Home Left

୧୦୦ ଟେଷ୍ଟ ଖେଳିବା ସତ୍ତ୍ୱେ ଏଭଳି ହେବା ଠିକ୍‌ ନୁହେଁ; କ୍ରିକେଟରଙ୍କୁ ନେଇ ବଡ଼ କଥା କହିଲେ…

ନୂଆଦିଲ୍ଲୀ,୧୨।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପ୍‌ଟାଉନ୍‌ର ନ୍ୟୁଲାଣ୍ଡସ୍‌ ଷ୍ଟାଡିୟମରେ ଖେଳାଯାଉଥିବା ନିର୍ଣ୍ଣାୟକ ଟେଷ୍ଟରେ ଭାରତ ଦୁଇଟି ପରିବର୍ତ୍ତନ ସହ ଓହ୍ଲାଇଥିଲା। ଅଧିନାୟକ ବିରାଟ କୋହଲି ଆହତ ସମସ୍ୟାରୁ ସୁସ୍ଥ ହୋଇ ଫେରିଥିବା ବେଳେ ମହମ୍ମଦ ସିରାଜଙ୍କ ଅନୁପସ୍ଥିତିକୁ ନେଇ ଉମେଶ ଯାଦବଙ୍କୁ…

ସାରା ଜୀବନ ହାତ ଧରିବାକୁ କଥା ଦେଇ ତଣ୍ଟି ଚିପି ମାରିଦେଲେ ସ୍ବାମୀ

ସୁନ୍ଦରଗଡ,୧୨।୧(ଡି.ଏନ୍‌.ଏ.): ଯାହା ହାତ ଧରି ସାରା ଜୀବନ କାଟିଦେବାକୁ ଭାବିଥିଲେ ସେ ହିଁ ଶେଷରେ ତଣ୍ଟି ଚିପିଦେଲେ। ସ୍ତ୍ରୀକୁ ତଣ୍ଟିଚିପି ହତ୍ୟା କରିଛନ୍ତି ସ୍ବାମୀ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ତଳପରା ଥାନା ଅନ୍ତର୍ଗତ ଭଣ୍ଡାରୀଶଙ୍କରା ଗ୍ରାମରେ । ମୃତା…

ପୂର୍ବତନ ଆର୍‌ସିଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମଗିରି,୧୨।୧(ଡି.ଏନ୍‌.ଏ): ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଖଟପିରିଙ୍ଗ ଗ୍ରାମର ଅବସରପ୍ରାପ୍ତ ଅତିରିକ୍ତ ରେଜିଷ୍ଟାର (କୋପର୍ଟିଭ୍‌ ସୋସାଇଟି)ରାଜକିଶୋର ପରିଡାଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ପୁରୀ, ଭୁବନେଶ୍ୱର, ବାରିପଦା,…

ବାପା ସିବିଆଇ ଅଫିସର, ଇଚ୍ଛା ଥିଲା ଆଇଏଏସ୍‌ ହେବା; ଏବେ କିନ୍ତୁ ସେ…

ବମ୍ବେ: ବାପା ଜଣେ ସିବିଆଇ ଅଫିସର। ହେଲେ ଝିଅଙ୍କ ନିଶା ହେଲା ଅଭିନୟ। ଆମେ କଥା ହେଉଛୁ ଟେଲି ଧାରାବାହିକ ‘କାହାନୀ ଘର ଘର କି’ର ପାର୍ବତୀ ଅର୍ଥାତ ସାକ୍ଷୀ ତନଓ୍ବରଙ୍କ କଥା। ଜାନୁୟାରୀ ୧୨ ଅର୍ଥାତ ବୁଧବାର ସେ ନିଜର…

ପଞ୍ଚଭୂତରେ ଲୀନ ହେଲେ ମିହିର ଦାସ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ପଞ୍ଚଭୂତରେ ଲୀନ ହେଲେ ଅଭିନେତା ମିହିର ଦାସ। କଟକ ସତୀଚୈରା ଶ୍ମଶାନରେ ମିହିରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପରିବାର, ପ୍ରଂଶସକ ଓ ଆତ୍ମୀୟ ଗହଣରେ କାକା ଶେଷ ବିଦାୟ ନେଇଛନ୍ତି । ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ…

ବଢ଼ୁଛି ଦୈନିକ ସଂକ୍ରମଣ: ଦିନକରେ ୮୭୭୮ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ ୮୭୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୯୨ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୫୦୯୬ ଜଣ…

