ବାବା ଆଖଣ୍ଡଳମଣିଙ୍କ ପାଖରେ ଲାଗିହେଲା ମକର ପୋଡ଼ପିଠା

ଆରଡ଼ି,୧୪ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଶୁକ୍ରବାର ମକର ସଂକ୍ରାନ୍ତିରେ ବାବା ଆଖଣ୍ଡଳମଣିଙ୍କ ପାଖରେ ମକର ପୋଡ଼ପିଠା ଲାଗି କରାଯାଇଛି । ଭୋର ୫ଟାରେ ମନ୍ଦିର ପହୁଡ଼ ଖୋଲା ଯିବା ପରେ ମଙ୍ଗଳ ଆଳତି କରାଯାଇଥିଲା। ପରେ ବାବାଙ୍କ ସ୍ନାନକୃତ୍ୟ କରାଯାଇ ଦିଗମ୍ବର ବେଶ ସମ୍ପନ୍ନ ହୋଇଥିଲା । ପହିଲି ଭୋଗରେ ବାବାଙ୍କୁ ମକର ପୋଡ଼ପିଠା ଅର୍ପଣ କରାଯାଇଥିଲା। କରୋନା ସଂକ୍ରମଣ ଯୋଗୁ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ସେବାୟତମାନେ କଟକଣାରେ ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିନିଟ୍ରକ ସହ ୪ ଟନ୍‌ କୋଇଲା ଜବତ: ଡ୍ରାଇଭର ଫେରାର

ବଅଁରପାଳ,୨୧ା୫,(ଡି.ଏନ.ଏ.)-ବଅଁରପାଳ ଥାନା ମହିଧରପୁର ନିକଟରେ ପୋଲିସ ଚଢାଉ କରି ଏକ ମିନିଟ୍ରକରୁ ପ୍ରାୟ ୪ ଟନ୍‌ର ଚୋରା କୋଇଲା ଜବତ କରିଛି। ବୁଧବାର ରାତିରେ ଏହି...

ଟ୍ରେନ୍‌ରେ ବନ୍ଧୁକ ଦେଖାଇ ଭୟଭୀତ କରିବା ଘଟଣା: ଅଭିଯୁକ୍ତ ଗିରଫ

ଜଟଣୀ, ୫।୧(ଡି.ଏନ.ଏ.): ବନ୍ଧୁକ ଦେଖାଇ ଅନ୍ୟ ଯାତ୍ରୀଙ୍କୁ ଭୟଭୀତ କରିବା ସହ ଟ୍ରେନ୍‌ ମଧ୍ୟରେ ଆତଙ୍କ ସୃଷ୍ଟି ଘଟଣାରେ ଖୋର୍ଦ୍ଧାରୋଡ ରେଲୱେ ପୋଲିସ ସୋମନାଥ ପାଢୀ(୩୮)ଙ୍କୁ...

୧୦ରୁ ରଙ୍ଗସାଇଡ୍‌ ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ୱର, ୮ା୨(ବ୍ୟୁରୋ): ରାଜଧାନୀରେ ରଙ୍ଗ୍‌ସାଇଡ୍‌ରେ ଡ୍ରାଇଭିଂ କରୁଥିବା ଗାଡ଼ି ଚାଳକଙ୍କ ସଂଖ୍ୟା ବଢୁଛି। ତେଣୁ କମିଶନରେଟ ପୋଲିସ ଏହା ଉପରେ ରୋକ୍‌ ଲଗାଇବା ପାଇଁ ପଦେକ୍ଷପ...

ସୁଅ ମୁହଁରେ ଅଥୟ କଙ୍କଡ଼ାପାଳ

ବାଲିଆପାଳ, ୨୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଚଉମୁଖ ପଞ୍ଚାୟତ କଙ୍କଡାପାଳ ଅଞ୍ଚଳରେ ସୁବର୍ଣ୍ଣରେଖା କୂଳ ଖାଇ ଗତିପଥ ବଦଳାଇବା ପରିସ୍ଥିତି ସୃଷ୍ଟି ହୋଇଛି। ଏ ନେଇ...

ପ୍ରସନ୍ନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ: ପଶ୍ଚିମ ଓଡ଼ିଶାର ବିକାଶ ହେବ ବୋଲି କହି ଆଣିଥିଲ, ମୁଖ୍ୟମନ୍ତ୍ରୀ କାହିଁକି ଛାଡ଼ି ଚାଲିଗଲେ

ଭୁବନେଶ୍ୱର/ବରଗଡ଼ ଅଫିସ,୧୮।୧୦(ବ୍ୟୁରୋ): ଆଉ ତିନି ଦିନ ପରେ ବିଜେପୁର ଉପନିର୍ବାଚନ। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର ମଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧରିଥିବା...

କଳାହାଣ୍ଡି : ୧୦୩ କେନ୍ଦ୍ରରେ ପରୀକ୍ଷା ଦେବେ ୨୧,୧୬୫ ଛାତ୍ରୀଛାତ୍ର

ଭବାନୀପାଟଣା,୧୮।୨(ଡି.ଏନ୍‌.ଏ.): ଚଳିତ ବର୍ଷ କଳାହାଣ୍ଡି ଜିଲାର ୩୩୬ଟି ହାଇସ୍କୁଲର ୨୧ ହଜାର ୧୬୫ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ। ଏଥି ନିମନ୍ତେ ଜିଲାରେ ୧୦୩ଟି ପରୀକ୍ଷା...

ପ୍ରତିବାଦ ରାଜନୀତି ଅଣ୍ଡାଫିଙ୍ଗା

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ରାଜ୍ୟରେ ଏବେ ଶାସକ, ବିରୋଧୀ ପରସ୍ପରକୁ ଅଣ୍ଡାମାଡ଼ କରିବା ରାଜନୀତିରେ ମାତିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ବିରୋଧୀ ଦଳ ନିଜର ଆକ୍ରମଣ ଆଭିମୁଖ୍ୟକୁ...

ବର୍ଷା ଯୋଗୁ ଟ୍ରେନ୍‌ ସେବା ବାଧାପ୍ରାପ୍ତ: ବହୁ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ବଙ୍ଗେପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ରାଜ୍ୟରେ ଲଗାଣ ବର୍ଷା ଯୋଗୁ ଟ୍ରେନ୍‌ ସେବା ବ୍ୟାହତ ହୋଇଛି। ଆଜି ଯିବାକୁ ଥିବା ବିଶାଖାପାଟଣା-ଭୁବନେଶ୍ୱର...

Advertisement


Archives

Model This Week