଏସ୍ଡିଏମଙ୍କ ଭାଇରାଲ ଭିଡିଓ ଦେଖିବା ପରେ ହରିୟାଣାର ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଉକ୍ତ ଅଧିକାରୀଙ୍କ ବିରୋଧରେ ନିଶ୍ଚିତ ଭାବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୁଷ୍ୟନ୍ତ କହିଛନ୍ତି…
୧୩ ବର୍ଷ କ୍ରିକେଟ କ୍ୟାରିୟରରେ ପ୍ରଥମ ଥର ସାମ୍ବାଦିକଙ୍କ ପରାମର୍ଶ ଶୁଣି ନିରବ ରହିଲେ କୋହଲି; କେବଳ କହିଲେ…
ନୂଆଦିଲ୍ଲୀ,୨୯।୮: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି ଭାରତୀୟ କ୍ରିକେଟ ଟିମ୍। ଲର୍ଡସ ଟେଷ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବାହାବା ସାଉଁଟିବା ପରେ ଭାରତୀୟ ଦଳକୁ ପରାଜୟକୁ ନେଇ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ମ୍ୟାଚ୍ ଶେଷ…
୮୦୦ କୋଟି ଟଙ୍କା ମାଲିକ ଏହି ପ୍ରସିଦ୍ଧ ଅଭିନେତା
ଅଭିନେତା, ନିର୍ମାତା ତଥା ସୁପରଷ୍ଟାର ନାଗାର୍ଜୁନ କେବଳ ଦକ୍ଷିଣରେ ନୁହେଁ ହିନ୍ଦୀ ସିନେମାରେ ମଧ୍ୟ ଏକ ବଡ ନାମ। ନାଗାର୍ଜୁନ ଆଜି ତାଙ୍କର ୬୨ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୯୨ ମସିହାରେ ଫିଲ୍ମ ‘ଖୁଦା ଗୱାହ’ ସହିତ ବଲିଉଡରେ…
୪ ଗୋଡ଼ିଆ ତିମି ମାଛର ଜୀବାଶ୍ମ ମିଳିଲା…
କାଇରୋ,୨୯।୮: ଗୋଡ଼ ଥିବା ତିମି ମାଛ କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭବିକ। ତେବେ ଇଜିପ୍ଟର ଫାୟୋମ୍ ସ୍ଥିତ ମରୂଭୂମିରୁ ଏଭଳି ତିମି ମାଛର ପ୍ରାୟ ୪ କୋଟି ୩୦ ଲକ୍ଷ ବର୍ଷ ତଳର ଜୀବାଶ୍ମ ମିଳିଛି। ଜୀବାଶ୍ମରୁ…
ନଦୀରେ ପକାଇଥିଲେ ଜାଲ: ମାଛ ଭାବି ଉଠାଇଲା ବେଳକୁ କୁମ୍ଭୀର
ମହାକାଳପଡ଼ା, ୨୯।୮(ଡି.ଏନ୍.ଏ.): ମାଛ ପାଇଁ ନଦୀରେ ପକାଇଥିଲେ ଜାଲ ହେଲେ ମିଳିଲା କୁମ୍ଭୀର। ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ। ତିଖିରି ପଞ୍ଚାୟତ ଜୋରି ଗାଁର ସିଟୁ ବେହେରା ନାମରେ ଜଣେ ଯୁବକ ପାଇକା ନଦୀରେ ଜାଲ…
୪୨ କୋଟିର ଭବ୍ୟ ବଙ୍ଗଳା-୮୦୦ କୋଟିର ସମ୍ପତ୍ତି: ଏଭଳି ବିଳାସମୟ ଜୀବନ ଅତିବାହିତ କରୁଛନ୍ତି ଏହି ସୁପରଷ୍ଟାର
ବମ୍ବେ: ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ନାଗାର୍ଜୁନଙ୍କ ଆଜି ହେଉଛି ହାପି ବର୍ଥ ଡେ। ୬୨ ବର୍ଷରେ ପଦାର୍ପଣ କରିଥିବା ଏହି ଅଭିନେତା ଅନେକ ବଲିଉଡ୍ ଫିଲ୍ମରେ ମଧ୍ୟ କାମ କରିଚନ୍ତି। ୧୯୯୨ରେ ରିଲିଜ ହୋଇଥିବା ଶ୍ରୀଦେବୀ-ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଖୁଦା…
