ଦୁଇ ଝିଅ ପରେ ତୃତୀୟ ପୋଷ୍ୟ ସନ୍ତାନ ଗ୍ରହଣ କଲେ ସୁସ୍ମିତା ! ପ୍ରଶଂସକ କହିଲେ…

ବମ୍ବେ: ଦୁଇ ଝିଅଙ୍କ ପରେ ଏବେ ଏକ ପୁଅକୁ ପାଳିତ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଅଭିନେତ୍ରୀ ସୁସ୍ମିତା ସେନ୍‌। ପିଲାମାନଙ୍କ ସହ ତାଙ୍କୁ ନିକଟରେ କିଛି ଫଟୋଗ୍ରାଫର ସ୍ପଟ୍‌ କରିଥିଲେ। ଏବେ କିଛି ଫଟୋ ଭାଇରାଲ ହେବା ପରେ ଏଭଳି କିଛି ଚର୍ଚ୍ଚା ହେଉଛି। ପ୍ରଶଂସକମାନେ ସୁସ୍ମିତାଙ୍କ ଏଭଳି କାର୍ଯ୍ୟକୁ ବହୁତ ପ୍ରଶଂସା କରୁଛନ୍ତି। କିଛି ତାଙ୍କୁ ଓ୍ବାଣ୍ଡର ଓମ୍ୟାନ କହୁଥିବା ବେଳେ କିଛି ତାଙ୍କୁ ପ୍ରେରଣାଦାୟୀ ବୋଲି କହୁଛନ୍ତି। ତେବେ ଏନେଇ ଆଧିକାରୀକ ଭାବେ ସୁସ୍ମିତା କିଛି ଜଣାଇନାହାନ୍ତି। ଖୁବଶୀଘ୍ର ସେ ତାହା କରିପାରନ୍ତି ବୋଲି କୁହାଯାଉଛି।

୨୦୦୦ରେ ପ୍ରଥମେ ଝିଅ ରିନିଙ୍କୁ ପାଳିତା କନ୍ୟା ଭାବେ ଗ୍ରହଣ କରିଥିଲେ ସୁସ୍ମିତା। ଏହାପରେ ସେ ୨୦୧୦ରେ ଆଉ ଏକ ଝିଅ ଅଲିସାଙ୍କୁ ସେ ଆଣିଥିଲେ। ଉଭୟ ଝିଅ ଏବେ ବଡ଼ ହେଉଥିବା ବେଳେ ସୁସ୍ମିତା ତାଙ୍କୁ ନିଜ ସନ୍ତାନଠାରୁ ଅଧିକ ବୋଲି ଭାବନ୍ତି। ସେମାନଙ୍କ ସହ ଅନେକ ଫଟୋ ଏବଂ ଭିଡିଓ ସେ ପୋଷ୍ଟ କରିଥାନ୍ତି।

ନିକଟରେ ସୁସ୍ମିତା ପ୍ରେମିକ ରୋହମନଙ୍କଠାରୁ ଅଲଗା ହୋଇଥିଲେ। ଏନେଇ ସେ ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ମିନିଟକୁ ୭୫ ଲକ୍ଷ ପାଉଣା ନେଇଥଲେ ଏହି ଶ୍ରୀଲଙ୍କା ସୁନ୍ଦରୀ; ସାମ୍ବାଦିକତା ପରେ ବାଛିଥିଲେ ଅଭିନୟକୁ…

ବମ୍ବେ: ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ନାଡିସଙ୍କ ଆଜି ହାପି ବର୍ଥ ଡେ। ୨୦୦୯ରେ ଫିଲ୍ମ ‘ଆଲାଦିନ୍‌’ରୁ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ସୁନ୍ଦରୀ ଚେହେରା ସାଙ୍ଗକୁ...

ବିଗ୍‌ ବିଙ୍କ ଉପରେ ଚୋରି ଅଭିଯୋଗ ଆଣିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ର ମସ୍ତାନୀ ଦୀପିକା ପାଦୁକୋନ ନିଜର ଷ୍ଟାଇଲ ଏବଂ ଫ୍ୟାଶନ ସହ ସେନ୍ସ ଅଫ୍‌ ହ୍ୟୁମର ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦୀପିକା ନିଜର ସହ...

ରିଲେସନଶିପକୁ ନେଇ ଖୋଲାଖୋଲି କଥା ହେଲେ ଅନନ୍ୟା, ମନେପକାଇଲେ ଏକ୍ସ ବୟଫ୍ରେଣ୍ଡଙ୍କୁ

ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ତଥା ନବାଗତା ନାୟିକା ଅନନ୍ୟା ପାଣ୍ଡେ ଭାଲେଣ୍ଟାଇନ ଡେ’ ଅବସରରେ ତାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କୁ ମନେପକାଇବା ସହ ଏବେକାର ରିଲେସନଶିପକୁ...

ପୁଣି ଥରେ ବୋଲ୍ଡ ଫଟୋ ଶେୟାର କରି ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ ପୁଣି ଥରେ ଏକ ବୋଲ୍ଡ ଫଟୋ ଶେୟାର କରିଛନ୍ତି। ଗୁରୁବାର ସମସ୍ତ ସୀମା ଭାଙ୍ଗି ସେ ଇନ୍‌ଷ୍ଟାଗ୍ରାମରେ ଏପରି...

ଅମିତାଭ ହେଲେ ଭାବୁକ: ମନେ ପକାଇଲେ ବାସଭବନର ନାମକରଣ ସ୍ମୃତି

ମୁମ୍ବାଇ, ୫।୭: ବିଗ୍‌ ବି ଅମିତାଭ ବଚ୍ଚନ ଭାବୁକ ହୋଇ ନିଜ ବ୍ଲଗ୍‌ରେ ଏକ କବିତା ଲେଖିଛନ୍ତି। ଏଥିରେ ତାଙ୍କ ବାସଭବନ ପ୍ରତୀକ୍ଷାରେ ୪୩ ବର୍ଷ...

ପରଲୋକରେ ସ୍ବର ସମ୍ରାଜ୍ଞୀ

ମୁମ୍ବାଇ, ୭ ।୨: ଭାରତୀୟ ସଙ୍ଗୀତ ଦୁନିଆରେ ଘଟିଛି ଏକ ଯୁଗର ଅବସାନ। ୨୮ ଦିନ ଧରି କରୋନା ସହ ଲଢ଼େଇ ପରେ ସଙ୍ଗୀତର ସରସ୍ବତୀ...

ମ୍ୟାନ ଭର୍ସେସ ଓ୍ବାଇଲ୍ଡ: ବିୟର ଗ୍ରିଲସ୍‌ଙ୍କ ସହ ନଜର ଆସିଲା ରଜନୀକାନ୍ତଙ୍କ ମୋଶନ ପୋଷ୍ଟର

ନୂଆଦିଲ୍ଲୀ,୨୦।୨: ଡିସକଭରି ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କର ଶୋ’ ମ୍ୟାନ ଭର୍ସେସ ଓ୍ବାଇଲ୍ଡର ମୋଶନ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବାରେ...

ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ ହେଲେ ବିଗ୍‌-ବି

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ...

Advertisement
Archives

Model This Week