Posted inଜାତୀୟ

ଦଳ ଛାଡ଼ିବାର ଦିନକ ପରେ ଓ୍ବାରେଣ୍ଟ ଜାରି

ନୂଆଦିଲ୍ଲୀ,୧୨।୧: ଯୋଗୀ ଆଦିତ୍ୟନାଥଙ୍କ ସରକାରରୁ ଇସ୍ତଫା ଦେବାର ଦିନକ ପରେ ଓବିସି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଜାରି ହୋଇଛି ଓ୍ବାରେଣ୍ଟ। ୨୦୧୪ରେ ହିନ୍ଦୁ ଦେବାବେଦୀଙ୍କ ଉପରେ ବିବାଦୀୟ ବୟାନ ଦେବା ମାମଲାରେ ତାଙ୍କୁ ବୁଧବାର କୋର୍ଟରେ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ସେ ହାଜର ହୋଇ ନ ଥିଲେ। ଏଣୁ ତାଙ୍କୁ କୋର୍ଟ ୨୪ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣା ବେଳେ ସ୍ବାମୀ ପ୍ରସାଦ ମୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ନେତା ଥିଲେ।

“ବିବାହ ବେଳେ ଦେବୀ ଗୌରୀ ଓ ଭଗବାନ ଗଣେଶଙ୍କ ପୂଜା କରାଯିବା ଉଚିତ ନୁହେଁ। ଦଳିତ ଓ ପଛୁଆବର୍ଗଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର” ବୋଲି ମୌର୍ଯ୍ୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ଯାଞ୍ଚ୍‌ କଡ଼ାକଡ଼ି, ବିମାନ ବନ୍ଦରରେ ହାଇ ଆଲର୍ଟ: କରୋନା ମୁକାବିଲା ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ,୫।୩: ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କୁ ମଧ୍ୟ କରୋନା ଭୟ ଘାରିଛି। ତେବେ ସରକାର ସୁରକ୍ଷା...

‘ଆମେ ଭୁଲିବା ନାହିଁ ଲକ୍‌ଡାଉନ ଚାଲିଯାଇଛି, କିନ୍ତୁ ଭାଇରସ୍‌ ନୁହେଁ’

ନୂଆଦିଲ୍ଲୀ, ୨୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୁଣିଥରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୋଦି କହିଥିଲେ, ପାର୍ବଣ ଋତୁରେ ଆମେ ଭୁଲିଯିବା ଉଚିତ୍‌...

ଡ୍ରଗ୍ସ୍‌ ଯାଞ୍ଚ୍‌ ନେଇ ଏନ୍‌ସିବି ଉପରେ ପ୍ରଶ୍ନ ଚିହ୍ନ, ବର୍ଷେରେ ୫ ମାମଲା, ସବୁଥିରେ ଜଣେ ସାକ୍ଷୀ…

ନୂଆଦିଲ୍ଲୀ,୩୦।୧୦: ମୁମ୍ବାଇ କ୍ରୁଜ ଡ୍ରଗ ମାମଲାରେ ଜାମିନ ପାଇବା ପରେ ଶାହାରୁଖ ଖା୍ୟଙ୍କ ପୁଅ ଆର୍ୟନ ଖାଁ ଶନିବାର ଜାମିନ୍‌ରେ ଜେଲରୁ ମୁକୁଳିଛନ୍ତି। ମୁମ୍ବାଇ ଡ୍ରଗ...

ପୁରୁଷଙ୍କ ତୁଳନାରେ କମ୍‌ ମହିଳା ନେଉଛନ୍ତି ଟିକା

ନୂଆଦିଲ୍ଲୀ,୩୦।୬: ଭାରତରେ କରୋନା ବିରୋଧ ଲଢ଼େଇରେ ମୁଖ୍ୟ ଅସ୍ତ୍ର ଭାବେ ଥିବା ଟିକାକରଣ ଅଭିଯାନ ଜାନୁଆରୀ ୧୬ରୁ ଆରମ୍ଭ ହୋଇଛି। କିନ୍ତୁ ଜୁନ ୨୧ରୁ ଏହି...

ରବି ଶାସ୍ତ୍ରୀଙ୍କ ଦୁଃଖ

ନୂଆଦିଲ୍ଲୀ,୧୫।୧୧: ସମସ୍ତ ଫର୍ମାଟରେ ପ୍ରାଧାନ୍ୟ ବିସ୍ତାର କରିବା ଏବଂ ନିର୍ଭୟରେ କ୍ରିକେଟ ଖେଳିବା ସତ୍ତ୍ୱେ ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ସମ୍ମାନଜନକ କାର୍ଯ୍ୟକାଳ ମଧ୍ୟରେ...

କମ୍ପୁଟର ବାବାଙ୍କ ଆଶ୍ରମରେ ଚାଲିଲା ବୁଲ୍‌ଡୋଜର

ଇନ୍ଦୋର,୮।୧୧: ମଧ୍ୟପ୍ରଦେଶର ଇନ୍ଦୋରଠାରେ ଥିବା କମ୍ପୁଟର ବାବାଙ୍କ ଆଶ୍ରମରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରବିବାର କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ବାବାଙ୍କର ଅବୈଧ ନିର୍ମାଣ ଉପରେ...

୩ ମାସ ପରେ ଭାକ୍ସିନ ନେଇପାରିବେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ, ୧୯।୫: ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍‌ ଅନ୍‌ ଭାକ୍ସିନ ଆଡ୍‌ମିନିଷ୍ଟ୍ରଶନ୍‌ (ଏନ୍‌ଇଜିଭିଏସି) ପକ୍ଷରୁ କରୋନା ଭାକ୍ସିନ ଟିକାକରଣ ନେଇ ଦିଆଯାଇଥିବା ପରାମର୍ଶ ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...

ମରୋଣତ୍ତର ଭାବେ ନାନାଜୀ ଦେଶମୁଖଙ୍କୁ ମିଳିବ ଭାରତ ରତ୍ନ

ନୂଆଦିଲ୍ଲୀ,୮।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଆସାମ ଗାୟକ ଭୁପେନ...

Advertisement
Archives

Model This Week