ଆଜି ପଞ୍ଚଭୂତରେ ବିଲୀନ ହେବେ ମିହିର ଦାସ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଆଜି ପଞ୍ଚଭୂତରେ ବିଲୀନ ହେବେ ଭର୍ସାଟାଇଲ ଅଭିନେତା ମିହିର ଦାସ । କଟକର ସତିଚଉରା ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ହେବ। ସେଠାରେ ମିହିରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର୍‌ ଦିଆଯିବ ବୋଲି କଟକ ଜିଲାପାଳ ସୂଚନା…

ଆଜି ପବିତ୍ର ଶାମ୍ବ ଦଶମୀ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଆଜି ପବିତ୍ର ଶାମ୍ବ ଦଶମୀ । ଏହି ଦିନ ସୂର୍ଯ୍ୟ ଦେବତାଙ୍କ ପୂଜା କରାଯାଏ । ଏ ନେଇ ପ୍ରାତଃରୁ ଚନ୍ଦ୍ରଭାଗା ତଟରେ ଶ୍ରଦ୍ଧାଳୁ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରିଛନ୍ତି । ପୌରାଣିକ କିମ୍ବଦନ୍ତୀ ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ…

ତଦନ୍ତ ବେଳେ ଛାତରୁ ଡେଇଁ କନ୍‌ଷ୍ଟେବଳ ଫେରାର

ବାରିପଦା ଅଫିସ,୧୨।୧: ମୟୂରଭଞ୍ଜ ଜିଲାରେ କାର୍ଯ୍ୟରତ ପୋଲିସ କନଷ୍ଟେବଳ ନୀହାର ରଞ୍ଜନ ଦଣ୍ଡପାଟଙ୍କ ଘରେ ମଙ୍ଗଳବାର ସକାଳେ ଭିଜିଲାନ୍ସ ଚଢ଼ାଉ କରିଛି। ତେବେ ତଦନ୍ତ ଚାଲିଥିବା ସମୟରେ ସେ ଛାତରୁ ଡେଇଁ ଫେରାର ହୋଇଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ବାରିପଦା ଟାଉନ…

ଲକ୍ଷ୍ମୀଧର ବେହେରା ଆଇଆଇଟି ମଣ୍ଡି ନିର୍ଦ୍ଦେଶକ

ଭୁବନେଶ୍ୱର, ୧୨।୧(ବ୍ୟୁରୋ): ଓଡ଼ିଆ ଶିକ୍ଷାବିତ୍‌ ପ୍ରଫେସର ଲକ୍ଷ୍ମୀଧର ବେହେରାଙ୍କୁ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି) ମଣ୍ଡିର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଆଇଆଇଟି କାନ୍‌ପୁରରେ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ ବିଭାଗର ପୁନମ୍‌ ଏବଂ ପ୍ରଭୁ ଗୋଏଲ୍‌ ଚେୟାରର ପ୍ରଫେସର ବେହେରା ହେଉଛନ୍ତି…

ମନ୍ତେଇଠାରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିଲା

କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ, ୧୨।୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତେଇ ପଞ୍ଚାୟତର ଅଶୃଙ୍ଖଳ ନାଳ ଉପରେ ନିର୍ମାଣାଧୀନ ମନ୍ତେଇ ବିଜୁ ସେତୁ ମଙ୍ଗଳବାର ମଧ୍ୟାହ୍ନରେ ଭୁଶୁଡ଼ି ପଡ଼ିଛି। ସେତୁର ଦୁଇ ନମ୍ବର ସ୍ପାନ୍‌ ସେଣ୍ଟ୍ରିଂ ଦବିଯିବାରୁ ତାହା ଭାଙ୍ଗିପଡି ନାଳରେ ପଡିଥିଲା।…

ବେଆଇନ ଖନନ ରାଜସ୍ବ ଚୋରି: ଏନ୍‌ଜିଟି

ଯାଜପୁର ଅଫିସ,୧୨।୧: ଯାଜପୁର ଜିଲା ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ମସୁଦପୁର ମୌଜାରେ ଚାଲିଥିବା ବେଆଇନ ବାଲି ଖାଦାନ ମାମଲା ଉପରେ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ) ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ା ବେଆଇନ ବାଲି ଉତ୍ତୋଳନକାରୀ କେବଳ ବାୟୁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?