ଶ୍ବଶୁର ଘର ଆସି ଆଉ ଫେରିଲେନି ଜ୍ୱାଇଁ
ପାଟଣା,୨୯।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଖଜିରାପାଟ ପଞ୍ଚାୟତ ଖୁଣ୍ଟାପିଙ୍ଗୁ ଗାଁ ନିକଟ ଏକ କାଜୁ ବଗିଚାରୁ ରବିବାର ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ବୃଦ୍ଧ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା…
ପୁଅର ନାଁକୁ ନେଇ ପୁଣି ଚର୍ଚ୍ଚାରେ ନୁସରତ
କୋଲକାତା: ବେଙ୍ଗଲି ଆକ୍ଟ୍ରେସ ତଥା ତ୍ରୁଣମୂଳ କଂଗ୍ରେସ ଏମ୍ପି ନୁସରତ ଜହାଁ ନିକଟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ରହି ଆସୁଛନ୍ତି ଚର୍ଚ୍ଚାରେ । ପ୍ରଥମେ ସେ ସିଙ୍ଗଲ ମଦର ହେବେ ବୋଲି ଆଲୋଚନା ହେଉଥିଲା । ଏଥିରେବି…
ଅନୁପମାଙ୍କ ଜୀବନକୁ ଫେରିବେ ପୁରୁଣା ପ୍ରେମିକ
ବମ୍ବେ: ଟେଲିପରଦାର ଅନେକ ଲୋକପ୍ରିୟ ଧାରାବାହିକ ମଧ୍ୟରୁ ‘ଅନୁପମା’ ଅନ୍ୟତମ। ପାରିବାରିକ କାହାଣୀ ଉପରେ ପର୍ଯ୍ୟବଶିତ ଏହି ଧାରାବାହିକର ପ୍ରଶଂସକ ବେଶ ଅଧିକ। ପ୍ରାୟ ପ୍ରତିଦିନ ଏହି ଶୋ’ରେ ଭଳିକି ଭଳି ଡ୍ରାମା ଦେଖିବାକୁ ମିଳିଥାଏ। ନିର୍ମାତାମାନେ ଟିଆର୍ପି ତଥା ଦର୍ଶକଙ୍କୁ…
ପେଟ ଭରି ପିଜା ଖାଇଲେ ମହାକାଶଚାରୀ, ପିଜା ପାର୍ଟି ଭିଡ଼ିଓ ଭାଇରାଲ…
ଓ୍ବାଶିଂଟନ,୨୯।୮: ପୃଥିବୀରେ ପିଜା ଖାଇବା ଅତି ସାଧାରଣ କଥା। ମାତ୍ର ସ୍ପେସ୍ ଷ୍ଟେଶନରେ ବିଭିନ୍ନ କଟକଣା ମଧ୍ୟରେ ବସି ପିଜା ଖାଇବା କିଛି କମ୍ କଥା ନୁହେଁ। ତେବେ ଏହା ସତରେ ପରିଣତ ହୋଇଛି। ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେଶନରେ ହୋଇଥିବା ଏକ…
୨୭ ଛକା ସହ ୩୪୮ ରନ୍ କରିଥିବା ଖେଳାଳିଙ୍କୁ ଓଭାଲ ଟେଷ୍ଟରେ ମିଳିପାରେ ସୁଯୋଗ
ଲିଡ୍ସ,୨୯।୮: ଲିଡ୍ସ ଟେଷ୍ଟରେ ଇଂଲଣ୍ଡ ଭାରତୀୟ ଦଳକୁ ପରାସ୍ତ କରିଛି। ଖେଳର ଚତୁର୍ଥ ଦିନରେ ଗୋଟିଏ ଇନିଂସ ଏବଂ ୭୬ ରନ୍ରେ ମ୍ୟାଚ ଜିତିବା ପରେ ଇଂଲଣ୍ଡ ସିରିଜକୁ ୧-୧ରେ ସମାନ କରିଥିଲା। ସେପ୍ଟେମ୍ବର ୨ରୁ ଆରମ୍ଭ ହେବାକୁ ଥିବା ଓଭାଲ…
୨୪ ଘଣ୍ଟାରେ ୨ହଜାର ଲୋକଙ୍କୁ କାବୁଲ ବାହାରକୁ ଆଣିଲା ଆମେରିକା
ୱାଶିଂଟନ,୨୯ ।୮: ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ଅଭିଯାନର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଆମେରିକା କଥା ଦେଇଛି ୩୧ ଅଗଷ୍ଟ ସୁଦ୍ଧା ସେ ତା’ର ସେନାଙ୍କୁ ଆଫଗାନିସ୍ତାନରୁ ଫେରାଇ ଆଣିବ । ଏଥିପାଇଁ ସେ ସେଠାରୁ ସେନାଙ୍କୁ ବାହାରକୁ ଆଣିବାର…
Archives


